XE ଭାରିଆଣ୍ଟକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ , ଗହଳିରେ ମାସ୍କ ପିନ୍ଧନ୍ତୁ : ଡିଏମଇଟି ନିର୍ଦ୍ଦେଶକ
ଭୁବନେଶ୍ୱର : କରୋନାର ନୂଆ ଭାରିଆଣ୍ଟ XEକୁ ନେଇ ଭୟଭୀତ ହେବା ଦରକାର ନାହିଁ ।ସମସ୍ତେ ମାସ୍କ ପିନ୍ଧିବା ଜରୁରୀ । ଏହା ପ୍ରାଥମିକ ପର୍ଯ୍ୟାୟ ଗତକାଲି ଚିହ୍ନଟ ହୋଇଛି ।ଏଥିପ୍ରତି ଭୟଭୀତ ହେବା ଦରକାର ନାହିଁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡକ୍ଟର ରମାରମଣ ମହାନ୍ତି କହିଛନ୍ତି । ଗତକାଲି ମୁମ୍ବାଇରେ କରୋନାର ନୂଆ ଭାରିଆଣ୍ଟ XE ଚିହ୍ନଟ ହୋଇଥିଲା । ସଂକ୍ରମିତ ଜଣ ମହିଳା ଥିଲେ । ହେଲେ କେନ୍ଦ୍ର ସରକାର ଏହି ଘଟଣାକୁ ଅସ୍ୱିକାର […]
Continue Reading
