ଚଢେଇ ପଞ୍ଜୁରୀରେ ତମ୍ପ ,୨ ପକ୍ଷୀଙ୍କୁ ଗିଳିଦେଲା ସାପ

ବାଳକାଟି : ଚଢେଇ ପଞ୍ଜୁରୀରେ ତମ୍ପ ସାପ । ଆଖି ପିଛୁଳାକେ ଖାଇଦେଲା ପିଞ୍ଜରାରେ ଥିବା ଚଢେଇଙ୍କୁ । ବାଳକାଟି ନିକଟସ୍ଥ ବସନ୍ତପେଡି ଗାଁରେ ମଳୟ ରଞ୍ଜନ ପାତ୍ରଙ୍କ ଘରେ ଥିବା ଚଢେଇ ପଞ୍ଜୁରୀରେ ସାପ ପଶିଥିବା ଦେଖିବାକୁ ମିଳିଥିଲା ।ସାପଟି ପଞ୍ଜୁରୀ ଭିତରେ ଥିବା ଦୁଇଟି ବିଦେଶୀ ବଜରଙ୍ଗୀ ପକ୍ଷୀଙ୍କୁ ଖାଇଦେଇଥିଲା । ତେବେ ପକ୍ଷୀ ଦୁଇଟିଙ୍କୁ ଖାଇଦେବା ପରେ ସାପଟି ଆଉ ପଞ୍ଜୁରୀ ଭିତରୁ ବାହାରି ପାରିନଥିଲା । ସେହି ପଞ୍ଜୁରୀ ଭିତରେ ହିଁ […]

Continue Reading

ସତ ଉଗାଳିବ ଶର୍ମିଷ୍ଠା: ଝୁନା ସହିତ ସାମ୍ନାସାମ୍ନି ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:  କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କୁ ଜେରା କରିବା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ କବଜାରେ ରହିଥିବା ବେଳେ ରିମାଣ୍ଡ ଅବଧି ବଢାଇବା ପାଇଁ ଆବେଦନ କରାଯାଇଛି । ତେବେ ଅଧିକ ସୂଚନା ହାସଲ କରିବା ପାଇଁ ଶର୍ମିଷ୍ଠାଙ୍କୁ ଆଉଥରେ ଜେରା କରିବ କ୍ରାଇମବ୍ରାଞ୍ଚ । ତେବେ ଏଥର ଏକୁଟିଆ ନୁହେଁ ବରଂ ସାମ୍ନା ସାମ୍ନି ଜେରା ହେବ । ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ସହିତ ସାମ୍ନାସାମ୍ନି ଜେରା ହେବ ବୋଲି […]

Continue Reading

ଆରମ୍ଭ ହେଲା ନିରଞ୍ଜନ ହଟାଅ ଅଭିଯାନ: କିଏ ହେବ ପରବର୍ତ୍ତୀ PCC ମୁଖ୍ୟ

ଭୁବନେଶ୍ୱର: ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ସର୍ବପୂରାତନ ଦଳ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା । ତେଣୁ ହାଇକମାଣ୍ଡ ଉକ୍ତ ପାଞ୍ଚଟି ରାଜ୍ୟର ମୁଖିଆଙ୍କୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ହାଇକମାଣ୍ଡଙ୍କ ଠାରୁ ଏକ ଚିଠି ଆସିଥିଲା । ମାତ୍ର ସେଥିରେ ଇସ୍ତଫା ନେଇ କିଛି ଉଲ୍ଲେଖ ନଥିବା ନିରଞ୍ଜନ କହିଥିଲେ […]

Continue Reading

କେମିତି ହେଲା ମାନସଙ୍କ ହତ୍ୟା? ଡେମୋ ବେଳେ କାନ୍ଦି କାନ୍ଦି କହିଲେ ଶର୍ମିଷ୍ଠା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଏହା ପରେ ଭୁବନେଶ୍ୱର ଦୟାଲ ଆଶ୍ରମରେ ଶର୍ମିଷ୍ଠାଙ୍କର ସିନ୍ ରିକ୍ରିଏସନ୍ ହୋଇଥିଲା । ମାନସଙ୍କୁ କେମିତି ହତ୍ୟା କରିଥିଲେ ବୋଲି କାନ୍ଦି କାନ୍ଦି କହିଥିଲେ ଶର୍ମିଷ୍ଠା । ଦୟାଲ ଆଶ୍ରମରେ ପ୍ରାୟ ୧୫ ମିନିଟ୍ ଧରି ସିନ ରିକ୍ରିଏସନ୍ ହୋଇଥିଲା । ସିନ୍ ରିକ୍ରିଏସନ୍ ପରେ ପୁଣି ଆଶ୍ରମକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ । […]

Continue Reading

ରାଜ୍ୟରେ ଆଉ ୬ ମାସ ମିଳିବ ଅତିରିକ୍ତ ମାଗଣା ଚାଉଳ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରେଲରୁ ସେପ୍ଟେମ୍ବର ମାସ ଯାଏଁ ଅତିରିକ୍ତ ୫ କେଜି ମାଗଣା ଚାଉଳ ମିଳିବ । ହିତାଧିକାରୀଙ୍କୁ ପ୍ରତିମାସରେ ଅତିରିକ୍ତ ୫ କେଜି ଚାଉଳ ମାଗଣା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଯୋଗୁଁ ରାଜ୍ୟରେ ପ୍ରାୟ ୮ ଲକ୍ଷ ୯ ହଜାର […]

Continue Reading

ମାନସ ହତ୍ୟା ମାମଲା: ଚାନ୍ଦବାଲିରେ ଡେମୋ ଦେଖାଇଲେ ଶର୍ମିଷ୍ଠା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଅଳ୍ପ ସମୟରେ ସିନ୍ ରିକ୍ରିଏସନ୍ ସାରି ଫେରିଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ଧରି ସେଠାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସଂ ସେଠାକୁ ଯାଇଥିବା ଅଭିଯୁକ୍ତମାନେ ହେଉଛନ୍ତି-ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ । ଲୋକଙ୍କୁ ଭିଡ ଯୋଗୁଁ ଅଳ୍ପ ସମୟରେ ସରିଗଲା କ୍ରାଇମ ସିନ୍ […]

Continue Reading

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶାଶୁ ବୋହୁଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗୀର : ବଲାଙ୍ଗୀରରେ ଚାଞ୍ଚଲ୍ୟ। ଡବଲ ମର୍ଡ଼ର ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ତୁଷୁରା ଥାନା ନୂଆପଡ଼ାରେ ଶାଶୁ ବୋହୁଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ ମାନେ। ମୃତକ ଦୁଇଜଣ ହେଲେ ବୋହୁ ଅମ୍ବିକା ମେହେର ଓ ଶାଶୁ ପ୍ରେମଶିଳା ମେହେର। ଘରେ ଶାଶୁବୋହୁ ଏକାକି ଥିବା ବେଳେ କେହି ଦୁର୍ବୃତତ୍ତ ଘରେ ପଶି ଏହି ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଯାଇଛି। ତେବେ କିଏଓ କାହିଁକି ଏହିଭଳି ହତ୍ୟାକାଣ୍ଡ ଭିଆଇଛି ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ […]

Continue Reading

ସଂସଦରେ ଅପରାଜିତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ : ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର, ଆଇନର ଉଲ୍ଲଂଘନ ହୋଇନି

ଭୁବନେଶ୍ୱର : ଶ୍ରୀମନ୍ଦିର ଐତିହ ପରିକ୍ରମା ପ୍ରକଳ୍ପ ନେଇ ସାଂସଦ ଅପରାଜିତାଙ୍କୁ ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଙ୍ଘନ ହୋଇନାହିଁ ।ଏହି ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଏନଏମଏର ଅନୁମତି ରହିଛି  ବୋଲି ପିନାକୀ ମିଶ୍ର କହିଛନ୍ତି । ଏଏସଆଇ ମଧ୍ୟ ଏ ବିଷୟରେ ପୁରାପୁରୀ ଅବଗତ ଅଛନ୍ତି ଏନେଇ ସାଂସଦରେ ସୂଚନା ଦେଇଛନ୍ତି ପିନାକୀ ମିଶ୍ର । ଓଡିଶା ବାସୀଙ୍କ ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ […]

Continue Reading

୫୦୦ କୋଟିର ଠକକୁ ଗିରଫ କଲା ଇଓଡବ୍ଲୁ

ବ୍ରହ୍ମପୁର: ୫୦୦ କୋଟିର ଠକ ଗିରଫ ।  ୫୦୦କୋଟି ଟଙ୍କା ଠକେଇ ଅଭିଯୋଗରେ ସକସେସ୍ ଅନଲାଇନ ସର୍ଭିସ ସିଷ୍ଟମ (ଏସଓଏସଏସ) ଚିଟଫଣ୍ଡ କମ୍ପାନିର ଆଞ୍ଚଳିକ ନିର୍ଦ୍ଦେଶକ ଗିରଫ । ଗଞ୍ଜାମର ବ୍ରହ୍ମପୁରରୁ ଅଭିଯୁକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ନିଖିଳାନନ୍ଦ ପଶୁପାଳକଙ୍କୁ ଇଓଡବ୍ଲୁ ଦ୍ବାରାଗିରଫ କରାଯାଇଛି। ୨୦୧୬ରେ ‌ଏନେଇ ଇଓଡବ୍ଲୁ ପୁଲିସ ଷ୍ଟେସନ‌ରେ ଅଭିଯୋଗ କରାଯାଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ଇଓଡବ୍ଲୁ। ଅଭିଯୋଗକାରୀ ପର୍ଶୁରାମ ବେହେରା ଏସଓଏସଏସ କମ୍ପାନି ନାଁରେ ଠକେଇ ଅଭିଯୋଗ ଆଣିବା ପରେ ତଦନ୍ତ […]

Continue Reading

ବିଧାନସଭାରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର

ଭୁବନେଶ୍ୱର : ବିଧାନସଭାରେ ଉଠିଲା ଦରଦାମ ବୃଦ୍ଧି ପ୍ରସଙ୍ଗ । ବିଧାନସଭା ଶେଷ ଦିନ ଅଧିବେସନରେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ବିଧାୟକ ସନ୍ତୋଷ ସିଂ ସାଲୁଜା । ଦେଶରେ ଯେଉଁଭଳି ଭାବେ ଦରଦାମ ବୃଦ୍ଧି ହେଉଛି ସରକାର ତାକୁ ତୁରନ୍ତ ନିୟନ୍ତ୍ରଣ କରନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।ଯେଉଁଭଳି ଭାବେ ତେଲ ଦର ବଢୁଛି ତୁରନ୍ତ ସରକାର ନିୟନ୍ତ୍ରଣକୁ ଆଣନ୍ତୁ। ନଚେତ […]

Continue Reading