ଗାଙ୍ଗପୁର ଆଇଆଇସି ମୃତ୍ୟୁ ରହସ୍ୟ: ଅଡୁଆ ବଢ଼ାଇଲା ଏସ୍‌ଆଇଙ୍କ ଭିଡିଓ

ବ୍ରହ୍ମପୁର : ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ  ରହସ୍ୟ ।  ଦିନ ଯେତେ ଗଡ଼ୁଛି ମୃତ୍ୟୁ ଘଟଣାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଘଟଣା ସମୟରେ ଭଞ୍ଜନଗର ଏସ୍‌ଡିପିଓ ଓ ଭଞ୍ଜନଗର ଆଇଆଇସିଙ୍କ ସହ ଦେବ୍‌ଙ୍କ କ୍ବାର୍ଟର୍ସରେ ଉପସ୍ଥିତ ଥିବା ଗାଙ୍ଗପୁର ଥାନା ସବ୍‌ଇନ୍ସପେକ୍ଟର୍ ଶୁଭ୍ରଜିତ୍ ସାମନ୍ତରାୟଙ୍କ ଭିଡ଼ିଓ  ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ଏହାପରେ […]

Continue Reading

ଦଶରଥପୁରରେ ତହସିଲଦାରଙ୍କୁ ବାଲି ମାଫିଆଙ୍କ ହତ୍ୟା ଉଦ୍ୟମ

ଯାଜପୁର : ଯାଜପୁରରେ ପୁଣି ମାତିଲେ ବାଲି ମାଫିଆ । ଚଢାଉ ବେଳେ ତହସିଲଦାରଙ୍କୁ ଗାଡି ଚଢାଇବାକୁ ଉଦ୍ୟମ କରିବାକୁ ବି ପଚାଇଲେନି ବାଲି ମାଫିଆ । ଦଶରଥପୁର ତହସିଲରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଦଶରଥପୁର ତଦସିଲଦାର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।ତହସିଲ ଦାର ଅଭିନାଶ ବିଶ୍ୱଜିତ ସେଠୀଙ୍କ କହିବା ଅନୁସାରେ ବୈତରଣୀ ନଦୀ କଷପା ପଞ୍ଚାୟତ ପଲ୍ଲାସାହି ଠାରେ ବାଲିମାଫିଆ ମାନେ ଚୋରା ଚାଲଣ […]

Continue Reading

୨ ଲକ୍ଷ କୋଟିର ଆର୍ଥିକ ବଜେଟ: ଜାଣନ୍ତୁ କେଉଁ ବିଭାଗ ପାଇଁ ମଞ୍ଜୁର ହେଲା କେତେ ଟଙ୍କା

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସମୁଦାୟ ୧.୧୦ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଲୋକଙ୍କ ପାଖକୁ ପୁଣି ଆସିବ କାଳିଆ ଟଙ୍କା । ୧.୧୦ ଲକ୍ଷ କୋଟିରୁ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୦ ହଜାର କୋଟି ଟଙ୍କା ରଖାଯାଇଛି । ବଜେଟରେ ସ୍ୱରାଷ୍ଟ୍ର ବିଭାଗ ପାଇଁ ୬୩୭୭ କୋଟି ଟଙ୍କା, […]

Continue Reading

ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ: ଜାଣନ୍ତୁ କେଉଁ କ୍ଷେତ୍ରରେ କେତେ ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସମୁଦାୟ ୧.୧୦ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଲୋକଙ୍କ ପାଖକୁ ପୁଣି ଆସିବ କାଳିଆ ଟଙ୍କା । ୧.୧୦ ଲକ୍ଷ କୋଟିରୁ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୦ ହଜାର କୋଟି ଟଙ୍କା ରଖାଯାଇଛି । ବଜେଟ ହାଇଲାଇଟ୍ସ: ଦେଶର ଅଭିବୃଦ୍ଧି ହାର ୭.୮% ରହିବା […]

Continue Reading

ଅସହ୍ୟ ହେଲାଣି ଗ୍ରୀଷ୍ମପ୍ରବାହ: ଏବେ ଏହି ଦିନରୁ ପିଲାଙ୍କ ପାଇଁ ପୁଣି ସକାଳୁଆ ହେବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମପ୍ରବାହ । ରାଜ୍ୟର ୭ରୁ ଅଧିକ ସହରର ତାପମାତ୍ରା ଏବେ ୪୦ ଡିଗ୍ରୀ ଉପରେ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ନେଇଛନ୍ତି ଏକ ବଡ ନିଷ୍ପତ୍ତି । ଏଣିକି ସ୍କୁଲ ପିଲାଙ୍କ ପାଇଁ ସକାଳୁଆ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହେବ । ଆସନ୍ତା ଏପ୍ରିଲ ମାସ ୨ ତାରିଖରୁ ସକାଳୁଆ ସ୍କୁଲ କରିବା ପାଇଁ ଗଣଶିକ୍ଷା ବିଭାଗ ତରଫରୁ ଘୋଷଣା […]

Continue Reading

ଲେମ୍ବୁ ଓ ଛତୁ ଉତ୍ପାଦନରେ ଓଡ଼ିଶା ନମ୍ବର ୧

ଭୁବନେଶ୍ୱର: ଓଡ଼ିଶାରେ ଅଚଳ ହୋଇ ପଡିଛି ୯୭ଟି ଶୀତଳ ଭଣ୍ଡାର । ରାଜ୍ୟରେ ଥିବା ୧୨୩ଟି ଶୀତଳ ଭଣ୍ଡାରରୁ ୯୭ଟି ଅଚଳ ହୋଇ ପଡିଛି ବୋଲି ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ ୧୮ ଟି ଶୀତଳ ଭଣ୍ଡାର ରହିଛି […]

Continue Reading

ପରଲୋକରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌

ବରଗଡ଼  : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ । ହୃଦଘାତରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ରିପୁନାଥ ସେଠ୍‌ଙ୍କ ହୃଦଘାତରେ ପରଲୋକ ହୋଇଛି । ଏକ ଘରୋଇ ହସିଂହୋମରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁର ଖବର ଶୁଣି ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରିପୁନାଥ ରବିବାର ଦିନ ନିଜ ବରପାଲି ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ […]

Continue Reading

‘ମନ କି ବାତ୍’ରେ ଓଡିଆ ପୁଅଙ୍କ ପ୍ରଶଂସାରେ ଶତମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ

ପୁରୀ: ଆଜି ‘ମନ କି ବାତ୍’ରେ ଓଡିଆ ପୁଅଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୮୭ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଜଣେ ଓଡିଆ ପୁଅଙ୍କ ପ୍ରଶଂସା କରିଛନ୍ତି । ସେ ହେଉଛନ୍ତି ପୁରୀର ରାହୁଲ ମହାରଣା । ରାହୁଲ ହେଉଛନ୍ତି ଜଣେ ପରିବେଶ ପ୍ରେମୀ । ଆଜିକାଲି ପ୍ଲାଷ୍ଟିକ କବଳରେ ଯେପରି ଆମ ପରିବେଶ ଯେପରି ଅଣନିଃଶ୍ୱାସୀ ହୋଇପଡୁଛି ସେନେଇ ଚିନ୍ତିତ ରାହୁଲ । […]

Continue Reading

ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ ସୁଦୂରପ୍ରସାରୀ : ରଜୀତ୍ ଦାସ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ରଜୀତ୍ ଦାସ। ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ । ଲେଖନୀ ଚାଳନାରେ ସେ ଫୁଟେଇ ପାରନ୍ତି ଜୀବନ୍ତ ବୃତ୍ତାନ୍ତ । ତାଙ୍କ ସାଧନାର କ୍ଷେତ୍ର ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ସେଇ ଗାଁକୁ ନେଇଯା, ଶ୍ଵେତପଦ୍ମା, ପିଲାବେଳ ଧୂଳିଖେଳ, ତନୁପ୍ରିୟା ସେଇ ଝିଅର ନାଁ ଆଦି ପୁସ୍ତକ ସହ ଅନେକ କବିତାର ସେ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ ସାଧନା […]

Continue Reading

ପୁରୀର ବହୁ ଚର୍ଚ୍ଚିତ କୃଷ୍ଣ ପ୍ରତିହାରୀ ମାମଲା: ୨ ଅଭିଯୁକ୍ତଙ୍କ ସିନ୍ ରିକ୍ରିଏସନ୍

ପୁରୀ: ପୁରୀର ବହୁ ଚର୍ଚ୍ଚିତ କୃଷ୍ଣ ପ୍ରତିହାରୀ ମାମଲାରେ ଅହୁରି ଖୋଳତାଡ କରୁଛି ପୋଲିସ୍ । ଆଜି ଆଉ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏନ୍ କରାଯାଇଛି । ଗତକାଲି ଘଟଣାର ମୁଖ୍ୟ ଅଭିଯୁକ୍ତ କୁନମୁନ୍ ଓ ଟୁଟୁକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଥିବାବେଳେ ଆଉ ଆଉ ୨ ଅଭିଯୁକ୍ତ ବାବା ମହାପାତ୍ର ଓ ହରି ପଣ୍ଡାକୁ ନେଇ ସିନ୍ ରିକ୍ରିଏସନ୍ କରାଇଛନ୍ତି ଆଡିସନାଲ ଏସପି । ପୁରୀ ବାରବାଟି ପଡିଆ ପାଖରେ କିପରି ଘଟଣା […]

Continue Reading