ବ୍ରହ୍ମପୁରରେ ବିଜେଡିର ବାଜିମାତ୍ : ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ମେୟର ଭାବେ ନିର୍ବାଚିତ

ବ୍ରହ୍ମପୁର  : ବ୍ରହ୍ମପୁରରେ ବାଜି ମାରିନେଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀନୀ ସଂଘମିତ୍ରା ଦଳେଇ ୨୦,୨୮୬ ଅଧିକ ଭୋଟ ପାଇଁ ବିଜୟୀ ହୋଇଛନ୍ତି । ସଙ୍ଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ ଭୋଟ ମିଳିଛି ।ତାଙ୍କ ନିକଟ ତମ ପ୍ରତିଦ୍ୱନ୍ଦି ସବିତା ସୁଆରଙ୍କୁ ୪୫ ହଜାର ୭ଶହ ୮୨ ଖଣ୍ଡ ଭୋଟ ମିଳିଛି । ସେହପରି ତୃତୀୟ ସ୍ଥାନରେ ରହିଛି ଆମ ଆଦମୀ ପାର୍ଟି । […]

Continue Reading

ବୀରଭୂମି ହିଂସା : ୨୧ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କଲା ସିବିଆଇ

ବୀରଭୂମି: ବୀରଭୂମି ହିଂସା ସାରା ଦେଶରେ ଏବେ ଆଲୋଡନ ସୃଷ୍ଟି କରିଛି । ଏହି ମାମଲାର ତଦନ୍ତ କରୁଥିବା ସିବିଆଇ ଶନିବାର ୨୧ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆରରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ୭୦ ରୁ୮୦ ଲୋକ ପୀଡିତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ସହ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ଏହା ପରେ ବାହାରପଟୁ ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିଲେ […]

Continue Reading

ପୌର ନିର୍ବାଚନ ଫଳାଫଳ: ପିପିଲି ଏନଏସିରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଶେଖ ବାବୁ ବିଜୟୀ

ପିପିଲି : ପୌର ନିର୍ବାଚନ ଫଳାଫଳରେ ବିଜେଡିର ବାଜିମାତ୍ । ପିପିଲି ଏନଏସିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ହରାଇ ବିଜେଡି ପ୍ରାର୍ଥୀ ଶେଖ ବାବୁ ବିଜୟୀ ହୋଇଛନ୍ତି । । ବର୍ଷ ବର୍ଷ ଧରି ପିପିଲି ଏନଏସିରେ ରାଜ କରୁଥିବା କଂଗ୍ରେସ ତଳକୁ ଖସିଛି । ନିର୍ବାଚନ ଫଳାଫଳ ଜଣାପଡିବା ପରେ ବିଜେଡି ୧୩ ଟି ୱାର୍ଡ ହାତେଇଥିବା ବେଳେ ବିଜେପି ୨ଟି ଓ ସ୍ୱାଧିନ ଗୋଟିଏ ୱାର୍ଡରେ […]

Continue Reading

ପୌର ନିର୍ବାଚନ : ଭଦ୍ରକରେ ବିଜେଡିକୁ ଝଟକା ଚେୟାରମ୍ୟାନ ଭାବେ ସ୍ୱାଧୀନ ପ୍ରାର୍ଥୀ ଗୁଲମୁକି ହବିବ ବିଜୟୀ

ଭଦ୍ରକ : ପୌର ନିର୍ବାଚନ : ଭଦ୍ରକରେ ପଛରେ ପଡିଲା ବିଜେଡି । ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ । ଭଦ୍ରକ ପୌର ପାଳିକାରେ ନୂତନ ଚେୟାରମ୍ୟାନ ଭାବେ ଗୁଲମୁକି ହବିବ ବିଜୟୀ ହୋଇଛନ୍ତି ।ସେ ବିଜେଡି ଠାରୁ ୩୨୫୬ ଖଣ୍ଡ ଭୋଟର ଆଗରେ ରହି ବିଜୟ ହାସଲ କରିଛନ୍ତି ।

Continue Reading

ନୂଆପଡାରେ ପଛରେ ପଡିଗଲା ବିଜେଡି : ୩ଟି ଏନଏସିରେ ବିଜେପି କଂଗ୍ରେସ ଓ ସ୍ୱାଧିନ ବିଜୟୀ

ନୂଆପଡା : ନୂଆପଡାରେ ପୌର ନିର୍ବାଚନ ଫଳାଫଳରେ ପଛରେ ପଡିଗଲା ବିଜେଡି । ସବୁ କଳ୍ପନା ଜଳ୍ପନାର ଅନ୍ତ ଶେଷର ପୌର ନିର୍ବାଚନର ଫଳାଫଳ ବାହାରିଛି । ଏଥର ନୂଆପଡାର ତିନୋଟି ଏନଏସିରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି । ଜିଲ୍ଲାର ତିନୋଟି ଏନଏସିରେ ଶାସକ ବିଜେଡିକୁ ପଛରେ ପକାଇ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ଆଗରେ ରହିଛନ୍ତି । ସଦର ଏନଏସିରେ ନୂଆପଡାରେ ସ୍ୱାଧିନ ପ୍ରାର୍ଥୀ ମହମ୍ମଦ ଆଦମ ବିଜୟୀ ହୋଇଛନ୍ତି । ମହମ୍ମଦ […]

Continue Reading

ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା: ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା । ବିଜୟୀ ପ୍ରାର୍ଥୀ ବିଜୟ ଉତ୍ସବ କରିପାରିବେନି । ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏ ନେଇ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଯାଏଁ କେହି ବି ଉତ୍ସବ ପାଳନ ପାଇଁ ଅନୁମତି ମାଗିନାହାନ୍ତି । ଭୋଟ୍ ଗଣତି ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । […]

Continue Reading

ସେବାୟତ କାଳିଆ ହତ୍ୟା ମାମଲା : କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବେ ଅଭିଯୁକ୍ତ

ପୁରୀ : ବହୁ ଚର୍ଚ୍ଚିତ ଶ୍ରୀମନ୍ଦିରେ ସେବାୟତ କୃଷ୍ଣଚନ୍ଦ୍ର ପଢିଆରୀ ଓରଫ କାଳିଆଙ୍କ ହତ୍ୟା ମାମଲା । ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ମିଳିଲା ରିମାଣ୍ଡ । ପୋଲିସ ଅଭିଯୁକ୍ତ ମାନଙ୍କୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲା ।ହେଲେ ଏସଡିଜେଏମ କୋର୍ଟ ୩ ଦିନ ପାଇଁ ଅନୁମତି ଦେଇଛନ୍ତି । ରିମାଣ୍ଡରେ ଅଭିଯୁକ୍ତ ମାନଙ୍କୁ ନେଇ ପଚରା ଉଚରା କରିବ ପୋଲିସ । ରିମାଣ୍ଡରେ ପାଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି କୁନମୁନି ସୁଆର, […]

Continue Reading

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ସୁର ରାଉତରୟାଙ୍କ ପୁଅ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓଡିଆ ପର୍ବତାରୋହୀ ସିଦ୍ଧାର୍ଥ ରାଉତରାୟ । ବିଧାନସଭା ପରିସରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଆଜି ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ସିଦ୍ଧାର୍ଥ ହେଉଛନ୍ତି ଜଟଣୀ କଂଗ୍ରେସ ବିଧାୟକ ସୁରେସ ରାଉତରାୟଙ୍କ ପୁଅ ।ଏହି ଅବସରରେ ପର୍ବତାରୋହଣ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ସିଦ୍ଧାର୍ଥ ରାଉତରାୟ । ତିନୋଟି ମହାଦେଶର ତିନୋଟି ଉତ୍ତତମ ଗିରି ଶୃଙ୍ଗକୁ ସେ ସଫଳତାର ସହ ଆରୋହଣ କରିଛନ୍ତି ।ସେ ସବୁ ହେଉଛି ଉତ୍ତର ଆମେରିକାର ମାଉଣ୍ଟ […]

Continue Reading

ଆଇଆଇଟିରେ ପଢିବାକୁ ଯୋଗ୍ୟ ବିବେଚିତ ହେଲେ ବିଚରାଧୀନ କଏଦୀ

ଭୁବନେଶ୍ୱର: କଥାରେ ଅଛି ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏହି ଉକ୍ତିକୁ ସତ ପ୍ରମାଣିତ କରିଛନ୍ତି ଜଣେ ବିଚରାଧୀନ କଏଦୀ । ପଢି ଅବିଶ୍ୱାସ ଲାଗୁଥିଲେ ବି ବିହାରର ନୱାଡା ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ଯୁବ କଏଦୀ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) ପ୍ରବେଶିକାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତବର୍ଷ ଫେବ୍ରୁଆରୀ ୧୩ ତାରିଖରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି (ରୁର୍‌କି) ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସ (JAM) […]

Continue Reading

ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି, ଥାନା ଅଧିକାରୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ଥାନାରେ ଫୁଟିଲା ଗୁଳି । ଏହି ଗୁଳିରେ ଥାନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଥାନା ଅଧିକାରୀ ଜଣକ ହେଲେ ଦେବ୍ କୁମାର ଗମାଙ୍ଗ । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି । ଗୁରୁତର ଆଇଆଇସିଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆଇଆଇସିଙ୍କୁ କେଉଁଠି, କେମିତି ଗୁଳି ବାଜିଲା ସେ ନେଇ କିଛି ସ୍ପଷ୍ଟ […]

Continue Reading