ଲିଙ୍ଗରାଜ ପି.ଏଚ୍ ହେବ ଷ୍ଟେସନ, ଭୁବନେଶ୍ୱର ଷ୍ଟେସନର ହେବ ନବୀକରଣ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଲେ ସ୍ୱୀକୃତି
ଭୁବନେଶ୍ୱର : କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରେ ଦୁଇଟି ପ୍ରକଳ୍ପ ପାଇଁ ସାଂସଦ ଅପରାଜିତା କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ନିବେଦନ କରିଥିଲେ ।ତାହା ଆଜି ସଫଳ ରୂପାୟନ ହୋଇଛି । ଏକାମ୍ର ନିର୍ବାଚନ ମଣ୍ଡଳୀ ସ୍ଥିତ ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟକୁ ଷ୍ଟେସନରେ ପରିଣତ କରିବା । ଭୁବନେଶ୍ୱର ରେଳ ଷ୍ଟେସନ ନବିକରଣ ହେବ ବୋଲି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱୀକୃତି ଦେଇଛନ୍ତି ।ଏହି ସବୁ […]
Continue Reading
