ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ସମବାୟ ସମିତି ନିର୍ବାଚନ ହେବା ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନରେ କୌଣସି ଦଳୀୟ ଚିହ୍ନ ରହିବ ନାହିଁ । ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ଏଥିରୁ୧୫ ଜଣ ନିର୍ଦେଶକ […]

Continue Reading

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ , ଝାଡଖଣ୍ଡରୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ । ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳାଙ୍କୁ ଝାଡଖଣ୍ଡରୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଚର୍ଚ୍ଚିତ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । କମଳାଙ୍କୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଯୋଜନା କରୁଛି । ରମେଶଙ୍କୁ ରିମାଣ୍ଡରେ ଆଣି ପଚାର ଉଚରା କରିବା ପରେ କମଳା ବିରୋଧରେ ପ୍ରମାଣ ମିଳିଥିଲା।ସୂଚନା ଅନୁସାରେ ଡାକ୍ତର ରମେଶ ସ୍ୱାଇଁ ମିଛ କଥା କହି […]

Continue Reading

ଚଢେଇ ପଞ୍ଜୁରୀରେ ତମ୍ପ ,୨ ପକ୍ଷୀଙ୍କୁ ଗିଳିଦେଲା ସାପ

ବାଳକାଟି : ଚଢେଇ ପଞ୍ଜୁରୀରେ ତମ୍ପ ସାପ । ଆଖି ପିଛୁଳାକେ ଖାଇଦେଲା ପିଞ୍ଜରାରେ ଥିବା ଚଢେଇଙ୍କୁ । ବାଳକାଟି ନିକଟସ୍ଥ ବସନ୍ତପେଡି ଗାଁରେ ମଳୟ ରଞ୍ଜନ ପାତ୍ରଙ୍କ ଘରେ ଥିବା ଚଢେଇ ପଞ୍ଜୁରୀରେ ସାପ ପଶିଥିବା ଦେଖିବାକୁ ମିଳିଥିଲା ।ସାପଟି ପଞ୍ଜୁରୀ ଭିତରେ ଥିବା ଦୁଇଟି ବିଦେଶୀ ବଜରଙ୍ଗୀ ପକ୍ଷୀଙ୍କୁ ଖାଇଦେଇଥିଲା । ତେବେ ପକ୍ଷୀ ଦୁଇଟିଙ୍କୁ ଖାଇଦେବା ପରେ ସାପଟି ଆଉ ପଞ୍ଜୁରୀ ଭିତରୁ ବାହାରି ପାରିନଥିଲା । ସେହି ପଞ୍ଜୁରୀ ଭିତରେ ହିଁ […]

Continue Reading

ସତ ଉଗାଳିବ ଶର୍ମିଷ୍ଠା: ଝୁନା ସହିତ ସାମ୍ନାସାମ୍ନି ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:  କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କୁ ଜେରା କରିବା କ୍ରାଇମବ୍ରାଞ୍ଚ । ୫ ଅଭିଯୁକ୍ତ କ୍ରାଇମବ୍ରାଞ୍ଚ କବଜାରେ ରହିଥିବା ବେଳେ ରିମାଣ୍ଡ ଅବଧି ବଢାଇବା ପାଇଁ ଆବେଦନ କରାଯାଇଛି । ତେବେ ଅଧିକ ସୂଚନା ହାସଲ କରିବା ପାଇଁ ଶର୍ମିଷ୍ଠାଙ୍କୁ ଆଉଥରେ ଜେରା କରିବ କ୍ରାଇମବ୍ରାଞ୍ଚ । ତେବେ ଏଥର ଏକୁଟିଆ ନୁହେଁ ବରଂ ସାମ୍ନା ସାମ୍ନି ଜେରା ହେବ । ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ସହିତ ସାମ୍ନାସାମ୍ନି ଜେରା ହେବ ବୋଲି […]

Continue Reading

ଆରମ୍ଭ ହେଲା ନିରଞ୍ଜନ ହଟାଅ ଅଭିଯାନ: କିଏ ହେବ ପରବର୍ତ୍ତୀ PCC ମୁଖ୍ୟ

ଭୁବନେଶ୍ୱର: ନିକଟରେ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ସର୍ବପୂରାତନ ଦଳ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଥିଲା । ତେଣୁ ହାଇକମାଣ୍ଡ ଉକ୍ତ ପାଞ୍ଚଟି ରାଜ୍ୟର ମୁଖିଆଙ୍କୁ ଇସ୍ତଫା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ହାଇକମାଣ୍ଡଙ୍କ ଠାରୁ ଏକ ଚିଠି ଆସିଥିଲା । ମାତ୍ର ସେଥିରେ ଇସ୍ତଫା ନେଇ କିଛି ଉଲ୍ଲେଖ ନଥିବା ନିରଞ୍ଜନ କହିଥିଲେ […]

Continue Reading

କେମିତି ହେଲା ମାନସଙ୍କ ହତ୍ୟା? ଡେମୋ ବେଳେ କାନ୍ଦି କାନ୍ଦି କହିଲେ ଶର୍ମିଷ୍ଠା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଏହା ପରେ ଭୁବନେଶ୍ୱର ଦୟାଲ ଆଶ୍ରମରେ ଶର୍ମିଷ୍ଠାଙ୍କର ସିନ୍ ରିକ୍ରିଏସନ୍ ହୋଇଥିଲା । ମାନସଙ୍କୁ କେମିତି ହତ୍ୟା କରିଥିଲେ ବୋଲି କାନ୍ଦି କାନ୍ଦି କହିଥିଲେ ଶର୍ମିଷ୍ଠା । ଦୟାଲ ଆଶ୍ରମରେ ପ୍ରାୟ ୧୫ ମିନିଟ୍ ଧରି ସିନ ରିକ୍ରିଏସନ୍ ହୋଇଥିଲା । ସିନ୍ ରିକ୍ରିଏସନ୍ ପରେ ପୁଣି ଆଶ୍ରମକୁ ସିଲ୍ କରିଛି କ୍ରାଇମବ୍ରାଞ୍ଚ । […]

Continue Reading

ରାଜ୍ୟରେ ଆଉ ୬ ମାସ ମିଳିବ ଅତିରିକ୍ତ ମାଗଣା ଚାଉଳ; ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ୬ ମାସ ପାଇଁ ମିଳିବ ଅତିରିକ୍ତ ମାଗଣା ଚାଉଳ । ୬ ମାସ ପାଇଁ ଅବଧି ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରେଲରୁ ସେପ୍ଟେମ୍ବର ମାସ ଯାଏଁ ଅତିରିକ୍ତ ୫ କେଜି ମାଗଣା ଚାଉଳ ମିଳିବ । ହିତାଧିକାରୀଙ୍କୁ ପ୍ରତିମାସରେ ଅତିରିକ୍ତ ୫ କେଜି ଚାଉଳ ମାଗଣା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଯୋଗୁଁ ରାଜ୍ୟରେ ପ୍ରାୟ ୮ ଲକ୍ଷ ୯ ହଜାର […]

Continue Reading

ମାନସ ହତ୍ୟା ମାମଲା: ଚାନ୍ଦବାଲିରେ ଡେମୋ ଦେଖାଇଲେ ଶର୍ମିଷ୍ଠା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାନ୍ଦବାଲି ପଳାସରପୁରରେ ଶେଷ ହୋଇଛି କ୍ରାଇମ ସିନ ରିକ୍ରିଏସନ୍ । ଅଳ୍ପ ସମୟରେ ସିନ୍ ରିକ୍ରିଏସନ୍ ସାରି ଫେରିଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ଧରି ସେଠାରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ସଂ ସେଠାକୁ ଯାଇଥିବା ଅଭିଯୁକ୍ତମାନେ ହେଉଛନ୍ତି-ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ । ଲୋକଙ୍କୁ ଭିଡ ଯୋଗୁଁ ଅଳ୍ପ ସମୟରେ ସରିଗଲା କ୍ରାଇମ ସିନ୍ […]

Continue Reading

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଶାଶୁ ବୋହୁଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗୀର : ବଲାଙ୍ଗୀରରେ ଚାଞ୍ଚଲ୍ୟ। ଡବଲ ମର୍ଡ଼ର ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ତୁଷୁରା ଥାନା ନୂଆପଡ଼ାରେ ଶାଶୁ ବୋହୁଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ ମାନେ। ମୃତକ ଦୁଇଜଣ ହେଲେ ବୋହୁ ଅମ୍ବିକା ମେହେର ଓ ଶାଶୁ ପ୍ରେମଶିଳା ମେହେର। ଘରେ ଶାଶୁବୋହୁ ଏକାକି ଥିବା ବେଳେ କେହି ଦୁର୍ବୃତତ୍ତ ଘରେ ପଶି ଏହି ଜଘନ୍ୟ କାଣ୍ଡ ଘଟାଇ ଫେରାର ହୋଇଯାଇଛି। ତେବେ କିଏଓ କାହିଁକି ଏହିଭଳି ହତ୍ୟାକାଣ୍ଡ ଭିଆଇଛି ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ […]

Continue Reading

ସଂସଦରେ ଅପରାଜିତାଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରସଙ୍ଗ : ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର, ଆଇନର ଉଲ୍ଲଂଘନ ହୋଇନି

ଭୁବନେଶ୍ୱର : ଶ୍ରୀମନ୍ଦିର ଐତିହ ପରିକ୍ରମା ପ୍ରକଳ୍ପ ନେଇ ସାଂସଦ ଅପରାଜିତାଙ୍କୁ ଜବାବ୍ ଦେଲେ ପୁରୀ ସାଂସଦ ପିନାକୀ ମିଶ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଙ୍ଘନ ହୋଇନାହିଁ ।ଏହି ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି ଏନଏମଏର ଅନୁମତି ରହିଛି  ବୋଲି ପିନାକୀ ମିଶ୍ର କହିଛନ୍ତି । ଏଏସଆଇ ମଧ୍ୟ ଏ ବିଷୟରେ ପୁରାପୁରୀ ଅବଗତ ଅଛନ୍ତି ଏନେଇ ସାଂସଦରେ ସୂଚନା ଦେଇଛନ୍ତି ପିନାକୀ ମିଶ୍ର । ଓଡିଶା ବାସୀଙ୍କ ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ […]

Continue Reading