ପୌର ନିର୍ବାଚନକୁ ହିଂସାମୁକ୍ତ କରିବା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି
ଭୁବନେଶ୍ୱର : ସରିଲା ପ୍ରଚାର । କାଲି ପୌର ନିର୍ବାଚନ ପାଇଁ ଭୋଟ ହେବ। ଭୋଟିଂକୁ ଅବାଧ ହିଂସାମୁକ୍ତ କରିବାକୁ କମିଶନରେଟ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରସ୍ତୁତି ଜୋରସୋରରେ କରିଛି । ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ରିହାଲର୍ସଲ କରାଯାଇଛି । ଚଳିତ ପୌର ନିର୍ବାଚନରେ ୫୦ ପ୍ଲାଟୁନ ଫୋର୍ସ ଓ ୧୫୦ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି । ସୁରକ୍ଷା ଦାୟିତ୍ୱରେ ମୋଟ ୫୫ ପ୍ଲୁଟୁନ୍ ସଶସ୍ତ୍ର ମୋବାଇଲ ପାର୍ଟି ମୃତୟନ […]
Continue Reading
