ସତ ଓଗାଳିବ ନକଲି ଡାକ୍ତର, ହେବ ପଲିଗ୍ରାଫ୍ ଟେଷ୍ଟ: ଡିସିପି ଉମାଶଙ୍କରଙ୍କ ସୂଚନା

ଭୁବନେଶ୍ୱର: ଚର୍ଚ୍ଚିତ ନକଲି ସ୍ୱାମୀଙ୍କର ହେବ ପଲିଗ୍ରାଫ ଟେଷ୍ଟ । ୧୭ ସ୍ତ୍ରୀର ନକଲି ସ୍ୱାମୀ ରମେଶ ସ୍ୱାଇଁର ହେବ ପଲିଗ୍ରାଫ ଟେଷ୍ଟ । ପୋଲିସକୁ ମିଥ୍ୟା ତଥ୍ୟ ଦେଇଥିବା ସନ୍ଦେହରେ ପୁନର୍ବାର ପଚରାଉଚରା କରିବ ପୋଲିସ । ପୁଣି ଥରେ ରିମାଣ୍ଡ ଆବେଦନ କରିବ ପୋଲିସ । ଦୁଇ ଦୁଇ ଥର ରିମାଣ୍ଡରେ ଅନେକ ମିଛ କହିଛି ଠକ ରମେଶ, ଏଥିପାଇଁ ଆଗାମୀ ରିମାଣ୍ଡ ସମୟରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର […]

Continue Reading

ଆସିଲା ମାର୍ଚ୍ଚ ଗାଇଡଲାଇନ: ସର୍ବସାଧାରଣରେ ହୋଲି ପାଳନ ନେଇ କଟକଣା

ଭୁବନେଶ୍ୱର: ମାର୍ଚ୍ଚ ମାସ ପାଇଁ ଜାରି ହେଲା କୋଭିଡ ମାର୍ଗଦର୍ଶିକା । ନୂଆ ଗାଇଡଲାଇନ ଅନୁଯାୟୀ ସର୍ବସାଧାରଣରେ ହୋଲି ଉତ୍ସବ ପାଳନ ହୋଇପାରିବନି, କେବଳ ଘରେ ରହି ଖେଳିପାରିବେ ହୋଲି । ଏହାଛଡ଼ା ସାମାଜିକ, ଧାର୍ମିକ ଓ ରାଜନୈତିକ ସମାବେଶ, ମେଳା, ପ୍ରଦର୍ଶନୀ, ବାଣିଜ୍ୟ, ମେଳାକୁ ଅନୁମତି ରହିଛି । ସେହିଭଳି ବିବାହ, ବ୍ରତଘରରେ ସର୍ବାଧିକ ୫ ଶହ ଜଣ ଯୋଗ ଦେଇପାରିବେ ଏବଂ ଅନ୍ତେଷ୍ଟିକ୍ରିୟା, ଶେଷକୃତ୍ୟରେ ୨୫୦ ଜଣଙ୍କୁ ମିଳିବ ଅନୁମତି । ତେବେ ଏଥିପାଇଁ […]

Continue Reading

ଓଡ଼ିଆ ଝିଅଙ୍କ କମାଲ: ସମ୍ମାନିତ କଲେ ହରିୟାଣା ରାଜ୍ୟପାଳ

ଭୁବନେଶ୍ୱର:  ହରିୟଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି ଜୈବ ରାସାୟନିକ ବିଜ୍ଞାନ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି। ଜୈବ ରାସାୟନିକ ବିଜ୍ଞାନରେ ଏବେ ସେ ପିଏଚଡି କରୁଛନ୍ତି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟଣା ୧୩ତମ ସମାବେଶ ରେ ତନୁଜା ମହାନ୍ତି କୁ ହରିୟଣା ରାଜ୍ୟପାଳ ବନ୍ଦରୁ ଦତ୍ତାତ୍ରେୟ ସମ୍ମାନିତ କରିଥିଲେ।

Continue Reading

ପଞ୍ଚାୟତ ନିର୍ବାଚନ ୨୦୨୨: ଚାଲିଛି ଭୋଟ ଗଣତି, ତୃତୀୟ ଦିନରେ ବି ଆଗରେ ବିଜେଡି, ଜାଣନ୍ତୁ ବିଜେପି କଂଗ୍ରେସ ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ ଦିନରେ ଜାରି ରହିଛି ଭୋଟ ଗଣତି । ରାଜ୍ୟର ସମୁଦାୟ ୮୫୧ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଜାରି ରହିଛି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହୋଇଥିଲା । ଦ୍ୱିତୀୟ ଦିନରେ ୩୦୬ ଜୋନରେ ଭୋଟଗଣତି […]

Continue Reading

ସୁରକ୍ଷା ବଳଙ୍କୁ ବଡ ସଫଳତା: ପୁଲିସ ଗୁଳିରେ ଟଳିଲେ ଦୁଇ ମହିଳା ମାଓବାଦୀ

ଭୁବନେଶ୍ୱର: ମାଓ ସଂଗଠନ ଗୁଡିକର ମୂଳଉତ୍ପାଟନ କରିବା ପାଇଁ ଛତିଶଗଡ ଓ ଓଡ଼ିଶା ପୋଲିସ୍ ଅଣ୍ଟାଭିଡିଥିବା ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ସୂଚନା ଅନୂସାରେ ଛତିଶଗଡର ବସ୍ତର ଓ ବିଜାପୁର ଜିଲ୍ଲାରେ ଜାବେଲି ଗାଁ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ମାଓ କ୍ୟାମ୍ପ ଥିବା ସୂଚନା ପାଇ ଏହି ଅପରେସନ୍ କରାଯାଉଥିବା ବେଳେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଗତକାଲି ବିଳମ୍ବିତ ରାତିରୁ […]

Continue Reading

କାଲିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ଆସନ୍ତାକାଲିରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଯାଉଛି । ଦୁଇ ବର୍ଷ ପରେ ସ୍କୁଲ ଆସିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା। ଘରୁ ପିଲାଙ୍କୁ ସଚେତନ କରି ପଠାଇବାକୁ ଅଭିବାଭକ-ଶିକ୍ଷକ ବୈଠକରେ ଅନୁରୋଧ କରାହୋଇଛି। ଆସନ୍ତା ସପ୍ତାହରେ ପାଠ ପଢ଼ାହେବ ନାହିଁ କେବଳ ଆକ୍ଟିଭିଟି କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପିଲାମାନେ […]

Continue Reading

ପୁରୀରେ ପଛରେ ପଡିଲେ ବିରୋଧୀ ,୧୧ ଆସନରେ ଆଗୁଆ ବିଜେଡି

ପୁରୀ: ପୁରୀରେ ପଛରେ ପଡିଲେ ବିରୋଧୀ । ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି, ବିରୋଧୀ ଦଳମାନଙ୍କୁ ମାତ୍ ଦେଇ ଆଗୁଆ ଚାଲିଥିବାବେଳେ, ବିଜେପି ଓ କଂଗ୍ରେସ ବହୁ ପଛରେ ପଡିଯାଇଛନ୍ତି । ତେବେ ଯଦି ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି ଆଗୁଆ ରହିଛି । ପୁରୀ ଜିଲ୍ଲା ପରିଷଦରେ ଏବେ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ କୌଣସି ବି ଆସନରେ ଆଗୁଆ ରହିପାରିନାହାଁଁନ୍ତି ବୋଲି […]

Continue Reading

ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ: ୨୭୩ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ହୋଇଛି । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରାୟ ୨ଲକ୍ଷ ୨୦ହଜାର ପ୍ରାର୍ଥୀଙ୍କ ମଧ୍ୟରୁ କିଏ ପିନ୍ଧିବ ବିଜୟ ମୁକୁଟ ସେ ନେଇ ବଢୁଛି ଦ୍ୱନ୍ଦ । ସମସ୍ତେ ବିଜୟ ଆଶାରେ ବସିଥିବାବେଳେ ଜନତା କାହାକୁ ଜିତାଉଛନ୍ତି ତାହା ଦେଖିବାକୁ ସାରା ଓଡ଼ିଶାବାସୀ ଚାହିଁ ବସିଛନ୍ତି। ଶନିବାର ଅପରାହ୍ନ ସୁଦ୍ଧା ବିଜେଡ଼ି ବହୁତ ଆଗରେ ରହିଛି । ବିଭିନ୍ନ ଜୋନ୍ ଗୁଡିକରେ ବିଜେଡ଼ି ଆଗକୁ ଆଗକୁ ବଢି ଚାଲିଛି । […]

Continue Reading

ସମ୍ବଲପୁର ଜିଲ୍ଲାର ୯ଟି ଜୋନରେ ବିଜେଡି ଆଗୁଆ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ‌ଜୋନରେ ଗଣତି ଚାଲିଛି । ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି । କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି […]

Continue Reading

ସୁନ୍ଦରଗଡର ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ

ସୁନ୍ଦରଗଡ: ପ୍ରଥମ ଦିନରେ ସୁନ୍ଦରଗଡର ସମସ୍ତ ୧୭ଟି ଜୋନର ଆସିଲା ଟ୍ରେଣ୍ଡ । ମଧ୍ୟାହ୍ନ ସୁଦ୍ଧା ୧୫ଟି ଜୋନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । କୋଇଡାରେ ସିପିଏମ୍ ଓ ଗୁରୁଣ୍ଡିଆରେ ଜେଏମଏମ ପ୍ରାର୍ଥୀ ଆଗୁଆ ରହିଛନ୍ତି । ସୁନ୍ଦରଗଡରେ ମୋଟ ୩୫ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଗତଥର ବିଜେଡି ୧୪ ଓ ବିଜେପି ୧୩ଟି ଜିତିଥିଲେ । କଂଗ୍ରେସ ୫ଟି ଜୋନରେ ଜିତିଥିଲା । ସିପିଆଇ, ସିପିଏମ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ […]

Continue Reading