ଛାତ ଉପରେ ଉଡ଼ାଉଥିଲେ ତ୍ରିରଙ୍ଗା: କରେଣ୍ଟ ଲାଗିବାରୁ ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟା ବା ରବିବାର ଦିନ ନିଜ ଘରର ଛାତ ଉପରେ ତ୍ରିରଙ୍ଗା ଉଡ଼ାଉଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଥିବା ପୋଲିସ ଷ୍ଟେସନ ପରିସରରେ ଥିବା ଅରସାଣ୍ଡେ ଗାଁରେ ଘଟିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ୩ ଜଣଙ୍କ ମୃତ୍ୟୁରେ ଶୋକପ୍ରକାଶ […]

Continue Reading

ସାରା ରାଜ୍ୟ ଜଳାର୍ଣ୍ଣବ: ବର୍ଷା ବଢିବା ସହ ଫୁଲୁଛି ନଦୀ, ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହା ବାଲେଶ୍ୱରର ପୂର୍ବ ଓ ଉତ୍ତର-ପୂର୍ବର ୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦିଘାର ଦକ୍ଷିଣ- ପୂର୍ବରେ ୧୦ କି.ମି. ଦୂରରେ ଏହି ଅବପାତ ରହିଛି । ଏହା ଆଗକୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହା ଅବପାତର ରୂପ […]

Continue Reading

ହର୍ ଘର୍ ତ୍ରିରଙ୍ଗା ଅଭିଯାନ: ସ୍ୱୟଂସହାୟିକା ଗୋଷ୍ଠୀ ବାଣ୍ଟିଲେ ଜାତୀୟ ପତାକା

କରଞ୍ଜିଆ: ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ରତାର ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଅଗଷ୍ଟ ୧୩ରୁ ୧୫ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା ଅଭିଯାନରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଦେଇଛନ୍ତି । ଏହି ପ୍ରରିପେକ୍ଷୀରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପରିବାରକୁ ମାଗଣାରେ ଜାତୀୟ ପତାକା ବଣ୍ଟନ କରାଯିବ । ଏଣୁ ସ୍ଥାନୀୟ ବିଧାୟିକା ତଥା […]

Continue Reading

ହିନ୍ଦୀ, ସଂସ୍କୃତ ଓ କ୍ରୀଡ଼ା ଶିକ୍ଷକ ପଢ଼ାଇବେ ସାହିତ୍ୟ, ଇତିହାସ ଓ ଭୂଗୋଳ ପାଠ: ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ DEOଙ୍କ ଚିଠି

ଭୁବନେଶ୍ୱର: ପ୍ରଧାନଶିକ୍ଷକଙ୍କ ବିନା ଅନୁମତିରେ ବିଦ୍ୟାଳୟ ପରିସରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରିବେ ନାହିଁ । ନିକଟରେ ରାଜ୍ୟର ଏକ ଜିଲ୍ଲାର ଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ଚିଠି ଜାରି କରାଯାଇଥିଲା । ତେବେ ଉକ୍ତ ଚିଠିକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହେବା ପରେ ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଏନେଇ ସ୍ପଷ୍ଟିକରଣ ଦେଇଥିଲେ । ତେବେ ଅନୁରୂପ ଭାବେ ଆଉ ଏକ ନିର୍ଦ୍ଦେଶନାମାକୁ ନେଇ ଆଲୋଚନା ଚାଲିଛି । ଉକ୍ତ ଜିଲ୍ଲାର ହିନ୍ଦୀ, […]

Continue Reading

ବିଦେଶରେ ବି ପାଳନ ହେଉଛି ‘ହର ଘର ତିରଙ୍ଗା’, Flash Dance ରେ ଝୁମିଲେ ଦୁବାଇବାସୀ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନୂଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭାରତରେ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନରେ ଦେଶର କୋଣ ଅନୁକୋଣରେ ତିରଙ୍ଗା ରାଲି ତଥା ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଖାଲି ଭାରତ ନୁହେଁ ବିଦେଶରେ ମଧ୍ୟ ଭାରତ ସ୍ୱାଧୀନତା ଦିବସର ଉତ୍ସାହ ଦେଖିବାକୁ ମିଳିଛି । ଏଭଳି ଏକ ନଜରା ଦେଖିବାକୁ ମିଳିଛି ଦୁବାଇର […]

Continue Reading

କଡାକଡି ହେଲା ହେଲମେଟ ନିୟମ:ବିନା ହେଲମେଟରେ ହେବ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ଏଣିକି ପୁଣି କଡାକଡି ହେଲା ନିୟମ । ହେଲମେଟ ପିନ୍ଧା ଉପରେ ପୁଣିଲାଗିଲା କଟକଣା । ହେଲମେଟ ନପିନ୍ଧିଲେ ଗଣିବାକୁ ହେବ ମୋଟା ରକମର ଅଙ୍କ । ରାଜ୍ୟ ରେ ପୁଣି ଥରେ ହେଲମେଟ ପିନ୍ଧିବାକୁ ନେଇ ଦିଆ ଯାଇଛି ସତର୍କ ସୂଚନା । ବିନା ହେଲମେଟରେ ଗାଡି ରାସ୍ତାକୁ କାଢ଼ିବା ମନା । ଆଉ ଯଦି ଏଭଳି ନିୟମ ଆପଣ ନ ମାନନ୍ତି ତେବେ ଆପଣଙ୍କୁ ହଜାର ଟଙ୍କା ଗଣିବାକୁ ହେବ । କେବଳ […]

Continue Reading

ଘନୀଭୂତ ହେଉଛି ଲଘୁଚାପ, ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହେବାରେ ଲାଗିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ଫଳରେ ଏହାରପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଏନେଇ ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଦିଆଯାଇଛି । ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଏବଂ ଢ଼େଙ୍କାନାଳ ପାଇଁ ଏହି ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୨୦୦ ମି.ମି.ରୁ ଅଧିକ […]

Continue Reading

ପ୍ରତି ମାସରେ ବଦଳିବ ବିଦ୍ୟୁତ୍ ଦର, ଆସନ୍ତା ବର୍ଷ ଠାରୁ କାର୍ଯ୍ୟକାରୀ ହୋଇପାରେ ନୂତନ ବ୍ୟବସ୍ଥା

ନୂଆଦିଲ୍ଲୀ: ଏବେ ପେଟ୍ରୋଲ-ଡିଜେଲ ଭଳି ବିଦ୍ୟୁତ୍ ଦର ମଧ୍ୟ ରିତିମତ ବଦଳିବ। କେବଳ ପାର୍ଥକ୍ୟ ହେଉଛି ଡିଜେଲ-ପେଟ୍ରୋଲ ଦର ପ୍ରତିଦିନ ବଦଳୁଥିବାବେଳେ ବିଦ୍ୟୁତ ଦର ପ୍ରତି ମାସରେ ବଦଳିବ। ବାସ୍ତବରେ ବିଦ୍ୟୁତ୍ ଉତ୍ପାଦନରେ ବ୍ୟବହୃତ କୋଇଲା, ତୈଳ ଏବଂ ଗ୍ୟାସ୍ ଇତ୍ୟାଦି ଇନ୍ଧନର ମୂଲ୍ୟ ଆଧାରରେ ବିଦ୍ୟୁତ୍ ହାର ସ୍ଥିର କରାଯିବ। ଏହାର ଭରଣା ଗ୍ରାହକଙ୍କଠାରୁ କରାଯିବ।ଏହି ନୂତନ ବ୍ୟବସ୍ଥା ଆସନ୍ତା ବର୍ଷ ଆରମ୍ଭରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ଅଛି। କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପ୍ରଥମ ଥର […]

Continue Reading

ଖୁବ୍ ଶୀଘ୍ର ଖୋଲିବ ରତ୍ନଭଣ୍ଡାର! ପରିଚାଳନା କମିଟି ନେବ ନିଷ୍ପତ୍ତି

ପୁରୀ:  ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ବିଭିନ୍ନ ମହଲରୁ ଦାବି ଜୋର୍ ଧରିଛି । ଖୋଦ୍ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ଅଧିକାଂଶ ସେବାୟତ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ତେବେ ବର୍ତ୍ତମାନସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବ ବୋଲି ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍ଆଇ ପକ୍ଷରୁ […]

Continue Reading

ଭାରତୀୟ ଷ୍ଟକ୍ ମାର୍କେଟର ‘ବିଗ୍ ବୁଲ୍’ ରାକେଶ ଝୁଞ୍ଜୁନୱାଲାଙ୍କ ୬୨ ବର୍ଷ ବୟସରେ ଦେହାନ୍ତ

ମୁମ୍ବାଇ: ଭେଟେରାନ ନିବେଶକ ରାକେଶ ଝୁଞ୍ଜୁନୱାଲାଙ୍କର ୬୨ ବର୍ଷ ବୟସରେ ରବିବାର ସକାଳେ ଦେହାନ୍ତ ହୋଇଛି। ସେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୨-୩ ସପ୍ତାହ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା, ଭେଟେରାନ ବ୍ୟବସାୟୀ ଝୁଞ୍ଜୁନୱାଲାଙ୍କ ମୃତ୍ୟୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲ ଦ୍ୱାରା ନିଶ୍ଚିତ ହୋଇଛି, ତାଙ୍କୁ ଆଜି ସକାଳ ୬.୪୫ ରେ ଡାକ୍ତରଖାନାକୁ ଅଣାଯାଇଥିଲା। ରାକେଶ ଝୁଞ୍ଜୁନୱାଲାଙ୍କୁ ଭାରତର ୱାରେନ୍ ବଫେଟ୍ କୁହାଯାଏ। ସେୟାର ମାର୍କେଟ୍ ରେ ଟଙ୍କା […]

Continue Reading