ଓଡିଆ ଝିଅଙ୍କ କମାଲ: ମିସେସ୍ ୟୁନିଭର୍ସ କାନାଡା ଟାଇଟଲ ଜିତି ଆଣିଲେ ଗୌରବ
ଜୟପୁର: କାନାଡାରେ ଯାଇ ଓଡିଶା ପ୍ରଦେଶର ଟେକ ରଖଛନ୍ତି ମିତାଲି । ମିସେସ୍ ୟୁନିଭର୍ସ କାନାଡା-୨୦୨୧ ଟାଇଟଲ ଜିତି ରାଜ୍ୟ ପାଇଁ ପାଲଟିଛନ୍ତି ଗୌରବର ବିଷୟ । ନିଜର ସୌନ୍ଦର୍ୟ୍ୟ ପାଇଁ ସେ କାନାଡାରେ ଓଡିଶା ତଥା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର ଏହି ସଫଳତା ପରେ ବିଭିନ୍ନ ସ୍ଥାନରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି । କୋରାପୁଟ ଜିଲ୍ଲା ଜୟପୁର ସହରର ଝିଅ ମିତାଲି ପଣ୍ଡା । କାନାଡାରେ ଚାଲିଥିବା […]
Continue Reading
