ପିଇବାପାଣି ସମସ୍ୟା ନେଇ ରାଜରାସ୍ତାରେ ଗାଁର ଲୋକେ
ଢେଙ୍କାନାଳ : ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଛି ଜନଜୀବନ । ତା ସହିତ ବିଭିନ୍ନ ସ୍ଥାନରେ ପିଇବାପାଣିର ସମସ୍ୟାକୁ ଯେମିତି ଆହୁରି ବଢାଇ ଦେଇଛି । କିଛି ସ୍ଥାନରେ ଅତିଷ୍ଠ ଲୋକେ ପ୍ରତିବାଦ କରୁଛନ୍ତି । ହେଲେ ପାଣି ସମସ୍ୟା ଦୂର ହୋଇପାରୁନି । ସେହିଭଳି ଢେଙ୍କାନାଳ କାମାକ୍ଷାନଗରରେ ପିଇବା ପାଣି ସମସ୍ୟା ନେଇ ଗାଁର ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଶହଶହ ଲୋକ ପିଇବାପାଣି ମୁନ୍ଦାଏ ସୁବିଧା କରବିାକୁ ଦାବି କରି ରାଜରାସ୍ତା ଅବରୋଧ କରି […]
Continue Reading
