ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ରୋହିତ-କୋହଲିଙ୍କୁ ବିଶ୍ରାମ, କେ.ଏଲ୍ ରାହୁଲ ଟିମ୍ ଇଣ୍ଡିଆର ଅଧିନାୟକ, ଉମ୍ରାନ ମଲିକଙ୍କୁ ମିଳିଲା ସ୍ଥାନ
ମୁମ୍ବାଇ: ଦକ୍ଷିଣ ଆଫ୍ରୀକା ବିପକ୍ଷ ଟି-୨୦ ପାଇଁ ଘୋଷଣା ହୋଇଛି ଭାରତୀୟ ଟିମ୍ । କେଏଲ ରାହୁଲଙ୍କ ନେତୃତ୍ୱରେ ୧୮ ଜଣିଆ ଟିମ୍ ଘୋଷଣା ହୋଇଛି । ପ୍ରଥମ ଥର ପାଇଁ ଜାମ୍ମୁ ପେସ ସେନସେସନ ଉମ୍ରାନ ମଲ୍ଲିକଙ୍କୁ ଭାରତୀୟ ଟିମ୍ ରେ ସ୍ଥାନ ମିଳିଛି। ସେହିପରି ଡେଥ୍ ଓଭର ସ୍ପେସିଆଲିଷ୍ଟ ଅର୍ଶଦୀପ ସଂଙ୍କୁ ଡାକରା ମିଳିଛି। ଏହି ଦୁଇ ଖେଳାଳୀଙ୍କୁ ଆଇପିଏଲ ୨୦୨୨ ପ୍ରଦର୍ଶନକୁ ଆଧାର କରି ଟିମ୍ ରେ ସ୍ଥାନ ମିଳିଛି। ଦକ୍ଷିଣ ଆଫ୍ରିକା […]
Continue Reading
