ପ୍ରଚଣ୍ଡ ତାତି ସହ କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର:  ରାଜ୍ୟ ତମାମ ପ୍ରଚଣ୍ଡ ତାତି ଜାରି ରହିଛି । ଆଗକୁ ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କନ୍ଧମାଳ ସମେତ ଦକ୍ଷିଣ ଉପକୂଳ ଓଡିଶାର କିଛି ସ୍ଥାନରେ ୨୦ ତାରିଖ ଯାଏ ଘଡଘଡି ସହ ବର୍ଷା ହୋଇପାରେ ବୋଲି […]

Continue Reading

ଠାକୁରମୁଣ୍ଡାର ଠକ ଡାକ୍ତର କାରନାମା: ମଣିଷକୁ ଦେଲେ ପଶୁ ଇଞ୍ଜେକସନ

ମୟୁରଭଞ୍ଜ: ମଣିଷ ଦେହରେ ପଶୁଙ୍କ ଇଞ୍ଜେକ୍ସନ ଦେଲା ନକଲି ଡାକ୍ତର  । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।  ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି  । ସମ୍ପୃକ୍ତ ଠକ ଚିକିତ୍ସକଙ୍କୁ ଥାନାରେ ଅଟକ ପରେ ଅଣ୍ଡରଟେକିଙ୍ଗ ରଖି ଛାଡି ଦିଆଯାଛି  । ତେବେସମ୍ପୃକ୍ତ ଠକ ଚିକିତ୍ସକ ଡାକ୍ତରୀ […]

Continue Reading

ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତରେ ଲଙ୍କାପୋଡି ନୀତି

ପୁରୀ : ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ୍ରାରେ ଲଙ୍କାପୋଡି ନୀତି ଅନୁଷ୍ଠିତ ହୋଇଯାଇଛି । ଚୈତ୍ର ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ପ୍ରସ୍ତାବ କରାଯାଇଥିଲା । ମହାପ୍ରଭୁଙ୍କ ଆଜ୍ଞାମାଳା ପ୍ରାପ୍ତ ହେବା ପରେ ରାବଣ ଓ ହନୁମାନ ବେଶଧାରୀ ଚରିତ୍ର ବୀରବାଦ୍ୟର ତାଳେ ତାଳେ ନୃତ୍ୟ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚିଥିଲା । ଅନ୍ୟପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ବିମାନରେ ଯାଇ ସେଠାରେ ପହଂଚିବା ପରେ ଲଙ୍କାପୋଡି […]

Continue Reading

ପ୍ରବାଦପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ମନେ ପଡ଼ନ୍ତି ବିଜୁ ବାବୁ । ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକୀରେ ରାଜ୍ୟର କୋଣ ଅନୁକୋଣରେ ହେଉଛି ତାଙ୍କ ସ୍ମୃତିଚାରଣ । ଏହି ଅବସରରେ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ଜାତିର […]

Continue Reading

ଲିିଙ୍ଗିପୁର ଏସବିଆଇ ଏଟିଏମ୍ ଲୁଟ ଘଟଣାରେ ବଙ୍ଗଳାଦେଶ ଲିଙ୍କ୍, ୨ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଲିଙ୍ଗିପୁର ଏଟିଏମ୍ ଲୁଟ ଘଟଣାରେ ପର୍ଦ୍ଦାଫାସ ।ଏହି ଲୁଟ ଘଟଣାରେ ବଙ୍ଗଳାଦେଶ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଦୁଇ ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୋଲିସ ସ୍ପେଶାଲ ସ୍କାର୍ଡ ।ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ବାଲାଂଦେଶର ଖୋକନ ମୁଲ୍ଲା ଏବଂ ମିରାଜୁନ ମେହବାନ ମୁଲ୍ଲା ।ଓଡିଶା ସମେତ ରାଜସ୍ଥାନ , ତେଲେଙ୍ଗାନା, ଆଦି ରାଜ୍ୟରେ ଏହି ଲୁଟାରେ ମାନେ ବଡ ବଡ ଲୁଟରେ ସାମିଲ ଅଛନ୍ତି । ଏମାନଙ୍କ […]

Continue Reading

ପଣ୍ୟବାହୀ ଜାହାଜରେ ଥିଲା ୭୫୦ ଟନ୍ ଡିଜେଲ୍‌, ମଝି ସମୁଦ୍ରରେ ବୁଡିଗଲା

ଭୁବନେଶ୍ୱର: ପରିବେଶ ବିପର୍ଯ୍ୟର ଜ୍ୱଳନ୍ତ ଉଦାହରଣ । ଏକ ପଣ୍ୟବାହୀ ଜାହାଜରେ ରପ୍ତାନୀ ହେଉଥିଲା ୭୫୦ ଟନ୍ ଡିଜେଲ୍ । ହେଲେ ଆଜି ମଝି ସମୁଦ୍ରରେ ଜାହାଜଟି ବୁଡିଯିବା ପରେ ପରିବେଶବିତ୍ ଚିନ୍ତାରେ ପଡିଛନ୍ତି । ଜେଲୋ ନାମକ ଏକ ଜାହାଜ ଡିଜେଲ୍ ଧରି ଇଜିପ୍ଟରୁ ମାଲଟା ଅଭିମୁଖେ ବାହାରିଥିଲା । ଆଜି ଟ୍ୟୁନିସିଆ ତଟ ନିକଟବର୍ତ୍ତୀ ଇଲାକାରେ ଜାହଜଟି ବୁଡିଯାଇଥିବା ସୂଚନା ରହିଛି । ଜାହାଜରୁ ବର୍ତ୍ତମାନ ସୁଦ୍ଧା ତେଲ ଲିକ୍ ହୋଇନଥିବା ଜଣାପଡିଛି । […]

Continue Reading

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘’କେଜିଏଫ୍‌ ୨”, ଦୁଇ ଦିନରେ ୧୦୦ କୋଟି କଲେକ୍ସନ

ମୁମ୍ବାଇ : ବକ୍ସ ଅଫିସରେ ଏବେ ଧମାଲ କରୁଛି ‘କେଜିଏଫ୍ -୨’ ଫିଲ୍ମ । ରିଲିଜି ହେବା ଦିନଠାରୁ ବଲିଉଡ ଓ ସାଉଥର ବଡ ବଡ ମୁଭିକୁ ପଛରେ ପକାଇ ସାରଲାଣି ‘କେଜିଏଫ୍ ୨’ । ୟଶରାଜଙ୍କ ଫିଲ୍ମ ‘କେଜିଏଫ୨’ ପ୍ରଥମ ଦିନରେ ୫୪ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳ ଦ୍ୱିତୀୟ ଦିନରେ ବି କମାଲ କରୁଛି ‘କେଜିଏଫ୍ ୨’  । ଏବେ ୧୦୦ କୋଟି ଟଙ୍କା କ୍ଲବରେ ସାମିଲ ହୋଇଛି ‘କେଜିଏଫ୍ -୨’ । […]

Continue Reading

ଜାଲ୍ ସାର୍ଟିଫିକେଟ୍ ବିବାଦ : ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର : ମନ୍ତ୍ରୀ ଅରୁଣ ସାହୁଙ୍କ ଘର ଉପରକୁ ଟମାଟୋ ମାଡ଼, ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁବନେଶ୍ୱର ବାସଭବନ ଉପରକୁ ଟମାଟୋ ମାଡ଼ । ମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ। ମନ୍ତ୍ରୀଙ୍କ ବିରୋଧରେ ନାରାବାଜି ସହ ଇସ୍ତଫା ଦାବି କରିଛନ୍ତି ବିକ୍ଷୋଭକାରୀ। ବାସଭବନ ଘେରାଉ କରିଛନ୍ତି ଛାତ୍ରକଂଗ୍ରେସ । ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କଟକଣା ଓ ନକଲି ସାର୍ଟିଫିକେଟରେ ନାମଲେଖା ପ୍ରସଙ୍ଗରେ […]

Continue Reading

ଜୁନ୍‌ ୬ରୁ ୧୬ ଯାଏ ସ୍କୁଲରେ ଖରା ଛୁଟି, ଏଥର ମାତ୍ର ୧୦ ଦିନ

ଭୁବନେଶ୍ୱର: ଏଥର ସ୍କୁଲ ପିଲାଙ୍କୁ ମିଳିବ ମାତ୍ର ୧୦ ଦିନର ଖରା ଛୁଟି । ଜୁନ୍ ୬ ତାରିଖରୁ ଜୁନ୍ ୧୬ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମକାଳୀନ ଛୁଟି ପ୍ରଦାନ କରାଯିବ ।  ମହାମାରୀ ଯୋଗୁ ଦୁଇ ବର୍ଷ ପାଠପଢାରେ ହୋଇଥିବା ବ୍ୟାଘାତକୁ ଦୂର କରିବା ପାଇଁ ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଲର୍ଣ୍ଣିଂଙ୍ଗ୍ ରିକଭରୀ ପ୍ଲାନ ଅବା ଶିକ୍ଷା ଉପଯୋଗୀ ପନ୍ଥା ଗ୍ରହଣ କରାଯାଇଛି । ଯାହାକୁ ସକାଳୁଆ କ୍ଲାସରେ […]

Continue Reading

କୁତ୍ରିମ ଉପାୟରେ ସୁରକ୍ଷା ଦିଆଯାଇଥିବା ଅଣ୍ଡାରୁ ବାହାରିଲା ୧୬ଟି ବେଙ୍ଗଲ ମନିଟର ଗୋଧି ଛୁଆ

ଭୁବନେଶ୍ୱର : କୁତ୍ରିମ ଉପାୟରେ ଯତ୍ନ ପରେ ଫୁଟିଲା ଅଣ୍ଡା ବାହାରିଲା ଗୋଧିଛୁଆ । ୧୬ଟି ଅଜଣା ଅଣ୍ଡାରୁ ବାହାରିଲେ ବେଙ୍ଗଲ ମନିଟର ଗୋଧି ଛୁଆ । ଏହି ଅଣ୍ଡା ଗୁଡିକ ଫୁଟାଇବା ପାଇଁ ସ୍ନେକ ହେଲପ ଲାଇନ ୨୨୩ ଦିନ ଯାଏଁ ଯତ୍ନ ନେଇଥିଲେ ।  ଦୀର୍ଘ ସାତ ମାସ  ପରିଶ୍ରମ ପରେ ସେହି ଅଣ୍ଡାରୁ ୧୬ ଟି ବେଙ୍ଗଲ ମନିଟର ଗୋଧି ଛୁଆ ଫୁଟି ବାହାରିଛନ୍ତି । ଏହି ଅଣ୍ଡାଗୁଡିକ ଖୋର୍ଦ୍ଧା  ଜିଲ୍ଲା ବାଲିପାଟଣା […]

Continue Reading