ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ , ଉଦ୍ଧାର କାର୍ଯ୍ୟ ଜାରି

ପୁରୀ  : ପୁରୀ ସମୁଦ୍ରରେ ଅଘଟଣ । ଗାଧୋଇବା ବେଳେ ନିଖୋଜ ହୋଇଗଲେ ଯୁବକ । ନିଖୋଜ ହୋଇଯାଇଥିବା ଯୁବକ ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ସିଙ୍ଗଳା ଥାନା ଅଞ୍ଚଳର ବଂଶୀଧର ବେହେରା ।  ଏବଂ ଅନ୍ୟ ଦୁଇ ଜଣ ଉଦ୍ଧାର ହୋଇଛନ୍ତି । ଲାଇଫଗାର୍ଡ ଘଟଣା ସ୍ଥଳରେ ପହଁଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ପର୍ଯ୍ୟଟକ ଝାଡଖଣ୍ଡର ନିଶାନ୍ତ ଗୋୟଲ ଓ ହିଂମାଶୁ କୁମାର । ନଖୋଜ ପର୍ଯ୍ୟଟକ ଜଣକ ହେଉଛନ୍ତି […]

Continue Reading

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ସମୀକ୍ଷା

ପୁରୀ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ  ।ସୁଆଣ୍ଡୋରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭିକେ ପାଣ୍ଡିଆନ୍ । ଉତ୍କଳମଣି ଜନ୍ମସ୍ଥାନକୁ ଐତିହରେ ପରିଣତ ପରିଣତ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୨୫ କୋଟିରୁ ଉର୍ଧ କୋଟି ଟଙ୍କାର କାମ ଏବେ […]

Continue Reading

”ଦ କଶ୍ମୀର ଫାଇଲ୍ସ” ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା , ଖୁବ୍ ଶୀଘ୍ର ”ଦିଲ୍ଲୀ ଫାଇଲ୍ସ”

ଦିଲ୍ଲୀ : ‘ଦ କଶ୍ମୀର ଫାଇଲ୍ସ’ ସକସେସ୍ ପରେ ଏବେ ମୁଭି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏକ ବଡ ଘୋଷଣା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ତାଙ୍କ ଅପକମିଂ ଫିଲ୍ମରେ ପ୍ଲାନ ବିଷୟରେ କିଛି କଥା ସେୟାର କରିଛନ୍ତି । ଏବେ ”ଦିଲ୍ଲୀ ଫାଇଲ୍ସ” ପାଇଁ ବ୍ୟସ୍ତ ଅଛନ୍ତି ବିବେକ ଅଗ୍ନିହୋତ୍ରୀ । ହେଲେ ଏହି ଫିଲ୍ମର ଥିଓରି କଣ ରହିବ ତାକୁ ନେଇ ଏବେ ସସପେନ୍ସ ଜାରି ରହିଛି । ‘ଦ କଶ୍ମୀର ଫାଇଲ୍ସ’ ପାଇଁ […]

Continue Reading

ଇଲନ ମସ୍କଙ୍କ ଟ୍ୱିଟର କିଣିବା ପ୍ରସ୍ତାବ ଅଗ୍ରାହ୍ୟ; ମନା କଲେ ସାଉଦି ପ୍ରିନ୍ସ

ଭୁବନେଶ୍ୱର: ବିଶ୍ୱର ପ୍ରଥମ ଧନୀ ତଥା ଟେସଲା ମୁଖ୍ୟ ଇଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟ୍ୱିଟର’ କିଣିବା ପାଇଁ ପ୍ରସ୍ତାବ ଦେବା ପରେ ପରେ କମ୍ପାନୀର ଏକ ବଡ଼ ନିବେଶକ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସାଉଦି ଆରବ ପ୍ରିନ୍ସ ଅଲୱଲିଦ ବିନ୍ ତଲାଲ ଗୁରୁବାର ଟ୍ୱିଟ୍ କରି ଅଗ୍ରାହ୍ୟ ଜତାଇଛନ୍ତି । ଅଲୱଲିଦ କହିଛନ୍ତି ଯେ, ଇଲନ ମସ୍କ ଦେଇଥିବା ପ୍ରସ୍ତାବ ଠିକ୍ ଲାଗୁନି । ଇଲନଙ୍କ ପ୍ରସ୍ତାବିତ ମୂଲ୍ୟ ଟ୍ୱିଟର ପ୍ରକୃତ ମୂଲ୍ୟର […]

Continue Reading

ମୋବାଇଲ ଗେମ୍ ସାଜିଲା କାଳ, ସାଙ୍ଗକୁ ହତ୍ୟା କରି ଫିଙ୍ଗି ଦେଲେ ସାଙ୍ଗମାନେ

କୋରାପୁଟ : ମୋବାଇଲ ଗେମ୍ ନେଲା ଜୀବନ । ଛାତ୍ରଙ୍କୁ ହତ୍ୟା କରି ଜଳ ଭଣ୍ଡାରରେ ଫିଙ୍ଗିଦେଲେ ସାଙ୍ଗମାନେ । କୋରାପୁଟ ଟାଉନ ଥାନା ମସପୁଟି ଅଞ୍ଚଳରେ ଏପରି ଜଘଣ୍ୟ ଘଟଣା ଘଟିଛି ।ସୂଚନାଅନୁସାରେ ସାଙ୍ଗମେଳରେ ଫ୍ରି ଫାୟାର ମୋବାଇଲ ଗେମ୍ ଖେଳୁଥିବା ବେଳେ । କୋରାପୁଟ ଟାଉନ ଥାନା ଆଞ୍ଚଳର ମସିପୁଟ ଗାଁର ଏକ ନାବାଳକ ସହ ଅନ୍ୟମାନଙ୍କ ଝଗଡା ହୋଇଥିଲା । ତେବେ କଥା କଟାକଟି ବଢିଯାଇ ଗଣ୍ଡଗୋଳର ରୂପ ନେଇଥିଲା । ପରେ […]

Continue Reading

ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ

ଗଞ୍ଜାମ : ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଦିନ ୧୧ଟା ବାଜି ୧୯ ମିନିଟରେ ଗଞ୍ଜମରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ନୟାଗଡରେ ମଧ୍ୟ ଆଜି ସକାଳ ୧୧.୨୦ରେ ପ୍ରତି ସେକେଣ୍ଡରେ ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଥିଲେ । […]

Continue Reading

ଭୂମିକମ୍ପ ଝଟକାରେ ଥରିଲା ନୟାଗଡ , ଲୋକେ ଛାନିଆ

ନୟାଗଡ : ଭୂମିକମ୍ପ ଝଟକାରେ ଥରିଲା ନୟାଗଡ । ଛାନିଆ ହୋଇଗଲେ ଲୋକମାନେ । ନୟାଗଡ ଜିଲ୍ଲା ଦଶପଲ୍ଲା ଓ ସହରର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି । ଶୁକ୍ରବାର ସକାଳ ୧୧.୨୦ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ତେବେ ଭୂମିକମ୍ପର ତୀବ୍ରତା କେତେଥିଲା ତାହା ଜଣାପଡାନାହିଁ । କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ କୌଣସି ଆକଳନ କରାଯାଇନାହିଁ । ସୂଚନା ଅନୁସାରେ ପୂର୍ବରୁ ଅର୍ଥାତ୍ […]

Continue Reading

ଜିତନରାମ ମାଂଝୀ କହିଲେ ଶ୍ରୀରାମ ଭଗବାନ ନୁହନ୍ତି

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଂଝୀ ପୁଣି ଭଗବାନ ଶ୍ରୀରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ରାମ ଭଗବାନ ନୁହନ୍ତି । ତୁଳସୀଦାସଙ୍କ ଓ ବାଲ୍ମିକୀ ରାମାୟଣୀ ଏକ ପାତ୍ର ଅଟନ୍ତି ଜମୁଇରେ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭାଷଣ ଦେବା ଅବସରରେ ଏହା କହିଥିଲେ । ଏଥିରେ ଅନେକ ମନ୍ତବ୍ୟ ଦେଇଛନ୍ତି ଯାହା କି ବିବାଦୀୟ ପରିସ୍ଥିତି ସୃଷ୍ଟି କରିପାରେ । ରାମାୟଣରେ ଅନେକ ଭଲ […]

Continue Reading

ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲା

ସୋନପୁର : ତାତିରେ ଜଳୁଛି ସାରା ଓଡିଶା । ହେଲେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ସୋନପୁର । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଦିନବେଳେ ତାପମାତ୍ରା ୪୪ଡିଗ୍ରୀ ଉପରକୁ ଯାଇଥିବା ବେଳେ ରାତିରେ ତାପମାତ୍ରା ୩୨ଡିଗ୍ରୀ ତଳକୁ ଖସୁନାହିଁ । ପ୍ରବଳ ଗ୍ରୀଷ୍ମପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ମୁଣ୍ଡଫଟା ଖରା ସାଙ୍ଗ କୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ।ସାଧାରଣ ଲୋକ […]

Continue Reading

ଚିଲିକା ଗସ୍ତରେ ମନ୍ତ୍ରୀ, ବିଧାୟକ ଓ ବାଚସ୍ପତି, ମା’କାଳୀଜାଇଙ୍କୁ ଦର୍ଶନ ସହ ନୌସେନାର ସମରାଭ୍ୟାସରେ ଯୋଗଦେବେ

ଭୁବନେଶ୍ୱର : ଚିଲିକା ଗସ୍ତରେ  ସମସ୍ତ ମନ୍ତ୍ରୀ ବିଧାୟକ ଓ ବାଚସ୍ପତି । ଓଟିଡିସି ପକ୍ଷରୁ ୪ ଟି ସ୍ୱତନ୍ତ୍ର ବସରେ ବିଧାନସଭାରୁ ଚିଲିକା ଗସ୍ତ କରିଛନ୍ତି ସମସ୍ତେ । ମା କାଳୀଜାଇଙ୍କୁ ଦର୍ଶନ କରିବେ ମନ୍ତ୍ରୀ ଓ ବିଧାୟକମାନେ । ନାଭାଲ ବେସରୁ ସିଡିଏ ଏବଂ ଓଟିଡିସି ବୋଟ ସାହାର୍ଯ୍ୟ ରେ ମା କାଳୀ ଯାଇଙ୍କୁ ଦର୍ଶନ କରିବେ । ପରେ ଯାଇ ନୌସେନାର ସମରାଭ୍ୟାସରେ ଯୋଗଦେବେ । ନୌସନେ ତାଲିମ କେନ୍ଦ୍ରେର ମନ୍ତ୍ରୀ ବିଧାୟକମାନେ […]

Continue Reading