ଚଳିତ ବର୍ଷ ଦେଶରେ କେମିତ ରହିବ ମୌସୁମୀ ?
ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚଳିତ ବର୍ଷର ପ୍ରଥମ ଲଙ୍ଗ୍ ରେଞ୍ଜ୍ ଫୋରକାଷ୍ଟ (ଏଲ୍ଆରଏଫ) ଜାରି କରିଛି । ଯେଉଁଥିରେ କୁହାଯାଇଛି ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ। ଯଦି ଆକଳନ ସତ ହୁଏ ତାହେଲେ ଲଗାତର ଚତୁର୍ଥ ବର୍ଷ ସ୍ୱାଭାବିକ ବର୍ଷା ରହିବ। ମୌସୁମୀ ସ୍ୱାଭାବିକ ରହିବାର ଅର୍ଥ ଦେଶରେ ଚାଷୀ ଭଲ ହେବ। ଚାଷୀ କୂଳ ହସିବ । ଯାହାର ପ୍ରଭାବ ଅର୍ଥନୀତି ପାଖରୁ ଆରମ୍ଭ କରି ବିଭିନ୍ନ […]
Continue Reading
