ମହାନଦୀରେ ୩ ଜଣ ବୁଡ଼ିଯିବା ଘଟଣା, ଆଉ ଏକ ମୃତଦେହ ଉଦ୍ଧାର
କଟକ: ଜଗତପୁର ଥାନା ଯୋବ୍ରା ବ୍ୟାରେଜ୍ ନିକଟରେ ମହାନଦୀରେ ଗାଧୋଇବା ବେଳେ ନିଖୋଜ ୨ ନାବାଳକଙ୍କ ଭିତରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଛୋଟୁ ଓରଫ ଆୟୋର୍ ଖାନ୍(୧୮) । ଗତକାଲି ମାଲଗୋଦାମ ଥାନା ଚାରିଘରିଆସାହି ଚୂନଭାଟି ଅଞ୍ଚଳର ସେକ୍ ୟୁସୁଫ୍ଙ୍କ ପୁଅ ସେକ ସାହିଲ୍ (୧୭)ଙ୍କର ଏଥିରେ ମୃତ୍ୟୁ ଘଟିଥିଲା । ଆଜି ସକାଳୁ ନିଖୋଜ ୨ ନାବାଳକଙ୍କୁ ଠାବ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ […]
Continue Reading
