ପୁଟିନଙ୍କ ସହ କଥା ହେଲେ ମୋଦୀ: ଜେଲେନସ୍କୀଙ୍କ ସହ ସିଧା କଥା ହେବାକୁ ଦେଲେ ପରାମର୍ଶ
ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ସଙ୍କଟକୁ ନେଇ ଋଷ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନ ସଙ୍କଟକୁ ନେଇ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିତୀୟ ଥର କଥାବର୍ତ୍ତା ହୋଇଛି । ପ୍ରାୟ ୫୦ ମିନିଟ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଜେଲେନସ୍କୀଙ୍କ ସହ ସିଧାସଳଖ କଥା ହେବା ପାଇଁ ପରାମର୍ଶ ଦେଇଛନ୍ତି […]
Continue Reading
