ପୁରୀ ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ବାହାଘର

ପୁରୀ: ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଝିଅ ଦେବେଶୀ ବାହାଘର । ହରିଆନା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କ ସହ ଗଜପତି ମହାରାଜାଙ୍କ କନ୍ୟାଙ୍କ ବିବାହ ହେଉଥିବା ଜଣାପଡ଼ିଛି । ବର ପକ୍ଷ ମଙ୍ଗଳବାର ପୁରୀରେ ପହଞ୍ଚି କୋଭିଡ଼ ନିୟମ ମାନି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ବର ପକ୍ଷଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୂଚନା ଅନୁସାରେ, କୋଭିଡ ପାଇଁ ନିରାଡ଼ମ୍ବର […]

Continue Reading

ଅନୁଗୁଳ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା : ଉଦ୍ଧାର ହେଲେ ନିଖୋଜ ସରପଞ୍ଚ ପ୍ରାର୍ଥୀ

ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଅପହରଣ ମାମଲା। ଅଭିଯୋଗର ୧୨ ଘଣ୍ଟା ପରେ ପୋଲିସ ନିଖୋଜ ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀଙ୍କୁ ଠାବ କରିଛି । ଏହି ଘଟଣା ଘଟିବା ପରେ ଗତକାଲି ରାତିରେ ଥାନାରେ ମାମଲା ରୁଜୁ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ ଛାନ୍ ଭିନ୍ ଜାରି ରଖିଥିଲା । ଆଜି ପୋଲିସ ମନୋଜଙ୍କ ମୋବାଇର ଟ୍ରାକିଂ କରି ସେ ଦେବଗଡ ଜିଲ୍ଲାରେ ଥିବା ଜାଣିବାକୁ […]

Continue Reading

ମାଓ ପୋଷ୍ଟର ସ୍ଥାନରେ ପୁଣି ଲାଣ୍ଡମାଇନ୍ ବିସ୍ଫୋରଣ, ଯୁବକ ମୃତ

ଫୁଲବାଣୀ: ପୁଣି ମାତିଲେ ମାଓବାଦୀ । ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ପୁଣି ହେଲା ଲାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସାଡିଙ୍ଗିଆ କିଆମୁଣ୍ଡା ନିକଟରେ ଏହି ବିସ୍ଫୋରଣ ହୋଇଛି । ଏଥିରେ ପ୍ରାଣ ହରାଇଛନ୍ତି କିଆମୁଣ୍ଡା ଗାଁରେ ପ୍ରିୟରଞ୍ଜନ କହଁର । ଗତକାଲି ବିସ୍ଫୋରଣ ସ୍ଥାନରେ ମାଓବାଦୀ ପୋଷ୍ଟର ମାରିଥିଲେ । ଏଥିସହ ସେଠାରେ ଠିକା କାମରେ ନିୟୋଜିତ ଏକ ଜେସିବି ମେସିନକୁ ଜାଳି […]

Continue Reading

ଓସ୍କାର ୨୦୨୨ନୋମିନେଶନ: ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର

ନୂଆଦିଲ୍ଲୀ: ଓସ୍କାର ୨୦୨୨ ନୋମିନେଶନରେ ଡକ୍ୟୁମେଂଟ ବିଭାଗରେ ସ୍ଥାନ ପାଇଲା ଭାରତର ରାଇଟିଂ ୱିଥ ଫାୟାର । ରିଂଟୁ ଥୋମାସ ଓ ସୁସ୍ମିତ ଘୋଷ ଏହି ଡକ୍ୟୁମେଂଟ ଫିଲ୍ମ ପ୍ରସ୍ତୁତ କରିଥିଲେ । ନୋମିନେଶନରେ ସାମିଲ ହେବା ଶୁଣିବା ପରେ ରିଂଟୁ ଓ ଥୋମାସ ଖୁସିରେ ନାଚିଥିଲେ । ରିଂଟୁ ଟୁଇଟରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଓସ୍କାର ପୁରସ୍କାର ପାଇଁ ରାଇଟିଂ ୱିଥ ଫାୟାରକୁ ଆସେନଶନ, ଆଟିକା, ଫ୍ଲି ଓ ସମର ଅଫ ସୌଲ […]

Continue Reading

୧୨ରୁ ଲିଙ୍ଗରାଜ ମନ୍ଦିର ସହ ଖୋଲିବ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର : ଏଣିକି ସମସ୍ତ ମନ୍ଦିର ଖୋଲିବ । ଶ୍ରଦ୍ଧାଳୁମାନେ ଭଗବାନଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରିବେ । ରାଜ୍ୟରେ କରୋନା ମହାମାରୀର ତୃତୟୀ ଲହର ହ୍ରାସ ପାଇବା ପରେ ଭୁବନେଶ୍ୱରେ ଆସନ୍ତା ୧୨ ତାରିଖରୁ ପ୍ରଭୁ ଲିଙ୍ଗରାଜଙ୍କ ସମେତ ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଗୁଡିକ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛିା କରୋନା କଟକଣା ଜାରି କରାଯାଇଛି ।ଏହି କଟକଣା ଅନୁସାରେ ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ […]

Continue Reading

ଡିଜିଟାଲ୍ ଇଣ୍ଡିଆର ଜ୍ୱଳନ୍ତ ଉଦାହରଣ “ଡିଜିଟାଲ୍ ଭିକାରୀ”

ଭୁବନେଶ୍ୱର: ରାସ୍ତାଘାଟରେ, ବସଷ୍ଟାଣ୍ଡରେ ଅବା ମନ୍ଦିର କିମ୍ବା ରେଳବାଇ ଷ୍ଟେସନରେ ଆମେ ଅଧିକାଂଶ ସମୟ ଭିକାରୀ ମାନଙ୍କୁ ଦେଖିବାକୁ ପାଇଥାଉ । ସାଧାରଣତଃ ସେମାନେ ୨ ଟଙ୍କାଠାରୁ ଆରମ୍ଭ କରି ୫ଟଙ୍କା କିମ୍ବା ୧୦ ଟଙ୍କା ନଗଦ ଆକାରରେ ମାଗିଥାନ୍ତି । ହେଲେ ବିହାରରେ ଏମିତି ଜଣେ ଭିକାରୀ ଅଛନ୍ତି ଯିଏ କି ନଗଦ ନୁହେଁ ବରଂ ଡିଜିଟାଲ୍ ପ୍ଲାଟଫର୍ମରେ ଭିକ ମାଗିବାକୁ ପସନ୍ଦ କରନ୍ତି । ବିହାର ବେଟିଆହ ରେଳବାଇ ଷ୍ଟେସନରେ ରାଜୁ ପଟେଲ୍ ନାମକ […]

Continue Reading

ନୟାଗଡ ମେଡିକାଲରେ ଶିଶୁ ବିକ୍ରି ମାମଲା , ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ନୟାଗଡ : ନୟାଗଡ ମେଡିକାଲେର ନବଜାତ ଶିଶୁ ବିକ୍ରି ମାମଲା । ଶିଶୁକୁ ବିକ୍ରି କରିଥିଲେ ନର୍ସ ଓ ଆଶାଦିଦି । ଏହି ଘଟଣାରେ ସଂପୃକ୍ତ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶା କର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ନର୍ସ କମଳା ଦେଇ , ଆଟେଣ୍ଡାଣ୍ଟ ପୁଷ୍ପାଞ୍ଜଳି ପଣ୍ଡା ଓ ରୋତର ଗାଁର ଆଶାଦିଦି ଭାନୁମତି ନାୟକ । ସୂଚନା ଅନୁସାରେ ଗତ ୨୮ […]

Continue Reading

ଆସନ୍ତୁ ଜାଣିବା କାହିଁକି ଆଫଗାନ କ୍ରିକେଟର ସ୍ୱଦେଶ ପ୍ରତ୍ୟାବର୍ତନ କରିବାକୁ ଚାହୁଁ ନାହାନ୍ତି

କାବୁଲ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ସରି ଯାଇଥିଲେ ମଧ୍ୟ ଆଫଗାନ ଟିମ ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି । ସେମାନେ ଲଣ୍ଡନରେ ଶରଣ ମାଗିଛନ୍ତି । ତାଲିବାନ ଭୟରେ ସେମାନେ ଭୟଭୀତ ହୋଇ ପଡିଛନ୍ତି । ବିଶ୍ୱକପରେ ଏଥର ଆଫଗାନିସ୍ତାନ ଟିମ ଭଲ ପ୍ରଦର୍ଶନ କରିଥିଲା । ଇଂଲଣ୍ଡଠାରୁ ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ଦଳ ପରାଜିତ ହୋଇ ଟୁର୍ଣ୍ଣାମେଂଟରୁ ବିଦାୟ ନେଇଥିଲା । ମୁଖ୍ୟ କୋଚ ଓ ପୂର୍ବ ଖେଳାଳି ରଇସ […]

Continue Reading

୫ ମିନିଟ ମଧ୍ୟରେ ବିକ୍ରି ହୋଇଗଲା ଭାରତ-ପାକ ବିଶ୍ୱକପ ଟି୨୦ ମ୍ୟାଚର ଟିକେଟ

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଆଉ ୮ ମାସ ସମୟ ରହିଛି । ମେଲବୋର୍ଣ୍ଣରେ ହେବାକୁ ଥିବା ଭାରତ-ପାକିସ୍ତାନ ମୁକାବିଲା ପାଇଁ ମଙ୍ଗଳବାର ମାତ୍ର ୫ ମିନିଟ ମଧ୍ୟରେ ସମସ୍ତ ଟିକେଟ ବିକ୍ରି ହୋଇ ଯାଇଥିଲା । ଭାରତ ଏବଂ ପାକିସ୍ତାନ ଉଭୟ ଟିମ ଗ୍ରୁପ ୨ରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ଅଷ୍ଟ୍ରେଲିଆର ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ମୁକାବିଲାର ଟିକେଟ ମଧ୍ୟ ଦ୍ରୁତ ବେଗରେ ବିକ୍ରି ହୋଇଛି । ଗତ ବିଶ୍ୱକପରେ […]

Continue Reading

ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଝୁଣ୍ଡ’ର ଟିଜର ରିଲିଜ୍, ଦମଦାର ଲୁକରେ ନଜର ଆସିଲେ ବିଗ୍ ବି

ମୁମ୍ବାଇ : ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘ଝୁଣ୍ଡ’ ର ଟିଜର ରିଲିଜ ହୋଇଯାଇଛି । ‘ଝୁଣ୍ଡ’ର ୧ ମିନିଟ୍ ୩୬ ସେକେଣ୍ଡର ଟିଜର ଭିଡିଓକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି । ଟି ସିରିଜ ଏହି ଟିଜରକୁ ସେୟାର କରିଛି । ଏହି ଭିଡିଓରେ ପିଲାମାନଙ୍କ ସହ ଅମିତାଭ୍ ବଚ୍ଚନ ନଜର ଆସିଛନ୍ତି । ବିଗ୍ ବି ଙ୍କ ଦମଦାର ଲୁକ୍ ବି ଏହି ଟିଜର ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟପଟେ […]

Continue Reading