ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ: ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ

ଢେଙ୍କାନାଳ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ବାପାକୁ ହତ୍ୟା କରିଛି ନିଜ ଜନ୍ମ କଲା ପୁଅ। ସମ୍ପତ୍ତି ଯୋଗୁ ପାଟି ତୁଣ୍ଡ ହୋଇଥିବା ବଙ୍କଳ ଉତ୍ତ୍ୟକ୍ତ ହୋଇ ନିଜ ବାପାକୁ ନିର୍ମର୍ମ ଭାବେ ହତ୍ୟା କରିଛି ପୁଅ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ୍ ନିକଟ କୋରିଆଁ  କାଳୀସାହିରେ । କୋରିଆଁ କାଳୀସାହିରେ ସମ୍ପତ୍ତି ପାଇଁ ବୃଦ୍ଧ ବାପା ତ୍ରିଲୋଚନ ପ୍ରଧାନଙ୍କୁ ହତ୍ୟା କରିଛି ପୁଅ । ଏହାପରେ ବାପାଙ୍କୁ ପୋଡ଼ି ଦେବାକୁ ଉଦ୍ୟମ […]

Continue Reading

ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: ୪୯ ଦୋଷୀ ସାବ୍ୟସ୍ତ

ଅହମ୍ମଦାବାଦ: ଗୁଜରାଟର ସ୍ପେଶାଲ କୋର୍ଟ ବହୁ ଚର୍ଚ୍ଚିତ ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣର ଶୁଣାଣୀ କରିଛନ୍ତି । ୪୯ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୨୮ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି । ୨୦୦୮ ଜୁଲାଇ ୨୬ରେ ଅହମ୍ମଦାବାଦର ୨୦ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଏଥିରେ ୫୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪୬ ଆହତ ହୋଇଥିଲେ । ୯୦୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରାଯାଇଥିଲା । ବୋମା ତିଆରିଠାରୁ ଆରମ୍ଭ କରି ବିସ୍ଫୋରଣ ପର୍ଯ୍ୟନ୍ତ ସମସ୍ତ […]

Continue Reading

ଭାରତର “ନେଷ୍ଟ ମ୍ୟାନ୍‌” ରାକେଶ ଖତ୍ରୀ

ନୂଆଦିଲ୍ଲୀ: ପରିଣତ ବୟସରେ ଜଣେ ବ୍ୟକ୍ତି ଭାରତର ରାଜଧାନୀ ଦିଲ୍ଲୀରେ ସମସ୍ତ ପକ୍ଷୀଙ୍କୁ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀର ଅଶୋକ ବିହାରରେ ରହୁଥିବା ରାକେଶ ଖତ୍ରୀ ନାମକ ଜଣେ ବ୍ୟକ୍ତି ଭାରତର ଏକମାତ୍ର ନେଷ୍ଟ ମ୍ୟାନ୍ ଭାବେ ଜଣାଶୁଣା । ରାକେଶ ଓରଫ ନେଷ୍ଟ ମ୍ୟାନ୍ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଚଢେଇ ବସା ତିଆରି କରିଥିବା ସୂଚନା ରହିଛି । ଚଢେଇଙ୍କ ବସା ନିର୍ମାଣ କରିବା ନେଇ ରାକେଶ ଅନେକ ସମ୍ମାନର ଅଧିକାରୀ […]

Continue Reading

ବର୍ଷା-ଅନୁଭବ ବିବାଦ: ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସଂପର୍କରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ । ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ଥମିବାର ନାଁ ଧରୁନାହିଁ । ବର୍ଷାଙ୍କ ସ୍ପାଉସ୍ କାର୍ଡ ପ୍ରତ୍ୟାହାର ସମ୍ପର୍କରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ୩ ଜଣଙ୍କୁ ଜବାବ ରଖିବାକୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ଏହି ତିନି ଜଣ ହେଲେ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଏବଂ ସାଂସଦ ଅନୁଭବ । ମାର୍ଚ୍ଚ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ […]

Continue Reading

ଜେଏନ୍‌ୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଜେଏନୟୁର ପ୍ରଥମ ମହିଳା କୁଳପତି ହେଲେ ପ୍ରଫେସର ଶାନ୍ତିଶ୍ରୀ ଧୂଳିପୁଡି ପଣ୍ଡିତ । ସାବିତ୍ରୀ ବାଇ ଫୁଲେ ପୁନେ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶାନ୍ତୀଶ୍ରୀ ଧୂଳିପୁଡି  ପଣ୍ଡିତଙ୍କୁ ୫ ବର୍ଷ ପାଇଁ ଭିସି ଭାବେ ନିଯୁକ୍ତି କରାଯାଇଛି । ପୂର୍ବତନ ଭାଇସ ଚାନସେଲର ପ୍ରଫେସର ଏମ ଜଗଦେଶ କୁମାରଙ୍କ ସ୍ଥାନରେ ଶାନ୍ତିଶ୍ରୀ ଜେଏନୟୁ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡିଛି । ଅନ୍ୟପଟେ ଜେଏନୟୁର କୂଳପତି ଦାୟିତ୍ୱରୁ ଛାଡିଥିବା […]

Continue Reading

ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ଘୋଷଣା କଲେ ସରକାର

ମଧ୍ୟପ୍ରଦେଶ :  ମଧ୍ୟପ୍ରଦେଶ ଇନ୍ଦୋରରେ ସ୍ଥାପିତ ହେବ ଲତା ମଙ୍ଗେଶକରଙ୍କ ପ୍ରତିମୂର୍ତ୍ତି ଓ ସଂଗ୍ରାହଳୟ ।ଏନେଇ ମଧ୍ୟପ୍ରଦେଶ ସରକାର ଘୋଷଣା କରିଛନ୍ତି । ଲତା ମଙ୍ଗେଶକରଙ୍କ ଜନ୍ମ ସ୍ଥାନ ନାଁରେ ଇନ୍ଦୋରରେ ସଙ୍ଗୀତ ଏକାଡେମୀ ଖୋଲାଯିବା ସହ ସଂଗ୍ରାହଳୟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ।ଏବଂ ଲତା ମଙ୍ଗେଶକରଙ୍କ ଜନ୍ମ ବାର୍ଷିକୀରେ ରାଜ୍ୟରେ ତାଙ୍କ ନାଁରେ ନାମିତ ପୁରଷ୍କାର ପ୍ରଦାନ କରାଯିବ । ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ମଧ୍ୟ […]

Continue Reading

ରୋଜ୍‌ ଡେ’ : ଫୁଲ ବଜାରରେ ଜମୁଛି ଭିଡ

ଭୁବନେଶ୍ୱର  : ଭାଲେଲଟାଇନ ସପ୍ତାହ ରୋଜ୍‌ ଡେ’ ରୁ ଆରମ୍ଭ ହୋଇଥାଏ । ଫେବ୍ରୃଆରୀ ୭ ତାରିଖକୁ ରୋଜ ଡେ’ ଭାବେ ପାଳନ କରାଯାଏ ।ନିଜ ନିଜ ପାର୍ଟନରଙ୍କୁ ଗୋଲାପ ଦେଇ ପ୍ରପୋଜ କରିଥାନ୍ତି ଯୁବବର୍ଗ । ଭପ ପାଇବାର ଆଦାନ ପ୍ରାଦନ ହୁଏ ଏ ଗୋଲାପ ମାଧ୍ୟମରେ । ସେପଟେ ଗୋଲାପର ଡିମାଣ୍ଡକୁ ଦୃଷ୍ଟିରେ ରଖି ଫୁଲ ବଜାରରେ ଗୋଲାପର ମଧ୍ୟ ଚଢା ଦର ରହିଛି । ବଜାରରେ ଗୋଲାପ ଫୁଲ ଗୋଟା ପିଛା ଦାମ […]

Continue Reading

ନବଜାତର ମୃତଦେହ ଉଦ୍ଧାର , ପୋଲିସର ଛାନଭିନ୍ ଜାରି

ସୋନପୁର : ସୋନପୁରରେ ଚାଞ୍ଚଲ୍ୟ । ସୋନପୁର ଶିକ୍ଷକ ଭବନ ପଛପଟୁ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି । ଖବର ପାଇ ଉଲୁଣ୍ଡା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ପ୍ରଥମେ ଗାଁ ଲୋକ ନବଜାତ ଶିଶୁଟିକୁ ଦେଖିଥିଲେ ।ପରେ ପୋଲିସକୁ ଖବର ଦେଇଥିଲେ ।ହେଲେ ଶିଶୁଟିକୁ କିଏ ଓ କେଉଁ ପରିସ୍ଥିତିରେ ଫିଙ୍ଗିଦେଇ ଚାଲିଯାଇଛି ।ତାହା ଜଣାପଡିନାହିଁ । ଏନେଇ ପୋଲିସ ଆଖପାଖ ଅଞ୍ଚଳ ଲୋକଙ୍କୁ ପଚରା ଉଚରା ଜାରି ରଖିଛି ।

Continue Reading

ଆଜିଠୁ ରାଜ୍ୟରେ ଖୋଲୁଛି ଅଷ୍ଟମରୁ ଉପର ଶ୍ରେଣୀ ସମସ୍ତ ସ୍କୁଲ

ଭୁବନେଶ୍ୱର: ଆଜିଠୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଖୋଲୁଛି । ଆଜିଠାରୁ ଅଷ୍ଟମରୁ ଉପର ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ ହେଉଛି । ଏଥିସହ କଲେଜ, ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ବୈଷୟିକ ଓ ପ୍ରଫେସନାଲ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଖୋଲୁଛି । ଏଥିସହ ଏସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଥିବା ହଷ୍ଟେଲଗୁଡ଼ିକ ଖୋଲାଯାଇଛି । କ୍ୟାମ୍ପସକୁ ବିଶୋଧନ କରାଯିବା ସହ କ୍ଲାସରୁମ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଭଳି ସାମାଜିକ ଦୂରତା ରହିବ ସେନେଇ ବ୍ୟବସ୍ଥା ହୋଇଛି । ଏହାପରେ […]

Continue Reading

ପଞ୍ଚଭୂତରେ ବିଲୀନ ସୁର ସାମ୍ରାଜ୍ଞୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନେଲେ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ବିଲୀନ ହେଲେ ଭାରତର ନାଇଟଆଙ୍ଗଲ୍ ଲତା ମଙ୍ଗେସକର । ରବିବାର ମୁମ୍ବାଇସ୍ଥିତ ଶିବାଜୀ ପାର୍କରେ ରାଷ୍ଟ୍ରୀୟ ସମ୍ମାନ ସହିତ ଲତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଲତାଙ୍କୁ ତାଙ୍କ ଭାଇ ହୃଦୟନାଥ ଆଖିରେ ମୁଖାଗ୍ନି ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ଉପସ୍ଥିତ ପରିବାର ଲୋକ, ବଲିଉଡ୍ କଳାକାର, ବରିଷ୍ଠ ରାଜନେତା, କ୍ରୀଡ଼ାବିତ୍ ପ୍ରମୁଖ ଲତାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ତାଙ୍କର ଏହି ଅନ୍ତିମ ସଂସ୍କାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ମାନ୍ୟଗଣ୍ୟ […]

Continue Reading