ଭୟୁ ମହାରାଜା ଆତ୍ମହତ୍ୟା କେସ: ଦଣ୍ଡିତ ହେଲେ ସେବାଦାର ବିନାୟକ, ଶରଦ, ପଲକ

ଇନ୍ଦୋର: ମଧ୍ୟପ୍ରଦେଶର ସନ୍ଥ ଭୟୁ ମହାରାଜା ଆତ୍ମହତ୍ୟା ମାମଲାର ଆଜି ଶୁଣାଣୀ ହୋଇଛି । ସନ୍ଥଙ୍କ ଦୁଃଖଦ ଅନ୍ତ ପଛରେ ଅତି ନିଜର ବୋଲାଉଥିବା ସେବାଦାର ବିନାୟକ, ଡ୍ରାଇଭର ଶରଦ ଓ କେୟାରଟେକର ପଲକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ସେମନଙ୍କୁ ୬ ବର୍ଷ ଲେଖାଁଏ ଜେଲଦଣ୍ଡ ଶୁଣାଇଛନ୍ତି । ଅର୍ଥ ପାଇଁ ସେମାନେ ମହାରାଜାଙ୍କୁ ଏତେ ମାତ୍ରାରେ ମାନସିକ ଯନ୍ତ୍ରଣା ଦେଇଥିଲେ ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ସାଢ଼େ ୩ […]

Continue Reading

ୟେଦିୟୁରପ୍ପାଙ୍କ ନାତୁଣୀର ମୃତଦେହ ଉଦ୍ଧାର କଲା ପୋଲିସ

ବାଙ୍ଗୋଲୋର: ଆଜି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦିୟୁରପ୍ପାଙ୍କ ନାତୁଣୀର ମୃତ ଦେହ ଉଦ୍ଧାର କରିଛି ପୋଲିସ । ୟେଦିୟୁରପ୍ପାଙ୍କ ନାତୁଣୀର ମୃତ ଦେହ ବେଙ୍ଗାଲୁରୁର ଏକ ଘରୋଇ ଆପାର୍ଟମେଣ୍ଟରେ ଝୁଲୁଥିଲା । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡ଼ିଛି । ପୋଲିସ ସୂଚନା ଅନୁସାରେ, ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟା ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ । ହେଲେ ସୌନ୍ଦର୍ଯ୍ୟା ଏଭଳି ପଦକ୍ଷେପ ନେବାର […]

Continue Reading

ମାଘ ସପ୍ତମୀରେ କରୋନା କଟକଣା : ଶ୍ରଦ୍ଧାଳୁଙ୍କୁ ଚନ୍ଦ୍ରଭାଗାରେ ବୁଡ ପକାଇବା ଲାଗି ବାରଣ

କୋଣାର୍କ :ଚଳିତ ବର୍ଷ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇବା ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମାଘ ମେଳାରେ ବୁଡ ପକାଇବା ନେଇ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ଆସନ୍ତା ଫେବୃଆରୀ ୭ ତାରିଖରେ ମାଘ ମେଳା ପଡୁଥିବାରୁ ଏଥର ବୁଡ ପକାଇବାରୁ ବଞ୍ଚିତ ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ମାଘାମେଳା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୁରୀର ଅତିରିକ୍ତ ଜିଲ୍ଲାପାଳ , ନିମାପଡା ତହସିଲଦାର […]

Continue Reading

ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଭଉଣୀ ସୁମନ

ଅମୃତସର: ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ତାଙ୍କ ଭଉଣୀ ସୁମନ ତୁର୍ । ସିଦ୍ଧୁ ଜଣେ ନିଷ୍ଠୁର ବ୍ୟକ୍ତି । ଟଙ୍କା ପାଇଁ ସେ ଘରୁ ମା’ଙ୍କୁ ତଡି ଦେଇଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସିଦ୍ଧୁଙ୍କ ବିରୋଧରେ ସୁମନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସୁମନ ଆମେରିକାରେ ରୁହନ୍ତି । କିଛିଦିନ ପୂର୍ବରୁ ସେ ଚଣ୍ଡିଗଡ଼ ଆସିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ସୁମନ କହିଥିଲେ ‘ବାପାଙ୍କ […]

Continue Reading

ପିଏମ କିଷାନର ୧୧ତମ କିସ୍ତିକୁ ନେଇ ବଡ଼ ଅପେଡଟ, ଏହି ତାରିଖରେ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ୧୧ ତମ କିସ୍ତିକୁ ନେଇ ଆସିଛି ବଡ଼ ଅପଡେଟ । ବର୍ତ୍ତମାନ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ଜାନୁଆରୀ ୧ ରେ ଟ୍ରାନ୍ସଫର ହୋଇସାରିଛି । ଏବେ କୃଷକମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ପ୍ରଧାମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରୁଛନ୍ତି । ପ୍ରତି ୪ ମାସରେ […]

Continue Reading

ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ଅଭିଯୋଗ, ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର :ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ନେଇ ନିର୍ବାଚନ କମିଶନରଙ୍କୁ ଭେଟିଲା ବିଜେଡି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଜେପି ଶୁଣୁନଥିବା ଅଭିଯୋଗ କରି ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବରଗଡ , ଭିଡେନ ବ୍ଲକ ଏବଂ ଅତାବିରାରେ ରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକ୍ରମରେ ବିଜେପି ନେତା ସୁରେଶ ପୂଜାରୀ ଏବଂ ଜିଲ୍ଲା ପରିଷଦ ସଭ୍ୟ ନିୟମକୁ ଉଲ୍ଲଙ୍ଘନ କରିବା ସହ ନିର୍ବାଚନି ନିୟମ ମାନୁନାହାନ୍ତି । ଏନେଇ […]

Continue Reading

ଜୟପୁରରେ ଏହି ମନ୍ଦିରରେ ପୂଜା ପାଇଥାନ୍ତି ମାଙ୍କଡ

ଜୟପୁର: ଆମେ ଭାରତର ବିଭିନ୍ନ ମନ୍ଦିରରେ ମାଙ୍କଡଙ୍କୁ ଦେଖିଥାଏ । ତେବେ ଜୟପୁରରେ ଏ ଭଳି ଏକ ମନ୍ଦିର ଅଛି ଯେଉଁଠାରେ ମାଙ୍କଡମାନେ ପୂଜା ପାଇଥାନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ମନ୍ଦିରଟି ସମ୍ପୂର୍ଣ୍ଣ ଭାବେ ମାଙ୍କଡଙ୍କ ପାଇଁ ଉତ୍ସର୍ଗୀକୃତ । ଏହାର ନାମ ହେଲା ଗଲତାଜି ମନ୍ଦିର । ମାଙ୍କଡମାନଙ୍କୁ ଦେଖିବା ପାଇଁ ଏଠାରେ ପର୍ଯ୍ୟଟକ ଏବଂ ଭକ୍ତଙ୍କ ଭୀଡ ଦେଖିବାକୁ ମିଳିଥାଏ । ଡ୍ରାଇ ଫ୍ରୁଟସ ଓ ଫଳମୂଳ କିଣି ଆପଣ ମାଙ୍କଡଙ୍କୁ […]

Continue Reading

ଇଂଲଣ୍ଡରେ କରୋନା କଟକଣା ହଟାଇଲେ ସରକାର

ଇଂଲଣ୍ଡ : ଇଂଲଣ୍ଡରେ ହଟିଲା କରୋନା କଟକଣା । ମୁହଁରେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ନୁହେଁ ବୋଲି ଇଂଲଣ୍ଡ ସରକାର କହିଛନ୍ତି । ଇଂଲଣ୍ଡରେ କୋରନା ସଂକ୍ରମଣ ହ୍ରାସ ଘଟିଛି । ଏଥିପାଇଁ ବିଭିନ୍ନ ଭ୍ୟାକ୍ସିନ ମଧ୍ୟ ଦିଆଯାଉଛି ।ହସ୍ପିଟାଲାଇସେନ ହାର ମଧ୍ୟ କମ ରହିଛି ତେଣୁ ବ୍ରିଟେନ ସରକାର କଟକଣା ହ୍ରାସ କରିଛନ୍ତି । କରୋନା କଟକଣାକୁ ଦେଶରୁ ସମ୍ପୁର୍ଣ୍ଣ ନିଷେଧ କରିଛନ୍ତି । ନାଇଟ କ୍ଲବ ,ରେଷ୍ଟୁରାଣ୍ଟ, ମଲ ଗୁଡିକରେ ଭ୍ୟାକ୍ସିନେସନ ରିପୋର୍ଟ […]

Continue Reading

ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ: ଜଣେ ମୃତ ଓ ୩ ଗୁରୁତର

ଝାରସୁଗୁଡ଼ା: ସ୍ପଞ୍ଜ ଆଇରନ କାରଖାନାରେ ବିସ୍ଫୋରଣ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଝାରସୁଗୁଡ଼ା କୋଲାବିରା ଥାନା ରଘୁନାଥପାଲି କପାଗୁଡ଼ାଠାରେ ଥିବା ସ୍ପଞ୍ଜ ଆଇରନ କାରଖାନା ଜୟ ହନୁମାନ ଉଦ୍ୟୋଗ ଲିମିଟେଡ଼ରେ ଏହି ବିସ୍ଫୋରଣ ଘଟିଛି । ୱେଲଡ଼ିଂ ଗ୍ୟାସ ଟାଙ୍କି ବିସ୍ଫୋରଣରେ ଏହିଭଳି ଦୁର୍ଘଟଣା ହୋଇଛି । ଏଥିରେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତି ୩ଟାରେ […]

Continue Reading

ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି । ମୋ ପାଖରେ ଖଣି ନାହିଁ, କାଗଜ ନାହିଁ କି ଟିଭି ନାହିଁ କହି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ […]

Continue Reading