ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନନ ଲଢିବି ନାହିଁ କି କଂଗ୍ରେସ ଛାଡ଼ିବି ନାହିଁ । ମୁଁ କଂଗ୍ରେସର ପ୍ରଚାର ପ୍ରସାର କରିବି । ବିଜେପି କି ବିଜେଡିକୁ ଯିବିନାହିଁ। ଅନ୍ୟ ଦଳକୁ ଯିବା ନେଇ ମୋ ବିଷୟରେ ଯେଉଁ ଚର୍ଚ୍ଚା ହେଉଛି ତାହା ମିଥ୍ୟା ପ୍ରଚାର । ମୁଁ ବେପାରୀ ନୁହେଁ ଯେ, ଡିଲ୍ କରିବି । ମୋ ପାଖରେ ଖଣି ନାହିଁ, କାଗଜ ନାହିଁ କି ଟିଭି ନାହିଁ କହି ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଲେ […]

Continue Reading

ଅରୁଣାଚଳ ଯୁବକଙ୍କୁ ଫେରାଇଲା ଚୀନ ସେନା

ନୂଆଦିଲ୍ଲୀ: ଭାରତ ଚାପରେ ଶେଷରେ ମୁଣ୍ଡ ନୁଆଁଇଲା ଚୀନ ସେନା । ଅରୁଣାଚଳ ପ୍ରଦେଶର ଯୁବକ ମିରାମ ଟାରୋନଙ୍କୁ ଗୁରୁବାର ସକାଳେ ୱାଚା ଦାମାଇ ସୀମା ନିକଟରେ ହସ୍ତାନ୍ତର କରିଥିଲା । ଅରୁଣାଚଳ ପ୍ରଦେଶର ଏସପି ତାପିର ଗାଓ ଏହି ସୂଚନା ଦେଇଛନ୍ତି । ଭାରତୀୟ ସେନାର ଉଦ୍ୟମ ଯୋଗୁ ମିରାମ ଘରକୁ ଫେରି ପାରିଛନ୍ତି ବୋଲି ସେ କହିଛନ୍ତି । ପୂର୍ବରୁ ଅରୁଣାଚଳ ପ୍ରଦେଶର ଏମପି ଯୁବକଜଣଙ୍କ ନିଖୋଜ ହେବା କଥା ଟୁଇଟ କରିଥିଲେ । […]

Continue Reading

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀରେ କଂଗ୍ରେସର ରଣନୀତି ଆରମ୍ଭ

ପୁରୀ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲାଣି । ପୁରୀ ଇନ୍ଦିରା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ତରଫରୁ ‘ମୁଁ ନୁହେଁ ଆମେ ସଙ୍ଗଠିତ’ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ଭୋଟଦାନ ଅନୁଷ୍ଠିତ ହେବ । ଏନେଇ ଲୋକଙ୍କୁ ମନକୁ ଜିଣିବା ପାଇଁ କଂଗ୍ରେସ ଏବେଠାରୁ ପ୍ରୟାସ ଆରମ୍ଭ କଲାଣି । ଭୋଟର ମାନଙ୍କୁ ଆକୃଷ୍ଟ […]

Continue Reading

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଯାଜପୁର: ପୁଣି ଜବତ ହେଲା ଗଞ୍ଜେଇ । ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବାବେଳେ ଜବତ ହୋଇଛି ଗଞ୍ଜେଇ । ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଲା ୧ କୁଇଣ୍ଟାଲ ୨୫କିଲେ ଗଞ୍ଜେଇ । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର କର୍ମଚାରୀମାନେ ଯାଜପୁର ଜିଲ୍ଲାର ଜାରକା ଓଭରବ୍ରିଜ ଉପରେ ଚଢ଼ାଉ କରିଥିଲେ । ସୂଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କମିଶନର ଆଶିଷ ସିଂ ସୂଚନା […]

Continue Reading

ଅପରେସନ୍‌ ତ୍ରିବେଣୀ’ରେ ସାହସ ପ୍ରଦର୍ଶନ ପାଇଁ ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’

ନୂଆଦିଲ୍ଲୀ: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ମିଳିବ ।  ଅପରେସନ୍‌ ତ୍ରିବେଣୀ’ରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ହେତୁ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ‘ବାୟୁସେନା ପଦକ’ ପ୍ରଦାନ କରାଯିବ। ଆସନ୍ତା ଅକ୍ଟୋବର ୮ ବାୟୁସେନା ଦିବସ ପ୍ୟାରେଡ଼ ରେ ତାଙ୍କୁ ଚିଫ ଅଫ ଏୟାର ଷ୍ଟାଫ ଏହି ସମ୍ମାନ ଜନକ ପଦକ ପ୍ରଦାନ କରିବେ। ଭାରତୀୟ ବାୟୁସେନା ର ଏମ୍‌ଆଇ-୧୭-ଭି୫ ହେଲିକପ୍ଟର୍‌ ୟୁନିଟ୍‌ରେ ସମ୍ପ୍ରତି […]

Continue Reading

ଗୁଣୁପୁର ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଓ ରକ୍ତଦାନ ଶିବିର

ଗୁଣୁପୁର: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଗୁଣୁପୁର ପ୍ରେସ ୟୁନିୟନ ପକ୍ଷରୁ ପ୍ରେସ ୟୁନିଅନର ପ୍ରଥମ ପ୍ରତିଷ୍ଠା ଦିବସ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଦର ହସ୍ପିଟାଲର ବ୍ଲଡ଼ ବ୍ୟାଙ୍କରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥିଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇଥିଲେ । ଅତିଥିଭାବେ ଗୁଣୁପୁର ଉପଜିଲ୍ଲାପାଳ ଜେ.ସୋନାଲ, ଡ଼କ୍ଟର ଚନ୍ଦ୍ରଧ୍ୱଜ ପଣ୍ଡା, ଡ଼ାକ୍ତର ରମେଶ ଚନ୍ଦ୍ର ସାହୁ, ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ତ୍ରିନାଥ ଖାଡ଼ଙ୍ଗା, ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ […]

Continue Reading

୩ କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଗିରଫ

ଭୁବନେଶ୍ୱର :ଜାଲ ପ୍ରମାଣ ପତ୍ର ଦେଖାଇ ଠକେଇ ଅଭିଯୋଗରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଏବଂ ତାଙ୍କର ଜଣେ ସହଯୋଗୀ ଗିରଫ ହୋଇଛନ୍ତି । ୩ କୋଟି ୬୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲୁ ତାଙ୍କୁ ଗିରଫ କରିଛି । ତାଙ୍କ ନାଁ ହେଉଛି ବିରେନ୍ଦ୍ର କୁମାର ପଟ୍ଟନାୟକ । ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଥିଲେ । ଏବଂ ତାଙ୍କ ସହିତ ଆଉ ଜଣେ ଅଧିକାରୀ ନିରଞ୍ଜନ ନାୟକଙ୍କୁ […]

Continue Reading

ବୁର୍ଲା ଭୀମସାରରେ ଡ଼ାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ଛାତରୁ ଡ଼େଇଁ ପଡ଼ିଲେ ମେଡ଼ିକାଲ ଛାତ୍ରୀ । ବୁର୍ଲା ଭୀମସାରରେ ଘଟିଛି ଏହିଭଳି ଅଭାବନୀୟ ଘଟଣା । ୩ ମହଲାରୁ ଡ଼େଇଁ ଛାତ୍ରୀ ଜଣକ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ଛାତ୍ରୀ ଜଣକ ହେଲେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ରୀ । ତାଙ୍କ ଘର ବିଶାଖାପାଟଣାରେ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଛାତ୍ରୀ ନିବାସର ୩ ମହଲା ଛାତରୁ ଡ଼େଇଁ ପଡ଼ିଥିଲେ ଛାତ୍ରୀ । ଏହାକୁ ଦେଖି ହଷ୍ଟେଲ […]

Continue Reading

ରାଜ୍ୟର କିଛି ଜିଲ୍ଲାରେ ଖସିବ ପାରଦ , ପୁଣି ବଢିବ ଶୀତ

ଭୁବନେଶ୍ୱର: ଖସିବ ପାରଦ ,ପୁଣି ବଢିବ ଶୀତ । ରାଜ୍ୟରେ ୩ ରୁ ୪ ଡିଗ୍ରୀ ତଳକୁ ଖସିବ ତାପମାତ୍ରା ।ପାଣିପାଗ ବିଜ୍ଞାନ କେନ୍ଦ୍ର ଏପରି ଆକଳନ କରିଛି ।ଅସହ୍ୟ ଥଣ୍ଡା ସହ ଘନ କୁହୁଡି ପଡିବ । ଆସନ୍ତା ୨୮ ତାରିଖରୁ ପୁଣି ରାଜ୍ୟରେ ଶୀତ ବଢିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଏପରି ସ୍ଥିତି ଲାଗି ରହିବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ ରାଜ୍ୟର […]

Continue Reading

ହଲିଉଡ ଅଭିନେତା ରିଚାର୍ଡଙ୍କ ବିବାଦୀୟ ଚୁମ୍ବନ: ଶିଳ୍ପାଙ୍କୁ ପୀଡିତା ଆଖ୍ୟା ଦେଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ୨୦୦୭ରେ ହଲିଉଡ ଅଭିନେତା ରିଚାର୍ଡ ଗେରେ ଏକ ଏଡସ ସଚେତନତା କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବଳପୂର୍ବକ ଚୁମ୍ବନ ଦେଇଥିଲେ । ଯାହାକୁ ନେଇ ବିବାଦୀୟ ପରିସ୍ଥିତ ସୃଷ୍ଟି ହୋଇଥିଲା । ଦେଶବ୍ୟାପି ଏହାକୁ ବିରୋଧ କରାଯାଇଥିଲା । ଶିଳ୍ପା କାହିଁକି ବିରୋଧ କଲେ ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ ଉଠା ଯାଇଥିଲା । ମୁମ୍ବାଇ କୋର୍ଟ ମଙ୍ଗଳବାର ଏହାର ଶୁଣାଣୀ କରି କହିଛନ୍ତି ସମ୍ପୂର୍ଣ୍ଣ ଘଟଣାରେ ଶିଳ୍ପା ପୀଡିତା । ତାଙ୍କ […]

Continue Reading