ପୁରୀରେ ପୁଣି ଲଜ୍ଜା, ୨ ବର୍ଷର ଶିଶୁକନ୍ୟାକୁ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ
ପୁରୀ : ପୁରୀରେ ପୁଣି ଲଜ୍ଜା ।ଗୋଟିଏ ପଟେ ୫ ବର୍ଷର ଶିଶିକନ୍ୟା ଦୁଷ୍କର୍ମ ଘଟଣା ୩୬ ଘଣ୍ଟା ନପୁରୁଣି ି ଆଉ ଗୋଟିଏ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ପୁଣି ୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଶିଶୁଟିକୁ ତାର ପିତା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । । ପୁରୀ ଟାଉନ ଥାନା ପରେ ସମଦ୍ରକୂଳ ଥାନାରୁ ଆସିଛି ଏଭଳି ନିନ୍ଦନୀୟ ଖବର । ଗତ କିଛି ଦିନ ଧରି ଝିଅଙ୍କ […]
Continue Reading
