ଇସ୍ରାଏଲର ଏରୋ ଆଂଟି ବ୍ୟାଲେଷ୍ଟିକ ମିସାଇଲର ସଫଳ ପରୀକ୍ଷଣ

ତେଲ ଅବୀବ: ରକ୍ଷା କ୍ଷେତ୍ରରେ ଇସ୍ରାଏଲକୁ ଆଜି ବଡ ସଫଳତା ମିଳିଛି । ଏରୋ ୩ ଆଂଟି ବ୍ୟାଲେଷ୍ଟିକ ମିସାଇଲ ସିଷ୍ଟମର ସଫଳ ପରୀକ୍ଷଣ କରିଛି । ଇସ୍ରାଏଲ ଏୟାରଫୋର୍ସ କିଛି ଦିନ ମଧ୍ୟରେ ଏହାକୁ ସାମିଲ କରିବ ବୋଲି ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଡିଫେନ୍ସ ସିଷ୍ଟମକୁ ଇସ୍ରାଏଲ ଏବଂ ଆମେରିକା ଡିଫେନ୍ସ ଏକ୍ସପର୍ଟ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏହାର ଫିଚର୍ସକୁ ଉଭୟ ଦେଶ ଗୋପନ ରଖିଛନ୍ତି । […]

Continue Reading

ପ୍ରେମିକ ଦେଇଥିଲା ପ୍ରେମିକାର ମାଆକୁ କିଡନୀ, ପ୍ରତିରୋପଣ ପରେ ପ୍ରେମିକା ଚମ୍ପଟ୍

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକା ପାଇଁ ଅନେକ ଲୋକ ଅପ୍ରତ୍ୟଶିତ ପଦକ୍ଷେପ ନେବାକୁ ପଛାଇନଥାନ୍ତି । ଏମିତି ଅନେକ କାହାଣୀ ଓ ଘଟଣା ରହିଛି ଯେଉଁଠି ପ୍ରେମିକା ପାଇଁ ଜଣେ ପ୍ରେମିକ ତା ଜୀବନକୁ ବି ବାଜି ଲଗାଇଦେଇଛି । ହେଲେ ସମସ୍ତଙ୍କ ପ୍ରେମ କାହାଣୀର ଅନ୍ତ କିନ୍ତୁ ସମାନ ନଥାଏ । ମେକ୍ସିକୋର ଉଜୈଲ ମାର୍ଟିନେଜ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାର ମାଆକୁ କିଡନୀ ଦାନ କରିଥିବା ଦାବି କରିଛନ୍ତି । ହେଲେ ଏହାର […]

Continue Reading

ଏବେ କେବଳ ମାଲିକ ହାତରେ ଫୁଟିବ ବନ୍ଧୁକ

ୱାଶିଂଟନ: ଏବେ କେବଳ ମାଲିକ ହାତରେ ଫୁଟିବ ସ୍ମାର୍ଟ ବନ୍ଧୁକ । ଯାହାକୁ ଚୋର କି ଅନ୍ୟ କୌଣସି ବ୍ୟକ୍ତି ବ୍ୟବହାର କରି ପାରିବେ ନାହିଁ । ଏହାକୁ ସ୍ମାର୍ଟ ବନ୍ଧୁକ କୁହାଯାଏ । ଏହି ସ୍ମାର୍ଟ ବନ୍ଧୁକ ଦ୍ୱାରା ଘରେ ଶିଶୁଙ୍କ ଅଜାଣତରେ ବନ୍ଧୁକ ଫୁଟିବା ଏବଂ ଆତ୍ମହତ୍ୟା ଭଳି ଅଘଟଣକୁ ଏଡ଼ାଇ ଦିଆଯାଇପାରିବ। କୌଣସି ଅପରାଧୀ ସ୍ମାର୍ଟ ବନ୍ଧୁକ ଚୋରି କରିନେଇ ଅପରାଧ ଭିଆଇପାରିବ ନାହିଁ। ତେଣୁ ଲୋଡ୍ଷ୍ଟାର୍ ଓ ବାୟୋଫାୟର୍ ନାମକ ଦୁଇଟି […]

Continue Reading

ୟୁପି ନିର୍ବାଚନ: ସୋନଭଦ୍ରର ୧୧ ଗ୍ରାମ ଶେଷ ଥର ପାଇଁ ଦେବେ ଭୋଟ

ଲକ୍ଷ୍ନୌ: ୟୁପି ନିର୍ବାଚନ ସରଗରମ ଜୋର ଧରିଥିବା ବେଳେ ସୋନଭଦ୍ରର ୧୧ଟି ଗ୍ରାମ କିନ୍ତୁ ଏହାଠାରୁ ଦୂରରେ ରହିଛି । ୟୁପିରାଜନୈତିକ ଦଳ ଏବଂ ନେତାଙ୍କ ଏହି ଗ୍ରାମଗୁଡିକ ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଭୋଟ ଦେବା ପ୍ରତି ଗ୍ରାମବାସୀଙ୍କ ଆଗ୍ରହ ମଧ୍ୟ ନାହିଁ । ୨୦୨୨ରେ ଶେଷ ଥର ପାଇଁ ଏଠାରେ ବିଧାନସଭା ନିର୍ବାଚନ ହେବ । ଏହା ପରେ ଦେଶର ନକ୍ସାରୁ ଏହି ଗ୍ରାମଗୁଡିକ ଲିଭିଯିବ । ଏହାର କାରଣ […]

Continue Reading

ଯାଜପୁରରେ ପଞ୍ଚାୟତ ନିର୍ବାଚନ ତାତି, କିଏ କରିବ ବାଜିମାତ?

ଯାଜପୁର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ୍ ବାଜି ସାରିଛି । ଗାଁଗାଁରେ ଛକ ବଜାରରେ ପୋଷ୍ଟର ବ୍ୟାନର ଲାଗି ସାରିଛି । ସିଟ୍ ହାତେଇବା ପାଇଁ ନେତାଙ୍କ ପ୍ରତିଶ୍ରୁତି ସାଙ୍ଗକୁ ଦେଖିବାକୁ ମିଳିଛି ସଭାକାର୍ଯ୍ୟ ଓ ବାଇକ୍ ର୍ୟାଲି । ପଞ୍ଚାୟତ ନିର୍ବାଚନ ପାଇଁ ଯାଜପୁର ଜିଲ୍ଲାରେ ମଧ୍ୟ ରାଜନୈତିକ ଉଷ୍ମତା ଦେଖାଦେଇଛି । ଜିଲ୍ଲାରେ ୭ଟି ବିଧାନସଭା ଆସନକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ତେବେ ହଟ୍ସ୍ପଟ୍ରେ ରହିଛି ବରୀ ନିର୍ବାଚନ ମଣ୍ଡଳୀ […]

Continue Reading

ମର୍ମନ୍ତୁଦ ଦୁର୍ଘଟଣା, ବାଇକ-ଟ୍ରକ ଧକ୍କାରେ ୨ ଯୁବକ ମୃତ

ଭଦ୍ରକ: ବାଇକକୁ ଧକ୍କା ଦେଲା ଟ୍ରକ । ଭଦ୍ରକ-ଚାନ୍ଦବାଲି ରାସ୍ତା ଇଚ୍ଛାପୁର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ତିହିଡ଼ି ଥାନା ବୋଡ଼କ ଗାଁର ଦୁଇ ଯୁବକ । ସୂଚନା ଅନୁସାରେ, ଦୁଇ ଯୁବକ ଏକ ବାଇକ ଯୋଗେ ଘରକୁ ଯାଉଥିଲେ । ଭଦ୍ରକ-ଚାନ୍ଦବାଲି ରାସ୍ତାର ଇଚ୍ଛାପୁର ବାରିକ ଛକଠାରେ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ […]

Continue Reading

ମାତିଲେ ସାଇବର୍ ଠକ, ୧୦ ଦେଇ ଲୁଟିନେଲେ ୧୩ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ସାଇବର୍ ଠକ । ଲୁଟ କରିବାର ନିଆରା ଶୈଳୀ । ମୋବାଇଲ ନମ୍ବର ପୋଟାଲ୍ କରିବା ନାଁରେ ୧୦ ଦେଇ ଲୁଟିନେଲେ ୧୩ ଲକ୍ଷ ଟଙ୍କା । ଭୁବନେଶ୍ୱର ଶୈଳଶ୍ରୀବିହାର ଅଂଚଳରେ ବଡ଼ ଧରଣର ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି ୧୦ଟଙ୍କା ଦେଇ ସାଇବର ଠକ ଲୁଟିନେଇଛନ୍ତି ୧୩ ଲକ୍ଷ ଟଙ୍କା । ଠକେଇର ଶିକାର ହେବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଶୈଳଶ୍ରୀବିହାର ଅଞ୍ଚଳର ସଦାଶିବ ମହାନ୍ତି […]

Continue Reading

ବିଲ୍ କରାଇଦେବାକୁ ୨୦ ହଜାର ଲାଞ୍ଚ ନେଇ ଫସିଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଏବଂ ମହିଳା କର୍ମଚାରୀ

ଯାଜପୁର: ଲାଞ୍ଚ ନେଇ ଫସିଲେ ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମହିଳା କର୍ମଚାରୀ ଲକ୍ଷ୍ମୀପ୍ରିୟା ମହାରଣା । ଜଣେ କାରିଗରଙ୍କ ଠାରୁ ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଲ୍ କରାଇ ଦେବାକୁ ୨୦ ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା । ଏହି ମାମଲାରେ ଭିଜିଲାନ୍ସ ଉଭୟଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିବା ସହ ଉଭୟଙ୍କର ବିଭିନ୍ନ ସ୍ଥାନରେ ଥିବା […]

Continue Reading

ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୁରଭଞ୍ଜ: ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ । ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଏକ ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାରିପଦା ଓ ବାଲେଶ୍ୱର ଟିମ୍ ମିଶି ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗହଣା ଦୋକାନରେ ୨ଘଣ୍ଟା ହେବ ଚଢ଼ାଉ କରାଯାଇଛି । ଜିଏସଟି ଠକେଇ ଅଭିଯୋଗରେ ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା […]

Continue Reading

ପୁଅକୁ ଟିକେଟ ନ ମିଳିଲେ ସାଂସଦ ପଦ ଛାଡିବା ପାଇଁ ଧମକ ଦେଲେ ରୀତା ବହୁଗୁଣା

ଲକ୍ଷ୍ନୌ: ୟୁପି ନିର୍ବାଚନ ଆଉ ଅଳ୍ପ ଦିନ ବାକିଥିବା ବେଳେ ରାଜନୀତି ସରଗରମ ହେବାରେ ଲାଗିଛି । ଭାରତୀୟ ଜନତା ପାର୍ଟିର ସାଂସଦ ରୀତା ବହୁଗୁଣା ଯୋଶୀ ତାଙ୍କ ପୁତ୍ର ମୟଙ୍କଙ୍କୁ ଟିକେଟ ନ ମିଳିଲେ ପଦରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି । ଲକ୍ଷ୍ନୌରୁ ପୁଅକୁ ଛିଡା କରିବା ପାଇଁ ସେ ଜିଦ ଧରିଛନ୍ତି । ପାର୍ଟି ରଣନୀତି ଅନୁସାରେ ପରିବାରର ଜଣେ ବ୍ୟକ୍ତି ଟିକେଟ ମିଳିବା ଧାର୍ଯ୍ୟ କରାଯାଇଥିବା ବେଳେ ମୟଙ୍କ ବାଦ […]

Continue Reading