୯ରୁ ୧୨ ମାସ ରହିପାରେ ଦ୍ବିତୀୟ ଡୋଜ୍ ଓ ବୁଷ୍ଟର୍ ଡୋଜ୍ ମଧ୍ୟରେ ବ୍ୟବଧାନ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ଦ୍ବିତୀୟ ଡୋଜ୍ କରୋନା ଟିକା ଏବଂ ବୁଷ୍ଟର୍ ଡୋଜ୍ ମଧ୍ୟରେ ବ୍ୟବଧାନ ନଅରୁ ୧୨ ମାସ ହେବାର ସମ୍ଭାବନା ରହିଛି। ଭାରତର ଇନୋକ୍ୟୁଲେସନ ପ୍ରୋଗ୍ରାମ କୋଭିଶିଲ୍ଡ ଏବଂ କୋଭାକ୍ସିନରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ଟିକାଗୁଡ଼ିକରେ ଥିବା ବ୍ୟବଧାନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୀଘ୍ର ନିଆଯିବ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶକୁ ସମ୍ବୋଧନ କରିବା ବେଳେ ଅଭିଭାଷଣରେ କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ […]

Continue Reading

ଓମିକ୍ରନ୍‌ ଭୟ; ଏଥର ହେବନି ପଞ୍ଚାୟତ ନିର୍ବାଚନ

ଭୋପାଳ: ଦେଶରେ ଓମିକ୍ରନ୍‌ ଆତଙ୍କ ମଧ୍ୟରେ ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ବର୍ତ୍ତମାନ ସ୍ଥଗିତ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆଜି ମଧ୍ୟପ୍ରଦେଶରେ ସରକାରଙ୍କ କ୍ୟାବିନେଟ ବୈଠକରେ ପାରିତ ହୋଇଥିବା ଏହି ନିୟମ ପ୍ରତ୍ୟାହାର କରି ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଇନ୍ଦୋରରେ ଓମିକ୍ରନର ୮ଟି ମାମଲା ଚିହ୍ନଟ ହୋଇଛି। ଏ ନେଇ ଏମ୍‌ପି ସରକାର ସତର୍କତା ଅବଲମ୍ବନ କରିଛନ୍ତି। ମଧ୍ୟପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସମ୍ପର୍କରେ ଗତ ମାସରେ ରାଜ୍ୟ ସରକାର ଏକ ନିୟମ ପ୍ରଣୟନ କରି ପଞ୍ଚାୟତ […]

Continue Reading

ହସ୍ପିଟାଲରେ ଭର୍ତ୍ତି ହେଲେ ସଲ୍‌ମାନ

ମୁମ୍ବାଇ: ସଲମାନ ଖାନ ତାଙ୍କ ପାନଭେଲ ଫାର୍ମ ହାଉସରେ ବିଳମ୍ବିତ ରାତିରେ ସାପ କାମୁଡ଼ାର ଶିକାର ହୋଇଥିବା ସୂଚନା ମିଳିଛି। ଏହା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯିବା ଏକ ଆଶ୍ବସ୍ତିକର ବିଷୟ। ସେ ରବିବାର ସକାଳ ପ୍ରାୟ ୯ଟାରେ ନିଜ ଫାର୍ମ ହାଉସକୁ ଫେରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ସଲମାନଙ୍କ ଫାର୍ମ ହାଉସ ଚାରିପାଖରେ ଅନେକ ଗଛ ରହିଛି ଏବଂ ଏହି ଅଞ୍ଚଳ ପାହାଡ […]

Continue Reading

ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ : ବିଜେଡି

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପଛୁଆ ବର୍ଗଙ୍କୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ବିଜେଡି କାର୍ଯ୍ୟକାରୀଣି ବୈଠକରେ ନିଷ୍ପତି ନିଆଯାଇଛି । ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ ଦେବା ସଂକ୍ରାନ୍ତରେ ମୋହର ଲାଗିଛି । ବିଜେଡି କାର୍ଯ୍ୟକାରୀଣିରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନରେ ପଛୁଆବର୍ଗଙ୍କୁ […]

Continue Reading

୨୨ ବର୍ଷ ପରେ ଦେଖାଗଲା ଦୁର୍ଲଭ ପ୍ରଜାତିର ମାଛ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର କମନୱେଲଥ ସାଂଇଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ ୨୨ ବର୍ଷ ପରେ ଏକ ଦୁର୍ଲଭ ପ୍ରଜାତିର ମାଛର ସନ୍ଧାନ କରିଛି । ସମୁଦ୍ର ମଧ୍ୟରେ ହାତରେ ଏହି ମାଛ ଚାଲୁଥିବା ପରି ପହଁରିଥାଏ ସେଥିପାଇଁ ଏହାର ନାମ ପିଙ୍କ ହ୍ୟାଣ୍ଡଫିଶ ରହିଛି । ୨୨ ବର୍ଷ ତଳେ ଏହି ମାଛକୁ ଶେଷ ଥର ପାଇଁ ତାସମାନିଆ କୂଳରେ ଦେଖା ଯାଇଥିଲା । ୧୦୦ ବର୍ଷ ମଧ୍ୟରେ ଓଭରାଲ ୫ ଥର ଏହି ମାଛକୁ ବୈଜ୍ଞାନିକମାନେ […]

Continue Reading

ଚେରୀ -ଅଟା ସାନ୍ତାକ୍ଲଜରେ ବଡ଼ ଦିନର ଶୁଭେଚ୍ଛା

ଭୁବନେଶ୍ୱର : ବଡ଼ଦିନ ପାଇଁ ସବୁଠି ଉତ୍ସବ ମୁଖର ପରିବେଶ। କରୋନା କଟକଣା ଭିତରେ ପାଳନ ହୋଇଛି ବଡ଼ ଦିନ। ବିଭିନ୍ନ ସ୍ଥାନରେ ଚର୍ଚ୍ଚ ଗୁଡିକରେ ସୁନ୍ଦର ଭାବେ ସାଜସଜା ହୋଇଛି। ସମସ୍ତେ ପ୍ରତିଯୋଗୀତା ମୂଳକ ଭାବେ ସାନ୍ତାକ୍ଲଜ କରୁଥିବା ବେଳେ ଭିନ୍ନ ଏକ ପ୍ରୟାସ କରିଛନ୍ତି ଜଣେ ଚିତ୍ର ଶିଳ୍ପୀ। ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ ବଡ଼ ଦିନରେ କରିଛନ୍ତି ଏକ ନିଆରା ପ୍ରୟାସ। ଖ୍ରୀଷ୍ଟ ମାସରେ କିଛି ଚେରୀ ଆଉ ଅଟା ନେଇ ତିଆରି କରିଛନ୍ତି […]

Continue Reading

କର୍ତ୍ତବ୍ୟନିଷ୍ଠ ମହିଳା ସ୍ୱାସ୍ଥ୍ୟକର୍ମୀ, ଓଟ ଚଢି ଦେଉଛନ୍ତି କୋଭିଡ୍ ଟିକା

ଭୁୁବନେଶ୍ୱର: କୋଭିଡ ମହାମାରୀରେ ସ୍ୱାସ୍ଥ୍ୟକର୍ମୀଙ୍କ ଅତୁଳନୀୟ ଅବଦାନକୁ ମାପିବା ତାଙ୍କ କର୍ତ୍ତବ୍ୟନିଷ୍ଠା ପ୍ରତି ପ୍ରଶ୍ନ ଉଠାଇବା ସଦୃଶ । ମାରାତ୍ମକ କରୋନା ଭାଇରସକୁ ଦୂରେଇବାରେ ଦିନରାତି ଏକ କରିଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଭାକ୍ସିନେସନ୍ ସେଣ୍ଟରକୁ ବାଦ୍ ଦେଲେ ଘରେଘରେ ସ୍ୱାସ୍ଥ୍ୟକର୍ମୀମାନେ ବୁଲି କୋଭିଡ୍ ଟିକାକରଣ ଯୋଜନାକୁ ସଫଳ କରିଥିଲେ । ଏଥିପାଇଁ ଖାସ କରି ମହିଳା ସ୍ୱାସ୍ଥ୍ୟକର୍ମୀମାନେ ବନ୍ୟାଂଚଳ ହେଉ ଅବା ମାଇଲମାଇଲ ବାଟ ଚାଲିଚାଲି ଲୋକଙ୍କୁ କୋଭିଡ୍ ଭାକ୍ସିନ୍ ଦେଇଆସିଛନ୍ତି । ରାଜସ୍ଥାନ ବର୍ମେର […]

Continue Reading

ଭିମସାରରେ ୨ଡେଲ୍ଟା ପ୍ଳସ୍ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

ସମ୍ବଲପୁର: ଭିମସାରେ ପୁଣି ୨ଜଣଙ୍କ ଠାରେ ଚିହ୍ନଟ ହେଲା ଡେଲଟା ପ୍ଲସ୍ ଭାରିଆଣ୍ଟ । ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଜିନମ ସିକ୍ବେନ୍ସିଂ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭିମସାର ଅଧ୍ୟକ୍ଷା ପ୍ରଫେସର ଜୟଶ୍ରୀ ଦୋରା । ମୋଟ ୩୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨ ଜଣଙ୍କ ଠାରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ଆଉ ଏବେ ଆଉ ୨ ଜଣଙ୍କ ଠାରେ ଚିହ୍ନଟ ହୋଇଛି ଡେଲଟା ପ୍ଲସ […]

Continue Reading

ଫିଲ୍ମ ‘୮୩’ରେ ରଣବୀରଙ୍କ ଅଭିନୟକୁ ପ୍ରଶଂସା କଲେ ବିରାଟ-ଅନୁଷ୍କା

ମୁମ୍ବାଇ : ରଣବୀର ସିଂ ଓ ଦୀପିକା ପାଦୁକୋନଙ୍କ ଷ୍ଟାରଫିଲ୍ମ ‘୮୩’ ରିଲିଜ ହୋଇସାରିଛି । ଏହି ମୁଭିକୁ ଖୁବ୍ ତାରିଫ କରିଛନ୍ତି ବିରାଟ ଓ ଅନୁଷ୍କା  । ଏନେଇ ବିରାଟ ନିଜ ଟୁଇଟର ଆକାଉଣ୍ଟରେ ଫିଲ୍ମକୁ ନେଇ ନିଜର ଇମୋସନ୍ ସେୟାର କରିଛନ୍ତି । ବିରାଟ କହିଛନ୍ତି ଯେ ଭାରତୀୟ କ୍ରିକେଟ ପାଇଁ ଏହି ମୁଭି ଏକ ଇତିହାସ ର ସ୍ୱର୍ଣ୍ଣିମ ଝଲକ । ଏହା ଏକ ଶାନଦାର ମୁଭି ବୋଲି ବିରାଟ କହିଛନ୍ତି । […]

Continue Reading

ପ୍ରମାଣିତ ହେଲା, ପ୍ରେମର ଆଉ ଏକ ରୂପ କ୍ଷମା…

ପୁରୀ: ପ୍ରେମର ରୂପକୁ ଚିହ୍ନବା ସବୁଠାରୁ କଷ୍ଟକର ବ୍ୟାପାର । କ୍ଷମା ଯେ, ପ୍ରେମର ଆଉ ଏକ ରୂପ ତାହା ତୁର୍କୀରେ ଏକ ଘଟଣାରେ ପ୍ରମାଣିତ ହୋଇଛି । କାସିମ ଓଜେନ ନାମକ ଜଣେ ଯୁବକ ବେରାଫିନ ଓଜେକଙ୍କୁ ଏକତରଫା ପ୍ରେମ କରୁଥିଲେ । ବାରମ୍ବାର ବିଫଳ ହେବା ପରେ ଶେଷରେ ଯୁବକଜଣଙ୍କ ବେରାଫିନଙ୍କ ଉପରେ ଏସିଡ ପକାଇ ଦେଇଥିଲା । ଯଦି ମୋର ନ ହେବ ତାହାହେଲେ କାହାର ହେବନି ଜିଦ ସେ ଧରିଥିଲା । […]

Continue Reading