ଓମିକ୍ରନ ନେଇ ବଢ଼ୁଛି ଚିନ୍ତା, ଜଗତସିଂହପୁରରେ ୫ଦିନ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ
ଜଗତସିଂହପୁର: ବଢ଼ୁଛି ଓମିକ୍ରନ ଚିନ୍ତା । ଆଗକୁ ଆସୁଛି ଖ୍ରୀଷ୍ଟମାସ ଓ ନୂଆବର୍ଷ । ଏହି ଦିନମାନଙ୍କ ହେଉଥିବା ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଖ୍ରୀଷ୍ଟମାସ ଅବସରରେ ଡ଼ିସେମ୍ବର ୨୫ ଓ ୨୬ ତାରିଖରେ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ । ସେହିପରି ଡ଼ିସେମ୍ବର ୩୧ତାରିଖରେ ମଧ୍ୟ ସମସ୍ତ ଧର୍ମାନୁଷ୍ଠାନରେ ଏହି କଟକଣା […]
Continue Reading
