ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଟ୍ବିଟରରେ ହ୍ରାସ ପାଇଲା ଫଲୋଅର୍ସଙ୍କ ସଂଖ୍ୟା । କିଛି ୟୁଜରଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦୦ରୁ ଅଧିକ ହ୍ରାସ ପାଇଛି । ସେହିପରି ଆଉ କିଛି ୟୁଜରଙ୍କ ଫଲୋଅର୍ସ ସଂଖ୍ୟା ୧ ଲକ୍ଷରୁ ଅଧିକ ହ୍ରାସ ପାଇଛି । ଟ୍ବିଟରର ନୂଆ ସିଇଓ ଭାବେ ପରାଗ ଅଗ୍ରଓ୍ବାଲ ଯୋଗଦେବା ପରେ ପରେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଖୋଦ ପରାଗଙ୍କ ଫଲୋଅର୍ସ ସଂଖ୍ୟା ୩ ଲକ୍ଷ ୬୦ ହଜାରରୁ […]

Continue Reading

ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ

ନୂଆଦିଲ୍ଲୀ : ଆସନ୍ତା କିଛି ମାସ ମଧ୍ୟରେ ୟୁରୋପୀୟ ରାଷ୍ଟ୍ରସଂଘରେ ବିତ୍ପାତ ରଚିପାରେ ଓମିକ୍ରନ । ଏପରିକି ୟୁରୋପରେ କୋଭିଡରେ ଯେତେ ସଂଖ୍ୟକ ଲୋକ ସଂକ୍ରମିତ ହୋଇଥିଲେ, ତାହାର ଅଧାରୁ ଅଧିକ ଲୋକ ଓମିକ୍ରନ ଜରିଆରେ ସଂକ୍ରମିତ ହୋଇପାରନ୍ତି । ଏହି ଚେତାବନୀ ଦେଇଛି ୟୁରୋପୀୟ ରାଷ୍ଟ୍ରସଂଘର ସାଧାରଣ ସ୍ବାସ୍ଥ୍ୟ ବିଭାଗ । ଓମିକ୍ରନ ଭାରିଆଣ୍ଟର ତୀବ୍ର ସଂକ୍ରମଣଶୀଳତା ଯୋଗୁ ରାଷ୍ଟ୍ରସଂଘରେ ପୁଣି ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ୟୁରୋପିଆନ […]

Continue Reading

୩ୟ ଦିନରେ ବି ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ଭିତରେ ବିଧାନସଭା ଆସନ୍ତାକାଲି ଯାଏଁ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଆସନ୍ତାକାଲି ଦିନ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ତୃତୀୟ ଦିନରେ ବି ଠିକ୍ ଭାବେ ଚାଲି ପାରିନଥିଲା ଗୃହ । ଆରମ୍ଭରୁ ଗୃହରେ ମମିତା ମେହେର ଝଡ଼ ଦେଖିବାକୁ ମିଳିଥିଲା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ବହିଷ୍କାର ଦାବି କରି ବିରୋଧୀଙ୍କ ହଙ୍ଗାମା ପରେ ପ୍ରଥମେ ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ […]

Continue Reading

ମୟଙ୍କଙ୍କ ଚମତ୍କାର ଶତକ: ଭାରତ ୨୨୧/୪

ମୁମ୍ବାଇ: ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସରେ ଭାରତ ମୟଙ୍କ ଅଗ୍ରୱାଲଙ୍କ ଚମତ୍କାର ଶତକ ସହାୟତାରେ ୪ ଉଇକେଟ ବିନିମୟରେ ୨୨୧ ରନ ସଂଗ୍ରହ କରିଛି । ଷ୍ଟମ୍ପ୍ସ ଅପସାରଣ ବେଳକୁ ମୟଙ୍କ ୧୨୦ ଓ ରିଦ୍ଧିମାନ ଶାହ ୨୫ ରନ କରି ଅପରାଜିତ ରହିଥିଲେ । ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ପ୍ରଥମ ୱିକେଟରେ ଶୁଭମନ ଗିଲ […]

Continue Reading

ବାତ୍ୟା ‘ଜଓ୍ବାଦ’ ଭୟ, ପୁରୀ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି

ପୁରୀ : ବାତ୍ୟାର ରୂପ ନେଇଛି ସମୁଦ୍ରରେ ଦାନା ବାନ୍ଧୁଥିବା ଗଭୀର ଅବପାତ । ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳରେ ପହଞ୍ଚିବ ବାତ୍ୟା ଜଓ୍ବାଦ । ଓଡିଶାର ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୫ ତାରିଖରେ ଓଡିଶାର ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ । ଆଜି ମଧ୍ୟରାତ୍ରିରୁ ପବନର ବେଗ ବଢିବ । ପବନର ବେଗ ୮୦ରୁ ୯୦ ସର୍ବାଧିକ ୧୦୦ କିମି ପର୍ଯ୍ୟନ୍ତ ଯାଇପାରେ । ୩ରୁ […]

Continue Reading

କଙ୍ଗନାଙ୍କ ଗାଡି ଆଗରେ ବିକ୍ଷୋଭ

ଚଣ୍ଡୀଗଡ: ପଙ୍ଗା କୁଇନ କଙ୍ଗନା ରାନାୱତ ଆଜି ପଞ୍ଜାବ ଯାଉଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି । ଚଣ୍ଡୀଗଡ-ଉନା ହାଇୱେ ନିକଟରେ କୃଷକମାନେ ତାଙ୍କ ଗାଡି ଅଟକାଇ ଦେଇଥିଲେ । ପୋଲିସ ଓ କଡା ସୁରକ୍ଷା ବ୍ୟବସ୍ଥା ସତ୍ୱେ ପ୍ରାୟ ୧ ଘଂଟା ଧରି ବିକ୍ଷୋଭକାରୀମାନେ କଙ୍ଗନାଙ୍କୁ ଅଟକାଇ ରଖିଥିଲେ । ବହୁ କଷ୍ଟରେ ସେଠାକୁ ମୁକୁଳିବା ପରେ କଙ୍ଗନା ସୋସିଆଲ ସାଇଟରେ ଏହି ଘଟଣାକୁ ଶେୟାର କରିଛି । ମୁଁ ଜଣେ ରାଜନେତା ନୁହେଁ, […]

Continue Reading

ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ପାଇଁ ପ୍ରଶାସନ ଦ୍ବାରା ଜାରି ହୋଇଥିବା ସତର୍କ ସୂଚନାକୁ ପାଳନ କରିବା ସହ ଧୈର୍ୟ୍ୟ ଓ ସାହସର ସହ ବାତ୍ୟାର ମୁକାବିଲା କରିବା ପାଇଁ ଟ୍ବିଟ୍ ଜରିଆରେ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତ ସରକାର ସମ୍ଭାବ୍ୟ ବାତ୍ୟା ‘ଜୱାଦ’ର ମୁକାବିଲା […]

Continue Reading

Omicron ଯୋଗୁଁ ପୁଣି ଫେରିଲା Lockdown ଯୁଗ: ଦକ୍ଷିଣ ଆଫ୍ରିକାର ପରିସ୍ଥିତି ସଙ୍ଗୀନ, ବିଶ୍ୱ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସମଗ୍ର ବିଶ୍ୱ ଥରହର ହେବାରେ ଲାଗିଛି । ପୂର୍ବରୁ ଏକାଧିକ ଭାରିଆଣ୍ଟ ସାମନାକୁ ଆସିଥିବା ବେଳେ ବର୍ତ୍ତମାନ ଓମିକ୍ରନକୁ ନେଇ ଅଧିକ ଚର୍ଚ୍ଚା ଚାଲିଛି । କାରଣ ଏହା ୩୦ଟି ମ୍ୟୁଟେସନ ସୃଷ୍ଟି କରିଥିବା ନେଇ ବୈଜ୍ଞାନିକମାନେ ପୂର୍ବରୁ ମତ ଦେବା ସହ ଅଧିକ ଭୟଙ୍କର ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଚେତାବନୀ ଦିଆଯାଇଥିଲା । ତେବେ ଦକ୍ଷିଣ ଆଫ୍ରିକାରୁ ଓମିକ୍ରନ ପ୍ରଥମେ ଚିହ୍ନଟ ହୋଇଥିବାରୁ […]

Continue Reading

ପାରିବାରିକ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଆବେଦନ

ଗୁଣୁପୁର :ପାରିବାରିକ ମାମଲାରେ ଏମଆଇଟିଏସ୍ ଇଞ୍ଜିନିୟରଂ କଲେଜର ଚେୟାରମ୍ୟାନ ବାଳକୃଷ୍ଣ ପଣ୍ଡା ପାରିବାରିକ ମାମଲାରେ ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଅଦାଲତରେ ଆବେଦନ। ରାୟଗଡ଼ା ଜିଲ୍ଲାର ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ର ଚେୟାରମ୍ୟାନ ନିଜ ଘରୋଇ ପାରିବାରିକ ମାମଲାରେ ଛନ୍ଦି ହୋଇଥିଲେ। ଗୁଣୁପୁର ଉପ -ଜିଲ୍ଲାପାଳ ଜେ ସୋନାଲଙ୍କ ନିର୍ଦ୍ଦେଶ କ୍ରମେ ପତ୍ର ସଂଖ୍ୟା ଅନୁଯାୟୀ ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରତ ସରକାରଙ୍କ ମହିଳା ଏବଂ ଶିଶୁମମନ୍ତ୍ରାଳୟ ସାହାରା ପରିବାର ପରାମର୍ଶ କ୍ରମେ କେନ୍ଦ୍ରରେ […]

Continue Reading

ପ୍ରଶାନ୍ତ କଂଗ୍ରେସ ଉପରେ ଅଶାନ୍ତ

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସବୁବେଳେ ବିରୋଧୀ ଦଳର ମୁଖ୍ୟ ପାର୍ଟି ହେବାର ବରଦାନ କଂଗ୍ରେସକୁ ମିଳି ନାହିଁ । ୧୦ ବର୍ଷ ମଧ୍ୟରେ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜୟବରଣ କରିଛି ବୋଲି ସେ କହିଛନ୍ତି । ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ କରିବା ପରେ ମମତା ୟୁପିଏର କୌଣସି ସ୍ଥିତି ନାହିଁ ବୋଲି କହିଥିଲେ । କେନ୍ଦ୍ର ରାଜନୀତିରେ […]

Continue Reading