ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖ ସକାଳେ ଓଡିଶା ଉପକୂଳକୁ ଛୁଇଁବ

ଭୁବନେଶ୍ୱର : ଆସୁଛି ବାତ୍ୟା ‘ଜଓ୍ୱାଦ’ । ଏନେଇ ସ୍ପଷ୍ଟ କରଛି ପାଣିପାଗ କେନ୍ଦ୍ର । ୧୨ ଘଣ୍ଟାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ । ଏହାପରେ ଦୁଇ ତାରିଖ ସୁଦ୍ଧା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଏହା ଅବପାତର ରୂପ ନେବ । ଏହାପରେ ୨୪ ଘଣ୍ଟାରେ ଆହୁରୀ ଘନିଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସାମୁଦ୍ରିକ ଝଡରେ ପରିଣତ ହେବ । ୪ ତାରିଖ ସକାଳ ସୁଦ୍ଧା ବାତ୍ୟା ଆନ୍ଧ୍ର […]

Continue Reading

ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା

ଭୁବନେଶ୍ୱର : ଘୁଞ୍ଚିଲା ଦଶମ ଶ୍ରେଣୀ ସମେଟିଭ୍ -୧ ପରୀକ୍ଷା । ଜାନୁଆରୀ ୫ ତାରିଖକୁ ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ୍ ୧ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଶଦ ପକ୍ଷରୁ ସୂଚନା ମିଳିଛି । ଜାନୁଆରୀ ୫ ରୁ ୮ ଯାଏ ଚାଲିବ ବୋଲି ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା ଅନୁସାରେ ପରୀକ୍ଷା ପାଇଁ ଡାଟାବେସ୍ ପ୍ରସ୍ତୁତି ଚାଲିଛି । ଏଥିପାଇଁ ଫର୍ମ ଫିଲପ […]

Continue Reading

୮ ଜିଲ୍ଲାରେ ବର୍ଷା ସମ୍ଭାବନା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ : ଏସ୍‌ଆରସି

ଭୁବନେଶ୍ବର: ରାଜ୍ୟ​‌ରେ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ଚାଷୀ ତୁରନ୍ତ ଧାନ କାଟି ଆଣିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା । ଏହା ସହିତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ହେଲେ ଆସନ୍ତା ୩ ଏବଂ ୪ ତାରିଖରେ ବର୍ଷା ହେବ । ତେଣୁ ଏହା ପୂର୍ବରୁ ଚାଷୀମାନେ ସେମାନଙ୍କ ଜମିରୁ ଧାନ କାଟିଆଣିବାକୁ […]

Continue Reading

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡ଼ିସେମ୍ବର ୨ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଭାରତୀୟ ପାଣିପାଗ କେନ୍ଦ୍ରର ବର୍ତ୍ତମାନ ସୁଦ୍ଧା ଆକଳନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବ ବୋଲି ବର୍ତ୍ତମାନ ସୁଦ୍ଧା ପ୍ରାୟ ସ୍ପଷ୍ଟ ହେଲାଣି । […]

Continue Reading

ପ୍ରଥମ ଟେଷ୍ଟ ଡ୍ର: ୨ ଭାରତୀୟଙ୍କ ଯୋଗୁ ନ୍ୟୁଜିଲାଣ୍ଡର ସମ୍ମାନ ବଂଚିଲା

କାନପୁର: ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଯୋଗୁ ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟ ଡ୍ରରେ ସମାପ୍ତ ହୋଇଛି । ୨୮୪ ରନର ଟାର୍ଗେଟକୁ ପିଛା କରି ନ୍ୟୁଜିଲାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରକ୍ଷଣାତ୍ମକ ବ୍ୟାଟିଂ ଯୋଗୁ ଦଳ ୯ ଉଇକେଟରେ ୧୬୫ ରନ କରିଥିଲା । ଟମ ଲାଥାମ(୫୨), ୱିଲିୟମ ସମରଭିଲ୍ଲେ (୩୬) ଓ କେନ ୱିଲିୟମସନ ୨୪ ରନ କରିଥିଲେ । ତେବେ ନ୍ୟୁଜିଲାଣ୍ଡ […]

Continue Reading

ପଦ୍ମଶ୍ରୀ ନନ୍ଦ ସାର ଅସୁସ୍ଥ, ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି

ଯାଜପୁର : ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ନନ୍ଦ ସାର । ସୁକିନ୍ଦା ବ୍ଲକ କନ୍ତିରା ଗାଁର ନନ୍ଦ କିଶୋର ପୃଷ୍ଟିଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି। ନନ୍ଦ ସାର କିଛି ଦିନ ଧରି ଜ୍ୱରରେ ପିଡିତ ଥିଲେ। ଆଜି ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେବେ ଏବେ ସାରଙ୍କ ଅବସ୍ଥା ସ୍ଥିର ରହିଛି। ତାଙ୍କ ଛାତିର ଏକ୍ସରେ ମଧ୍ୟ କରାଯାଇଛି । ରିପୋର୍ଟ […]

Continue Reading

ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାରୁ ବିଜେପି ଯୁବମୋର୍ଚ୍ଚାର ୯ ଜଣ ଥାନାରେ ଅଟକ

ଯାଜପୁର : ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ପଡ଼ିଲା ମହଙ୍ଗା । ଗଣଶିକ୍ଷା ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଯାଜପୁର ଯୁବ ମୋର୍ଚ୍ଚାର ୯ ଜଣ କର୍ମୀ ଥାନା ରେ ଅଟକ । ଆଜି ଯାଜପୁର ବିରଜା ହାଇସ୍କୁଲ ପରିସରରେ ସ୍କୁଲ ରୂପାନ୍ତରଣ ଉଦଘାଟନ କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆସିବାକୁ ଥିବା ବେଳେ ମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରି ଯୁବ ମୋର୍ଚ୍ଚା ସଦସ୍ୟ ମାନେ ଅଣ୍ଡା ମାଡ଼ କରିବାସହିତ କଳା ପତାକା ପ୍ରଦର୍ଶନ […]

Continue Reading

ବେସାହାରା ଲୋକଙ୍କ ସାହାରା ପାଲଟିଛନ୍ତି ମହିଳା ସବ୍ ଇନ୍ସପେକ୍ଟର ଅନିଲା ପରାଶର

ଇନ୍ଦୋର: ରାସ୍ତାକଡ଼ରେ ଦିନରାତି ବିତଉଥିବା ଲୋକଙ୍କ ପାଇଁ ଶୀତଦିନ ଆସିଲେ ମୁସ୍କିଲ ହୋଇପଡ଼େ । ପୁଣି ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ଆହୁରି ନକହିଲେ ଚଳେ । ନିଜକୁ ଘୋଡ଼େଇବା ପାଇଁ କାହା କାହା ପାଖରେ କମ୍ବଳ କିମ୍ବା ଗରମ ପୋଷାକଟିଏ ମଧ୍ୟ ନଥାଏ । ଏପରିକି ଯେ ପ୍ରବଳ ଥଣ୍ଡା ଯୋଗୁଁ ଅନେକ ଜୀବନ ମଧ୍ୟ ଚାଲିଯାଏ । ଏହିପରି ଲୋକଙ୍କ ପାଇଁ ସାହାରା ପାଲଟିଛନ୍ତି ମହିଳା ସବ୍ ଇନ୍ସପେକ୍ଟର ଅନିଲା ପରାଶର । ମହିଳା ସବ୍ ଇନ୍ସପେକ୍ଟର […]

Continue Reading

ଓମିକ୍ରନ ଭାରିଆଣ୍ଟକୁ ନେଇ ଭୟଭୀତ ନହୋଇ ଧୈର୍ଯ୍ୟ ସହ ମୁକାବିଲା କରିବା :ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା । ଓମିକ୍ରନ ଭାରିଆଣ୍ଟ ପାଇଁ ଭୟଭୀତ ନହୋଇ ଧୈର୍ଯ୍ୟର ସହ ମୁକାବିଲା କରିବା ଓ ଟିକା ନେବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏବେବି ଓଡ଼ିଶାରେ ୭୦ ଲକ୍ଷ ୫୯ ହଜାର ୨୧୫ ଟିକା ମହଜୁଦ ଅଛି। ପ୍ରଧାନମନ୍ତ୍ରୀ ୩ ଟି ଟ୍ରେସିଂ ,ଟେଷ୍ଟିଂ ଏବଂ ଟ୍ରିଟମେଣ୍ଟକୁ ପୁଣି ଗୁରୁତ୍ୱ ଦେବାକୁ […]

Continue Reading

ଏୟାରଟେଲ ରାସ୍ତାରେ ଜିଓ, ବଢ଼ିଲା ରିଚାର୍ଜ ପ୍ଲାନ; ମହଙ୍ଗା ମାଡ଼ର ଶିକାର ହେବେ ଗ୍ରାହକ

ନୂଆଦିଲ୍ଲୀ: ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ସେମାନଙ୍କର ରିଚାର୍ଜ ପ୍ଲାନ ବଢ଼ାଇ ଗ୍ରାହକଙ୍କୁ ଝଟକା ଦେଇଥିବାବେଳେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ରିଲାଏନ୍ସ ଜିଓ ଏହାର ପ୍ଲାନରେ ବୃଦ୍ଧି କରିବାକୁ ଯାଉଛି । ଜିଓ ଏହାର କିଛି ବିଶେଷ ପ୍ଲାନର ଦାମ ବଢ଼ାଇବାକୁ ଯାଉଛି । ଜିଓ ଏହାର କିଛି ଲୋକପ୍ରିୟ ପ୍ଲାନରେ ୪୮୦ ଟଙ୍କା ପର୍ଯ୍ୟନ୍ତ ଦାମ ବଢ଼ାଇବାକୁ ଯାଉଛି । ନୂଆ ଦର ୧ ଡିସେମ୍ବରରୁ ଲାଗୁ ହେବ […]

Continue Reading