ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନାରେ ସାମିଲ ହେଲା ସୋନପୁର
ସୋନପୁର : ମୁଖ୍ୟମନ୍ତ୍ରୀଙ୍କ ଜନହିତକର ସ୍ମାର୍ଟ କାର୍ଡ ବଣ୍ଟନ ଯୋଜନାରେ ସାମିଲ ହେଲା ସୁବର୍ଣ୍ଣପୁର ଜିଲ୍ଲା । ଆଜି ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସୋନପୁରରେ ପ୍ରାୟ ୭୯ କୋଟି ୨୨ଲକ୍ଷ ୧୩ ହଜାର ଟଙ୍କାର ୬୭ ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ୧ଲକ୍ଷ ୫୩ ହଜାର ୯ ଶହ ଦୁଇ ଜଣ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ […]
Continue Reading
