ମମିତା ମେହେର ହତ୍ୟା ମାମଲା: ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲା । ଏ ହତ୍ୟା ମାମଲାକୁ ନେଇ ଶାସକ ବିଜେଡି ଦଳର ନେତାମାନଙ୍କୁ ପ୍ରବଳ ବିରୋଧ କରାଯାଉଛି । ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି। ମନ୍ତ୍ରୀଙ୍କ ଗାଡ଼ିକୁ କଂଗ୍ରେସ କର୍ମୀ ଅଣ୍ଡାମାଡ଼ କରିବା ସହ କଳା ପତାକା ଦେଖାଇଥିଲେ । ମମିତା ଘଟଣାକୁ ବିରୋଧ କରି କଂଗ୍ରେସ କର୍ମୀ ଏହି ଅଣ୍ଡାମାଡ଼ ଓ କଳା ପତାକା ଦେଖାଇଛନ୍ତି […]
Continue Reading
