କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ, ବାସି ବ୍ରେଡ୍ ଜବତ
କଟକ : କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ । ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିବା ଅଭିଯୋଗରେ ଚଢ଼ାଉ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ । ଚଢ଼ାଉ ବେଳେ ବିପୁଳ ପରିମାଣର ବ୍ରେଡ୍ ଜବତ କରିଛି ସିଏମ୍ସି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ । ଚଢ଼ାଉରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସାମିଲ ହୋଇଥିଲେ । କଟକ ବାଦାମବାଡ଼ି କେଏଫସିରେ ବାସି ବ୍ରେଡ୍ ବିକ୍ରି ହେଉଥିବା ନେଇ ଗ୍ରାହକ ଅଭିଯୋଗ କରିଥିଲେ । ଏଭଳି […]
Continue Reading
