ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ ଆଜି ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସିଂହଦ୍ଵାର ଠାରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିମଳା ମନ୍ଦିର ଓ ମହାଲକ୍ଷ୍ମୀଙ୍କ ଦର୍ଶନ କରି ମହାପ୍ରସାଦ ସେବନ କରିଥିଲେ। ଅନ୍ୟପଟେ କୋଭିଡ କଟକଣା ମଧ୍ୟରେ ଶ୍ରୀମନ୍ଦିର […]

Continue Reading

ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ SRC

ଭୁବନେଶ୍ୱର: ରାଜ୍ୟରେ ସବୁଜ ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ୍ କମିଶନର। ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ଏହା କହିଛନ୍ତି । ଆସନ୍ତା କାଲି ସକାଳ ୧୧ ଟା ବେଳେ ଏସଆରସି ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲ ଙ୍କ ନିର୍ଦ୍ଧେଶାବଳି ଏବଂ କୋଭିଡ଼ ପ୍ରୋଟକଲ କୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ତାଙ୍କ  ନିର୍ଦ୍ଧେଶରେ ସ୍ପଷ୍ଟ କରିଛନ୍ତି।ଶୁଣାଣି ପରେ […]

Continue Reading

ଏକାମ୍ର କ୍ଷେତ୍ରରେ ଠାବ ହେଲା ଆଉ ଏକ ମନ୍ଦିର

ଭୁବନେଶ୍ୱର : ଏକାମ୍ର କ୍ଷେତ୍ରରେ ଠାବ ହେଲା ଏକ ମନ୍ଦିର। ଏସଆଇ ପକ୍ଷରୁ ଖନନ କାର୍ଯ୍ୟ ଚାଲିଥିବା ସମୟରେ ଆଜି ଏହି ମନ୍ଦିର ଭଗ୍ନା ବିଶେଷକୁ ଦେଖିବାକୁ ମିଳିଥିଲା। ସୁକୋଶାରୀ ମନ୍ଦିର ପାଶ୍ୱର୍ରୁ ଏହି ଭଗ୍ନ ମନ୍ଦିର ମିଳିଛି ।ଏଠାରେ ଅନେକ ଐତିହାସିକ ପୂରାତନ ମନ୍ଦିର ଥିବା ଅନୁମାନ କରାଯାଉଛି । ଗତ ଜାନୁଆରୀ ରୁ ଖନନ କାର୍ଯ୍ୟ ଚାଲିଥିଲା ।ବର୍ଷା ଲାଗି ରହିବା କାରଣରୁ କିଛି ଦିନ ମନ୍ଦିର ଖନନ କାର୍ଯ୍ୟ ବନ୍ଦ ଥିଲା। ବର୍ତ୍ତମାନ […]

Continue Reading

ମନ୍ଦିରକୁ ପୁରୁଷ ମନା .. .

ନୂଆଦିଲ୍ଲୀ : ବିଭିନ୍ନ ଧର୍ମ ଆଉ ବିଶ୍ୱାସ ଭିତରେ ରହିଛେ ଆମେ । ଆମ ଚାରିପଟେ ବିଭିନ୍ନ ମଠ ମନ୍ଦିର ମାନ ରହିଛି । ଆଉ ସବୁ ମଠ ମନ୍ଦିର ଗୁଡିକରେ କିଛି ଜଣା ଅଜଣା ଆଉ ରହସ୍ୟମୟ କଥା ରହିଛି ।  କିଛି କଥା ବିଶ୍ୱାସ ନହେଲେ ବି ସତ । ଯେମିତିକି ଆମେ ସବୁ ପ୍ରତିଦିନ ମନ୍ଦିର ଯାଉଛେ ଦର୍ଶନ କରିବାକୁ । ହେଲେ କିଛି ମନ୍ଦିର ଏମିତିକ ରହିଛି ଯେଉଁଠି ବହୁ ଅଜବ […]

Continue Reading

ୟୁନିଫର୍ମ ଯୋଗାଣରେ ବିଳମ୍ବ ନେଇ ବଢୁଛି ଅଶାନ୍ତି

କଟକ : ସରକାରୀ ଆଇଟିଆଇ ଗୁଡିକରେ ପାଠ୍ୟକ୍ରମ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । ଅକ୍ଟୋବର ୨୫ ତାରିଖ ସୁଦ୍ଧା କଟକ ଖପୁରିଆ ସ୍ଥିତ ଆଇଟିଆଇ ଛାତ୍ରଛାତ୍ରୀମାନଙ୍କୁ ୟୁନିଫର୍ମ ଗଚ୍ଛିତ ରଖିବା ପାଇଁ ବିଭାଗ ପକ୍ଷରୁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।। ୟୁନିଫର୍ମ ଯୋଗାଣ ପାଇଁ ଟେଣ୍ଡର ଦାଖଲର ଶେଷ ତାରିଖ ଥିଲା ୩୦। ୨୬ ରୁ ୨୮ ତାରିଖ ମଧ୍ୟରେ ଏହା ବଣ୍ଟନ କରାଯିବ ବୋଲି ନିର୍ଦ୍ଦେଶ ଥିଲା […]

Continue Reading

ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ବୁଝାମଣା ସ୍ବାକ୍ଷର

ଭୁବନେଶ୍ବର : ମହାନଦୀ କୋଲ୍ ଫିଲ୍ଡ ଓ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପେଟ୍ରୋକେମିକାଲ୍‌ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ମଧ୍ୟରେ ସ୍ବାକ୍ଷରିତ ହୋଇଛଇ ଏମଓୟୁ । ସିଏସ୍‌ଆର୍ ପଦକ୍ଷେପ ଅନୁଯାୟୀ ଖଣି ଅଞ୍ଚଳର ପାରିପାର୍ଶ୍ବିକ ଗ୍ରାମର ଯୁବକଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଁ ଏମସିଏଲ ଓ ସିପେଟ୍ ମଧ୍ୟରେ ୧ କୋଟି ୩୮ ଲକ୍ଷ ଟଙ୍କା ବିନିଯୋଗରେ ଦୁଇଟି ବୁଝାମଣା ସ୍ବାକ୍ଷର ହୋଇଛି । ଏହି ଦୁଇଟି ସିଏସ୍‌ଆର୍ ପଦକ୍ଷେପ ଯଥା ‘ଉଡାନ’ ଏବଂ ‘ସହଯୋଗ’ ଯଥାକ୍ରମେ […]

Continue Reading

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ଶେଷରେ ଆର୍ଯ୍ୟନ୍ ଖାନଙ୍କୁ ମିଳିଲା ଜାମିନ

ମୁମ୍ବାଇ : ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶେଷରେ ଆର୍ଯ୍ୟନ ଖାନଙ୍କୁ ମିଳିଲା ଜାମିନ । ତର୍କ ବିତର୍କ ପରେ ଶେଷରେ ଆର୍ଯ୍ୟନଙ୍କ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ୨୬ ଦିନ ଧରି ପୋଲିସ ହେପାଜତରେ ରହିବା ପରେ ଆଶ୍ବସ୍ଥ ହୋଇଛନ୍ତି ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆସନ୍ତାକାଲି ହାଇକୋର୍ଟଙ୍କ ରାୟର ବିସ୍ତୃତ […]

Continue Reading

ଜାପାନ ସମୁଦ୍ରରେ ଫାଟିଲା ଜ୍ୱାଳାମୁଖୀ ,ଦେଖାଗଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର୨୪ଟି ଜାହାଜ

ନୂଆଦିଲ୍ଲୀ : ଜାପାନର ରାଜଧାନୀ ଟୋକିଓ ସମୁଦ୍ରରେ ଜ୍ୱଳାମୁଖୀ ବିସ୍ପୋରଣ ହୋଇଛି।ଏହି ଆଗ୍ନେୟଗିରି ବିସ୍ପୋରଣରେ ଏତେ ଭୟଙ୍କର ଥିଲା ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବୁଡି ଯାଇଥିବା ୨୪ଟି ଜାହାଜ ଦେଖିବାକୁ ମିଳିଛି । ଏହି ଜାହାଜ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସବୁଠାରୁ ଚର୍ଚ୍ଚିତ ଜାହାଜ ଥିଲା ଏବଂ ଏହା ପାଣିରେ ବୁଡି ଯାଇଥିଲା । ଜାପାନ ମିଡିଆର ସୂଚନା ଅନୁସାରେ ଜିମ୍ମା ଦ୍ୱୀପର ପଶ୍ଚିମ ଦ୍ୱୀପରେ ଏହି ଜାହାଜ ପହଁଚିଛି। ଆଗ୍ନୟଗିରି ବିସ୍ପୋରଣ ହେବା ଫଳରେ […]

Continue Reading

ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଏଯାଏଁ ମିଳିଲାନି ୟୁନିଫର୍ମ

କଟକ : ସରକାରୀ ଆଇଟିଆଇରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଡ୍ରେସ୍ କୋଡ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ସରକାର । ଅକ୍ଟୋବର ୨୫ ତାରିଖ ସୁଦ୍ଧା କଟକ ଖପୁରିଆ ସ୍ଥିତ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଗଚ୍ଛିତ ରଖିବା ପାଇଁ ବିଭାଗ ପକ୍ଷରୁ ଆଇଟିଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୟୁନିଫର୍ମ ଯୋଗାଣ ପାଇଁ ଟେଣ୍ଡର ଦାଖଲର ଶେଷ ତାରିଖ ଥିଲା ୩୦ । ଏବଂ ୨୬ ରୁ ୨୮ ତାରିଖ ମଧ୍ୟରେ ଏହା ବଣ୍ଟନ କରାଯିବ ବୋଲି […]

Continue Reading

ପେଗାସସ୍ ଜାସୁସି ମାମଲାରେ ଯାଞ୍ଚ କରିବ ଏକ୍ସପର୍ଟ କମିଟି

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ପେଗାସସ୍ ଜାସୁସି ମାମଲାରେ ଯାଞ୍ଚକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମାମଲାର ଯାଞ୍ଚ କରିବ ଏକ୍ସପର୍ଟ କମିଟି । ଫରେନ୍ସିକ, IT ଓ ସାଇବର ଏକ୍ସପର୍ଟଙ୍କୁ ନେଇ ଟିମ୍ ଗଠନ କରାଯାଇଛି । ବିଦେଶୀ ସଂସ୍ଥାଦ୍ବାରା ଦେଶର ନାଗରିକଙ୍କ ସର୍ଭେଲାନ୍ସ କରାଯିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ଅଦାଲତ । କହିଛନ୍ତି, ବ୍ୟକ୍ତିଗତ ଗୋପନୀୟତାରେ ସରକାର ହସ୍ତକ୍ଷେପ କରିବେ ନାହିଁ । ଜାତୀୟ ସୁରକ୍ଷା ଆଳରେ ସରକାରଙ୍କୁ […]

Continue Reading