ମୁହଁ ଖୋଲିଲେନି ବିଦ୍ୟାଭାରତୀ
ବଲାଙ୍ଗିର: ଫାଇନାଲ୍ ସେମିଷ୍ଟର ଦେଲେ ବିଦ୍ୟାଭାରତୀ । କାହା ସହିତ କଥା ହେଲେନି । ବିଦ୍ୟା ବାପା କହିଲେ- ବିଦ୍ୟା ଓ ପୁରା ପରିବାର ମାନସିକ ଚାପରେ ଅଛୁ । ପରୀକ୍ଷା ଦେଲେ ବିଦ୍ୟାଭାରତୀ । ବହୁଚର୍ଚ୍ଚିତ ମୃତ ପାରଳାଖେମୁଣ୍ଡି ଏସିଏଫ୍ଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ । ବୁଧବାର ଦିନ ବଲାଙ୍ଗୀର ଆସି ସେ ତାଙ୍କର ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଦେଇଛନ୍ତି । ପରୀକ୍ଷା କେନ୍ଦ୍ର ବାହାରେ ବିଦ୍ୟାଭାରତୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ମଧ୍ୟ […]
Continue Reading
