ଗହମ ଏବଂ ସୋରିଷ ସମେତ ୬ଟି ରବି ଫସଲର ଏମଏସପିରେ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଚଳିତ ଫସଲ ବର୍ଷ ପାଇଁ ଗହମ ଏବଂ ସୋରିଷ ସମେତ ୬ ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ କେନ୍ଦ୍ର ସରକାର ବୁଧବାର ଘୋଷଣା କରିଛନ୍ତି। ଗହମର ଏମଏସପି କ୍ୱିଣ୍ଟାଲ ପିଛା ୪୦ ଟଙ୍କା ବୃଦ୍ଧି କରାଯାଇଛି। ବୃଦ୍ଧି ପରେ ଗହମ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ୨,୦୧୫ ଟଙ୍କା ମୂଲ୍ୟରେ କ୍ରୟ କରାଯିବ। ଏହା ବ୍ୟତୀତ ସୋରିଷର ଏମଏସପି କ୍ୱିଣ୍ଟାଲ ପ୍ରତି ୪୦୦ ଟଙ୍କା ବୃଦ୍ଧି କରି ୫,୦୫୦ ଟଙ୍କାକୁ […]

Continue Reading

ଛୋଟ ପରଦାକୁ ଫେରୁଛନ୍ତି ରେଣୁକା

ମୁମ୍ବାଇ: “ହମ୍ ଆପକେ ହୈ କୌନ” ଭଳି ଫିଲ୍ମ ଓ “ସୁରଭି” ଭଳି ଟିଭି ସୋ’ ଜରିଆରେ ଘରେଘରେ ପରିଚିତ ହୋଇଥିଲେ ଅଭିନେତ୍ରୀ ରେଣୁକା ସାହାଣୀ । ସମୟକ୍ରମେ ଅଭିନେତା ଆଶୁତୋଷ ରାଣାଙ୍କୁ ବିବାହ କରିବା ପରେ ସେ ରୂପେଲି ପରଦାରୁ ଦୂରେଇ ଯାଇଥିଲେ । ନିକଟରେ ଅଳ୍ପ ବହୁତ ବଲିଉଡ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା । ତେବେ ଆଗାମୀ ଦିନରେ ସେ ଖୁବ ଶୀଘ୍ର ଛୋଟ ପରଦାକୁ ଫେରୁଥିବା ଜଣାପଡିଛି । “କ୍ରାଇମ୍ ପେଟ୍ରୋଲ […]

Continue Reading

ସହାୟତା ଅପେକ୍ଷାରେ ଦିଉଡୁ

ରାୟଗଡ଼ା: ଆର୍ଥିକ ଅନଟନରେ ଚିକିତ୍ସା ଅଭାବରୁ ମୃତ୍ୟୁ ସହ ଲଢ଼ୁଛନ୍ତି ଆଦିବାସୀ ଯୁବକ ଦିଉଡୁ ମାଝୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ  ଅନ୍ତର୍ଗତ ବଡ଼ ପୁକେଲର ଆଦିବାସୀ ଯୁବକ ଦିଉଡୁ ମାଝୀ । ବାପାଙ୍କର ମୃତ୍ୟୁ ପରେ ଘରର ମୁରବି କେବଳ ମାଆ ସୋଦ୍ରୀ ମାଝୀ । ପରିଣତ ବୟସରେ ଜଙ୍ଗଲରୁ କାଠ ସଂଗ୍ରହ କରି ଟିକିରି ଅଂଚଳରେ ବିକ୍ରି କରିଲେ ଘର ଚଳେ । ଦୀର୍ଘ ଦୁଇବର୍ଷ ତଳେ ଡିଉଦିଙ୍କ ମେରୁଦଣ୍ଡ ଛୋଟିଆ ମାଂସ […]

Continue Reading

ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା

କେନ୍ଦୁଝର: ଏବିଭିପି କେନ୍ଦୁଝର ଶାଖା ପକ୍ଷରୁ ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି l ଏବିଭିପି କେନ୍ଦୁଝର ନଗର ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ ବଣିଆପାଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ PDP ବା ବ୍ୟକ୍ତିତ୍ୱ ବିକାଶ କାର୍ଯ୍ୟାଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କ୍ରମ ରେ ନୂତନ ଭାବେ ମହାବିଦ୍ୟାଳୟ କୁ ପ୍ରବେଶ କରିଥିବା ବିଦ୍ୟାର୍ଥୀ ଙ୍କୁ ଅନେକ ପ୍ରକାର ମୌଳିକ ଶିକ୍ଷା ଦିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବହୁ […]

Continue Reading

ବିଧାନସଭାରେ ପାରିତ ହେଲା ମ୍ୟୁନିସିପାଲ ଆଇନ୍‌ ସଂଶୋଧନ ବିଲ୍‌

ଭୁବନେଶ୍ବର : ବିଧାନସଭାରେ ପାରିତ ହୋଇଛି ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି । ବିଲ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି ଓ ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବ୍ୟସ୍ଥା ରହିବ । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ […]

Continue Reading

ରବି ଶାସ୍ତ୍ରୀ, କୋହଲିଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ରହିଛି । ଏହାର କାରଣ ହେଲା ଶାସ୍ତ୍ରୀ, କୋହଲି ମନା କରାଯିବା ସତ୍ୱେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ଉପସ୍ଥିତ ଭୀଡ ଯୋଗୁ ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଏହି ଦୁଇ ଜଣଙ୍କର ଖାମଖିଆଲ ମନୋଭାବ ଯୋଗୁ ସମ୍ପୂର୍ଣ୍ଣ ଟିମ ସଙ୍କଟରେ ପଡି ଯାଇଥିଲା । ସୋସିଆଲ ମିଡିଆରେ […]

Continue Reading

ମାତିଛନ୍ତି ମନ୍ଦିର ଲୁଟେରା

ଗୁଣୁପୁର: ମନ୍ଦିରର ତାଲାଭାଙ୍ଗି ଲୁଟ୍ । ଗୁଣୁପୁର ସଦର ରେ ଥିବା ଗ୍ରାମଦେବୀ ମନ୍ଦିରୁ ଲୁଟ୍ ହୋଇଛି।କିଛି ଦୁର୍ବୃତ୍ତ ମନ୍ଦିରର ମୁଖ୍ୟ ଫାଟକରେ ଥିବା ତାଲାଭାଙ୍ଗି ମା’ଙ୍କ ଦେହରେ ଲାଗି ହୋଇଥିବା ଲକ୍ଷାଧିକ ଟଙ୍କାର ସୁନା ,ରୂପା ଅଳଙ୍କାରକୁ ଲୁଟିନେଇଛନ୍ତି। ଆଜି ସକାଳେ ପୂଜକ ପୂଜା କରିବାକୁ ଆସିବା ସମୟରେ ମା ଙ୍କ ଦେହରେ ଅଳଙ୍କାର ନଥିବା ଦେଖିଥିଲେ। ପରେ ଗାଁ ଲୋକଙ୍କ ସହାୟତାରେ ଗୁଣୁପୁର ସଦର ଥାନା ପୋଲିସକୁ ଖବର ଦେଇଥିଲେ। ପରେ ସ୍ଥାନୀୟ ତହସିଲଦାର,ଏସ […]

Continue Reading

ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର : ପାରାଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀସ୍ଥିତ ସରକାରୀ କାର୍ଯ୍ୟାଳୟରେ ପ୍ରମୋଦଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୋକିଓରେ ପ୍ରମୋଦ ଭଗତଙ୍କ ସମେତ ପାରା ଅଲିମ୍ପିଆନଙ୍କ ପ୍ରଦର୍ଶନ ଦେଶକୁ ପ୍ରେରଣା ଦେଇଛି । ଏହି ସଫଳତା ଆମ ଦେଶ ବିଶେଷ କରି ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ପାରାଅଲିମ୍ପିକ୍ସର […]

Continue Reading

କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ନିୟମ ନମାନିଲେ ଲକଡାଉନ୍ ଫେରିବ

ଭୁବନେଶ୍ବର : ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢିବା ଚିନ୍ତାଜନକ ହୋଇଛି । ତେଣୁ ଏ ପରିସ୍ଥିତିରେ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । […]

Continue Reading

ନୂଆ ଭାରିଆଣ୍ଟ ସୃଷ୍ଟି ନହେଲେ ଦେଶରେ ମାରାତ୍ମକ ହେବନି ତୃତୀୟ ଲହରୀ

ନୂଆଦିଲ୍ଲୀ : କରୋନାକୁ ନେଇ ଲୋକଙ୍କ ମନରେ ଭୟ ଓ ଆତଙ୍କ ଥମିବାର ନାଁ ନେଉନି । ଆକ୍ରାନ୍ତ ସାଙ୍ଗକୁ ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଏବେ ବି ଭୟ କମିନି । ଏଭଳି ସ୍ଥିତିରେ ବିଶିଷ୍ଟ ଭୂତାଣୁ ବିଜ୍ଞାନୀ କହିଛନ୍ତି, ଯଦି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ବିତୀୟ ଲହରୀ ପରି ତୃତୀୟ ଲହର ମାରାତ୍ମକ ହେବ ନାହିଁ । ଏହାସହ ଦେଶରେ ପିଲାଙ୍କୁ ଟିକାକରଣ ନେଇ ସବିଶେଷ ତଥ୍ୟ ପ୍ରସ୍ତୁତ […]

Continue Reading