ସମ୍ବଲପୁରରୁ ନକଲି ଟଙ୍କା ଜବତ, ୨ ଜଣଙ୍କୁ ଗିରଫ କଲା ବୁର୍ଲା ପୋଲିସ

ସମ୍ବଲପୁର : ନକଲି ଟଙ୍କାର ଗଡ ପାଲଟିଲାଣି ସମ୍ବଲପୁର ସହର । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳାପୁଳା ନକଲି ଟଙ୍କା । ଗତ ଅଗଷ୍ଟ ୮ ତାରିଖରେ ସହରରୁ ୧୩ ଲକ୍ଷର ନକଲି ଟଙ୍କା ଜବତ ହୋଇଥିବା ବେଳେ, ଆଜି ପୁଣି ବୁର୍ଲା ପୋଲିସ ହାତରେ ଲାଗିଛି ୧୨ ହଜାର ୩୦୦ ଟଙ୍କା । ଘଟଣାରେ ୨ ଜଣକୁ ଗିରଫ କରିବାରେ ସଫଳ ହୋଇଛି ବୁର୍ଲା ପୋଲିସ । ଆଜି ଜଣେ ଅଟୋ ଚାଳକକୁ […]

Continue Reading

ଫିଟିବ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ, ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ ଜେରା

ବାଲେଶ୍ବର: ଫିଟିବ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଜଣ ମହିଳା ଅଫିସରଙ୍କ ସହ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ମାରାଥନ ଜେରା କରିଛି । ବିଭିନ୍ନ ଦିଗରୁ ବିଦ୍ୟା ଭାରତୀଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଛି । ସୌମ୍ୟଙ୍କ ମୃତ୍ୟୁ କିପରି ହେଲା ? ଏହି ସମୟରେ ବିଦ୍ୟାଭାରତୀ କଣ କରୁଥିଲେ […]

Continue Reading

ବନ୍ୟା ଜଳରେ ବୁଡିଲା ହସ୍ପିଟାଲ,ରୋଗୀ ଦେଖିଲେ ମାଛ

ବିହାର :ବିହାର ରେଫରାଲ ହସ୍ପିଟାଲରେ ଭିତରେ ପଶିଲା ବନ୍ୟା ପାଣି ରୋଗୀ ଓ ହସ୍ପିଟାଲ କର୍ତୁପକ୍ଷ ଦେଖିଲେ ମାଛ । ଘଟଣା ଟି ଆଶ୍ଚଯ୍ୟ ଲାଗୁଥିଲେ ବି ଶତ । ବିହାରର ବୈଶାଲୀ ଜିଲ୍ଲାରେ ବନ୍ୟା ଯୋଗୁଁ ଚାରିଆଡେ ପାଣି ମାଡିଯାଇଛି । ଗଣ୍ଡକି ନଦୀରୁ ବନ୍ୟା ପାଣି ଆସି ଚାରିଆଡେ ମାଡିଯାଇଛି। ବୈଶାଲୀ ଜିଲ୍ଲା ଲାଲଗଂଜ ଆଦି ଅଞ୍ଚଳ ଗଭୀର ଭାବେ ପ୍ରଭାବିତ ହୋଇଛି। ଲାଲଗଂଜ ରେଫରାଲ ହସ୍ପିଟାଲରେ ବନ୍ୟା ପାଣି ପଶିଯାଇଥିଲା । ହସ୍ପିଟାଲ […]

Continue Reading

ଆଫଗାନିସ୍ତାନକୁ ଘାରିଛି ଅନାହାର ଭୟ

ଭୁବନେଶ୍ୱର: ତାଲିବାନ ଅଧିକୃତ ଆଫଗାନିସ୍ତାନରେ ଲୋକେ ଏକାଧିକ କାରଣ ପାଇଁ କୋକୁଆ ଭୟରେ ଦିନ କାଟୁଛନ୍ତି । ଏହି ଦେଶର ୪ରୁ ୫ ମିଲିଅନ ପରିବାର ଖାଦ୍ୟ ଓ ଜଳାଭାବ ସାଙ୍ଗକୁ ତାଲିବାନର ନୂଆ ନିୟମକୁ ନେଇ ଅନିଶ୍ଚିତତା ଘେରରେ ରହିଛନ୍ତି । ବିଗତ ତିନି ମାସ ଧରି ଆଫଗାନିସ୍ତାନ ଲୋକଙ୍କ ପାଖକୁ ବାହାର ଦେଶରୁ କୌଣସି ପ୍ରକାର ସହାୟତା ପହଂଚିପାରୁନି । ଦିନ ଥିଲା ଶୀତ ଋତୁ ପୂର୍ବରୁ ଆଫଗାନିସ୍ତାନ ସରକାର ଜୁଲାଇ, ଅଗଷ୍ଟ ଓ […]

Continue Reading

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ମାଲକାନଗିରି: ଗୋଟିଏ ପଟେ କରୋନା ମହାମାରୀର ଲଗାତାର ଚଡକ । ସେପଟେ କେନ୍ଦ୍ର ସରକାରଙ୍କ ବିପରୀତଗାମୀ ନିଷ୍ପତ୍ତି । ରୋଜଗାର ଅଭାବ ଓ ରୋଗର ତାଡନାକୁ ଆଉ କେତେଦିନ ସହିବେ ସାଧାରଣ ଲୋକେ । ପେଟ୍ରୋଲ୍ ଓ ଡିଜେଲ୍ ପରେ ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଘଟଣା ମଧ୍ୟବିତ୍ତ ପରିବାରକୁ ଧନ୍ଦି ପକାଇଛି । ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ କରି ଆଜି ମାଲକାନଗିରି ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇଥିଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ […]

Continue Reading

ଯୁବକଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା : ରାୟଗଡ଼ାରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା କପିଳାସ ରୋଡରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବି.ରାଜୁ ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ପରକିୟାପ୍ରୀତିରୁ ଏହି ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଯୁବକଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରିଛି […]

Continue Reading

୧୪ ମିନିଟର ଫୋନ ….ସବୁ କିଛି ଉଜାଗର !

କାବୁଲ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ୧୪ ମିନିଟର ଫୋନ କଥା ବାର୍ତା ତାଲିବାନ ରାଜୁତି କରିବାର ସମସ୍ତ ସୂତ୍ର ବଖାଣି ଦେଉଛି । ରଏଟର୍ସରେ ପ୍ରକାଶିତ ଖବର ଅନୁସାରେ ଜୁଲାଇ ୨୩ରେ ଉଭୟଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ଘନିଙ୍କୁ ବାଇଡେନ ସାମରିକ ସହାୟତା ଯୋଗାଇ ଦେବା ନେଇ ଆଶ୍ୱସନା ଦେଇଥିଲେ । ଜେନେରାଲ ବିସମିଲା ଖାଁଙ୍କୁ ତାଲିବାନ ବିରୋଧରେ ଲଢ଼ିବା ଦାୟିତ୍ୱ ଦେବା ପାଇଁ […]

Continue Reading

ଏଠି ମା’ଙ୍କ ପାଖେ ଭୋଗ ଲାଗେ ନୁଡୁଲ୍‌ସ ଆଉ ମୋମୋ

ନୂଆଦିଲ୍ଲୀ: ବିଭିଧତାର ଦେଶ ଭାରତ। ସଂସ୍କୃତି ଏବଂ ଧର୍ମର ବିବିଧତା ପାଇଁ ଭାରତ ସାରା ବଶ୍ବରେ ପ୍ରସିଦ୍ଧ। ନିଜ ଧର୍ମ ଓ ପରମ୍ପରାକୁ ବଜାୟ ରଖିବାରେ ସର୍ବାଗ୍ରେ ରହିଛି ଭାରତ। ହିନ୍ଦୁମାନଙ୍କ ପାଇଁ ସବୁଠୁ ବଡ଼ ଅସ୍ତ୍ର ହେଉଛନ୍ତି ଈଶ୍ବର। ଭାରତରେ ଯେତିକି ଦେବାଦେବୀଙ୍କ ମନ୍ଦିର ରହିଛି ତାହା ଅନ୍ୟ କେଉଁ ଦେଶରେ ନାହିଁ। ପ୍ରତ୍ୟେକ ମନ୍ଦିରରେ ବିଭିନ୍ନ ପ୍ରକାରର ଫଳମୂଳ ସାଙ୍ଗକୁ ମିଠା, ପିଠା ଆଦି ଭୋଗ ଲାଗିଥାଏ। ହଁ କେଉଁ କେଉଁ ସ୍ଥାନରେ ଆମିଷ […]

Continue Reading

ଜାଣନ୍ତୁ କେଉଁଠି ମିଳୁଛି ୨୨ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ ବଡା ପାଓ

ଭୁବନେଶ୍ୱର: ମୁମ୍ବାଇର ବଡା ପାଓ (ପାଉଁରୁଟି, ଆଳୁଚପ୍‌) କେବଳ ଭରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ପରିଚିତ । ତେବେ ନିକଟରେ ଦୁବାଇରେ ବଡା ପାଓର ଏକ ଅପଗ୍ରେଡ୍ ଭର୍ସନ୍ ସାମ୍ନାକୁ ଆସିଛି । ଗୋଲ୍ଡେନ୍ ବିରିଆନୀ ଓ ବର୍ଗର୍ ପରେ ଏବେ ୨୨ କ୍ୟାରେଟ୍ ଗୋଲ୍ଡେନ୍ ବଡା ପାଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦୁବାଇର କରାମା ସ୍ଥିତ ଓ ପାଓ ରେଷ୍ଟୁରାଣ୍ଟ ପ୍ରସ୍ତୁତ କରିଛି ୨୨ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ ବଡା ପାଓ […]

Continue Reading

ଗୁରୁଦ୍ୱାରରେ ଝାଡୁ ଲଗାଇ ଭୁଲ୍‌ର ପ୍ରାୟଶ୍ଚିତ କରିବେ ଏଆଇସିସିର ମହାସଚିବ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ନେତୃତ୍ୱକୁ ‘ପଞ୍ଜ ପ୍ୟାରେ’ ବୋଲି କହିବା ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ହରିଶ ରାୱତ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ତାଙ୍କ ଭୁଲର ପ୍ରାୟଶ୍ଚିତ କରିବାକୁ ସେ ଗୁରୁଦ୍ୱାର ଚଟାଣରେ ଝାଡୁ ଲଗାଇବେ। ମଙ୍ଗଳବାର ଦିନ ଚଣ୍ଡିଗଡ଼ର ପଞ୍ଜାବ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ବୈଠକ ପରେ ପଞ୍ଜାବ କଂଗ୍ରେସ ସଭାପତି ତଥା ତାଙ୍କର ଚାରିଜଣ କାର୍ଯ୍ୟରତ ସଭାପତି ପାଇଁ ରାୱତ ‘ପଞ୍ଜ ପ୍ୟାରେ’ ଶବ୍ଦ […]

Continue Reading