କାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍
ନୂଆଦିଲ୍ଲୀ : ଆସନ୍ତାକାଲିଠୁ ଦିଲ୍ଲୀରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ । ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ଶହେ ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ମେଟ୍ରୋ । ହେଲେ ମେଟ୍ରୋରେ କୌଣସି ବ୍ୟକ୍ତି ଠିଆ ହୋଇ ଯାଇପାରିବେ ନାହିଁ ବୋଲି ଗାଇଡଲାଇନ ଜାରି କରିଛନ୍ତି ଦିଲ୍ଲୀ ସରକାର । ଡିଡିଏମଏ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡ ଲାଇନ ଅନୁସାରେ, ଆସନ୍ତାକାଲି ଠାରୁ ଶହେ ପ୍ରତିଶତ ବସିବା କ୍ଷମତାରେ […]
Continue Reading
