ଆଣ୍ଡି ଜାସି ହେଲେ ଆମାଜନର ନୂଆ ସିଇଓ
ନୂଆଦିଲ୍ଲୀ: ସୋମବାର ଦିନ ଇ-କମର୍ସ କମ୍ପାନୀ ଆମାଜନର ମୁଖ୍ୟ ଜେଫ୍ ବେଜୋସ୍ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ଏହି ପଦବୀରେ ଯୋଗ ଦେଇଛନ୍ତି ଆମାଜନ ୱେବ୍ ସର୍ଭିସେସ୍ (AWS) ର ପୂର୍ବତନ ମୁଖ୍ୟ ଆଣ୍ଡି ଜାସି। ଆମାଜନ ଡଟ୍ କମ୍ ର ନୂଆ ସିଇଓ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଣ୍ଡି ଜାସି। ୧୯୯୪ ରେ ଏକ ଗ୍ୟାରେଜରୁ ଆମାଜନ ଆରମ୍ଭ କରିଥିବା ଏବଂ ବର୍ଷ ବର୍ଷ ଧରି ଏହାକୁ କଳ୍ପନା ଯୋଗ୍ୟ ଉଚ୍ଚତାକୁ ନେଇଥିବା […]
Continue Reading
