ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ‘ୱାଫଲ୍ସ’ ଖାଇଲେ ବ୍ୟକ୍ତି
ୱାଶିଂଟନ: ଜଣେ ଆମେରିକୀୟ ବ୍ୟକ୍ତି ନିଜ ଫାଣ୍ଟାସି ଫୁଟବଲ ଲିଗରେ ହାରିଯାଇଥିବାରୁ ନିଜକୁ ଦଣ୍ଡ ଦେବା ପାଇଁ ୧୫ ଘଣ୍ଟାରେ ୯ଟି ୱାଫଲସ୍ ଖାଇଲେ। ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଏହା ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ। ଆମେରିକା ମିସିସିପିର ଜଣେ ସାମ୍ବାଦିକ ତାଙ୍କ ଫାଣ୍ଟାସି ଫୁଟବଲ ଲିଗରେ ହାରିଯିବା ପରେ ୱାଫଲ ହାଉସ ରେଷ୍ଟୁରାଣ୍ଟରେ ୨୪ ଘଣ୍ଟା ବିତାଇଥିଲେ। ଲି ସାଣ୍ଡର୍ଲିନ୍ ନାମକ ଜଣେ ବ୍ୟକ୍ତି […]
Continue Reading
