କୁମ୍ଭମେଳାରେ ୧ ଲକ୍ଷ ନକଲି କରୋନା ଟେଷ୍ଟ

ହରିଦ୍ୱାର : କରୋନା ମହାମାରୀ ସମୟରେ ବି ଜାଲିଆତି । କରୋନା ଯୋଗୁ ବହ ଲୋକଙ୍କ ନକଲି ଟେଷ୍ଟ କରାଯାଇଥିବା ଘଟଣା ପଦାକୁ ଆସିଲା । ଏହି ଘଟଣା ହେଉଛି କୁମ୍ଭମେଳା ସମୟର । ଉତ୍ତରାଖଣ୍ଡ ହରିଦ୍ୱାରରେ ହୋଇଥିବା କୁମ୍ଭମେଳାରେ ୪ଲକ୍ଷରୁ ଅଧିକ ଲୋକଙ୍କ ଟେଷ୍ଟ କରାଯାଇଥିବା ଦାବି କରାଯାଇଥିଲା । ହେଲେ ଏହି ଟେଷ୍ଟିରେ ବି ଘୋଟାଲା ଅଭିଯୋଗ ହୋଇଛି । ଏଥିରେ ୧ଲକ୍ଷରୁ ଅଧିକ ନକଲି ଟେଷ୍ଟ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗ […]

Continue Reading

ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ହାଟିଆ ଓ ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ହାଟିଆ ଓ ବେଙ୍ଗାଲୁରୁ କ୍ୟାଣ୍ଟ ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସେହିପରି ବିଶାଖାପାଟଣା-ମୁମ୍ବାଇ ଏଲଟିଟି ସ୍ବତନ୍ତ୍ର ଟ୍ରେନକୁ ସାମୟିକ ଭାବେ ବାତିଲ୍ କରାଯାଇଛି । ୦୮୬୩୭/୦୮୬୩୮ ହାଟିଆ-ବେଙ୍ଗାଲୁରୁ କ୍ୟାଣ୍ଟ.-ହାଟିଆ ସ୍ବତନ୍ତ୍ର ଟ୍ରେନ ହାଟିଆରୁ ଜୁନ ୧୯ ଓ ୨୬ ତାରିଖ ଶନିବାର ସନ୍ଧ୍ୟା ୬ଟା […]

Continue Reading

ଡବ୍ୟୁଟିସି ଫାଇନାଲ : ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ସାଉଥାମ୍ପଟନ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମଙ୍ଗଳବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବ୍ୟାଟିଂ ଲାଇନ ଅପରେ ବିଶେଷ ପରିବର୍ତନ ଥିବା ବେଳେ ବୋଲିଂ କମ୍ପିନେଶନ ନେଇ ସସପେନ୍ସ ରହିଛି । ହନୁମା ବିହାରୀ ଚୂଡାନ୍ତ ଏକାଦଶରେ ସାମିଲ ହେଲେ ରିଷଭ ପନ୍ତ ୭ମ ସ୍ଥାନରେ ବ୍ୟାଟିଂ କରିବେ । ବିହାରୀ ସାମିଲ ନ ହେଲେ ସେ ୬ ନମ୍ବର ସ୍ଥାନରେ ଖେଳିବେ । ଈଶାନ୍ତ ଶର୍ମା ଏବଂ ମହମ୍ମଦ ସିରାଜଙ୍କ […]

Continue Reading

ଜୁନ ୧୮ରୁ ଖୋଲିବ ଦିଲ୍ଲୀ ଏମ୍‌ସ ଓପିଡି

ନୂଆଦିଲ୍ଲୀ : ଦେଶରେ ଏବେ ତଳ ମୁହାଁ କରୋନା ସଂକ୍ରମଣ । ପ୍ରତିଦିନ ମାମଲା ହ୍ରାସ ପାଉଥିବାରୁ ଦିଲ୍ଲୀ ଏମସ ପକ୍ଷରୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନୂଆ ଘୋଷଣା ଅନୁସାରେ, ଜୁନ ୧୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଦିଲ୍ଲୀ ଏମସ ଓପିଡି । ଏନେଇ ଦିଲ୍ଲୀ ଏମସ ଅଧୀକ୍ଷକ ଡକ୍ଟର ଡି.କେ ଶର୍ମା ସୂଚନା ଦେଇଛନ୍ତି । ନୂଆ ନିର୍ଦ୍ଦେଶନାମା ଅନୁସାରେ, ଯେଉଁମାନେ ଅନଲାଇନ୍ କିମ୍ବା ଟେଲିଫୋନ ଆପଏଣ୍ଟମେଣ୍ଟ ନେଇଥିବେ ସେହି ରୋଗୀମାନଙ୍କର ଓପିଡିରେ […]

Continue Reading

ପୁରୀରେ ପୋଲିସର ଚଢ଼ାଉ, ୩୦ ବୋତଲ କଫ୍ ସିରପ ଜବତ

ପୁରୀ : ନିଶା ବେପାରୀଙ୍କ ବିରୋଧରେ ପୁରୀ ପୋଲିସର ସ୍ପେଶାଲ ଡ୍ରାଇଭ୍ । ଚଢ଼ାଉ ବେଳେ ଜବତ ହୋଇଛି ବିପୁଳ ପରିମାଣର କଫ୍ ସିରପ । ବେଆଇନ ଭାବେ କଫ୍ ସିରପ କାରବାର ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଆଜି ବେଆଇନ ଭାବେ କଫ୍ ସିରପ ବିକ୍ରି କରୁଥିବା ବେଳେ ପୁରୀ ସଦର ଖଣ୍ଡିଆ ବନ୍ଧର କେଶବ ଦାସକୁ କାବୁ କରିଥିଲା ପୋଲିସ । ତା ପାଖରୁ ୩୦ ବୋତଲ […]

Continue Reading

ଦାଦା ବଟି ଅଭିଯୋଗରେ ୪ ଗିରଫ

ପୁରୀ: ପୁରୀ ସହରରେ ଦାଦା ବଟି ଅଭିଯୋଗ । ଏହି ଘଟଣା ନେଇ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ , କାନୁ ମହାପାତ୍ର , ଚୈତନ୍ୟ ପୃଷ୍ଟି , ସତ୍ୟ ରଂଜନ ପଣ୍ଡା ।ଅଭିଯୁକ୍ତ ମାନେ ମରିଚିକୋଟ ଛକରେ ଥିବା ଅଭିରାମ ପରମହଂସ ଆଶ୍ରମକୁ ଯାଇ ସେଠାରେ ୩୦ ହଜାର […]

Continue Reading

ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା, ଜୁଲାଇରେ ହେବ ନୂଆ ତାରିଖ ଘୋଷଣା

ଭୁବନେଶ୍ବର : ପୁଣି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା । ମହାମାରୀ କୋରୋନା ସଂକ୍ରମଣ କାରଣରୁ ଓଜେଇଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା କେବେ ହେବେ, କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ସେହିପରି ପରୀକ୍ଷା ପାଇଁ ଅନ୍‌ଲାଇନ୍ ଅବେଦନର ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ଆସନ୍ତା ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧିକୁ […]

Continue Reading

ଛୁଇଁଲା ମୌସୁମୀ, ପ୍ରଥମ ବର୍ଷାରେ ଭିଜିଲା ରାୟଗଡା

ରାୟଗଡା: ଗ୍ରୀଷ୍ମ ପ୍ରବାହରୁ ରାୟଗଡା ଜିଲ୍ଲାକୁ ନିସ୍ତାର ମିଳିଛି । ଲଗାତାର ଭାବେ ଦୁଇଦିନ ଧରି ଅବିଶ୍ରାନ୍ତ ବର୍ଷା ଓ କୋହଲା ପାଗ ଲୋକଙ୍କୁ ରୌଦ୍ର ତାପରୁ ଆସ୍ୱସ୍ତି ଦେଇଛି । ପାଣିପାଗ ବିଭାଗ ଦ୍ୱାରା ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ପ୍ରବେଶ ଆକଳନ ସତ ହୋଇଛି । ରାୟଗଡାକୁ ଛୁଇଁଛି ପଶ୍ଚିମ ମୌସୁମୀ । ସମଗ୍ର ଜିଲ୍ଲାରେ ବର୍ଷା ଲାଗି ରହିଛି । ବିଗତ ୨୪ ଘଣ୍ଟାରେ କାଶୀପୁର ବ୍ଲକରେ ସର୍ବାଧିକ […]

Continue Reading

ନକଲି ଔଷଧ କାରବାରର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକରୁ ବିପୁଳ ପରିମାଣର ନକଲି ଔଷଧ ଠାବ ହେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଚଢ଼ାଉ ବେଳେ ଫାଭିପିରାଭିର ସହ ଅନ୍ୟ ୯ଟି ନକଲି ଔଷଧ ଠାବ ହୋଇଥିଲା । ଗତ ଶୁକ୍ରବାର କଟକ କନିକା ଚକରେ ଥିବା ଏକ ମେଡିସିନ୍ ହୋଲସେଲରୁ ୬୯ ଲକ୍ଷରୁ ଅଧିକ ଟଙ୍କାର […]

Continue Reading

ଗଞ୍ଜାମ ପାଟପୁରରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଗଞ୍ଜାମ : ଗଞ୍ଜାମ ପାଟପୁରରୁ ଠାବ ହେଲା ନକଲି ଥଣ୍ଡା ଓ ମୃଦୁ ପାନୀୟ କାରଖାନା । ପୋଲିସର ଚଢ଼ାଉ ବେଳେ ଠାବ ହୋଇଛି ଏହି ନକଲି ମୃଦୁ ପାନୀୟ କାରଖାନା । ଏହାସହ କୁରକୁରେ କାରଖାନା ମଧ୍ୟ ଠାବ କରିଛି ପୋଲିସ । ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପାଟପୁର ପୋଲିସ । ଖବର ପାଇଁ ଆଜି ପାଟପୁର ଥାନା ଖଣ୍ଡଦେଉଳି ଗାଁରେ ଚଢ଼ାଉ କରିଥିଲା ପୋଲିସ । ଏକ ଘରେ ବେଆଇନ ଭାବେ […]

Continue Reading