ଜହ୍ନ ରାଇଜରେ ଜାଗା ଭେଟି…
କୁଜଙ୍ଗ : ଆଉ ବେଶୀ ଦୂର ନୁହେଁ ଜହ୍ନର ରାଇଜ । ଏଇ ଜହ୍ନ, ଯିଏ କେବଳ ଲେଖନୀ ଆଉ କାଗଜ ପୃଷ୍ଠାରେ ସ୍ଥାନୀତ ହେଉଥିଲା । ହେଲେ ଏବେ ସେହି ଜହ୍ନରେ ରହିବାକୁ ମଣିଷ ଦୁଇ ପାଦ ଆଗକୁ ଆସିଗଲାଣି । ଜହ୍ନରେ ଜାଗା କିଣି ଭେଟି ଦେଉଛି ନିଜ ପରିବାରକୁ । ଜଗତସିଂହପୁର କୁଜଙ୍ଗ ବ୍ଲକ୍ ବଡ଼ଙ୍ଗ ଅଞ୍ଚଳର ସମାଜସେବୀ ପ୍ରବୀର ପ୍ରଧାନ । ଆମେରିକାର ଲୁନାର ସୋସାଇଟିରୁ ଜାଗା କିଣି ନିଜ ଝିଅ […]
Continue Reading
