ନୂଆ ନିୟମ ମାନିବା ଲାଗି ଟ୍ୱିଟରକୁ କେନ୍ଦ୍ରର ଅନ୍ତିମ ଚେତାବନୀ
ନୂଆଦିଲ୍ଲୀ: ଟ୍ବିଟରକୁ କେନ୍ଦ୍ରର ଅନ୍ତିମ ଚେତାବନୀ। ନୂତନ ଆଇଟି ନିୟମ ମାନିବା ପାଇଁ କେନ୍ଦ୍ର ସରକାର ଶନିବାର ଟ୍ୱିଟରକୁ ଶେଷ ନୋଟିସ୍ ପଠାଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ଦିଆଯାଇଥିବା ନୂଆ ନିର୍ଦ୍ଦେଶାବଳୀକୁ ଟ୍ବିଟର ଏଯାଏ ଅନୁମୋଦନ କରିନାହିଁ। ଏହି ଚିଠି ଟ୍ବିଟର ଡେପୁଟି ଜେନେରାଲ କାଊନ୍ସିଲ୍ ଜିମ ବେକରଙ୍କୁ ଲେଖାଯାଇଛି। ସେ ୨୦୨୦ ରେ ଟ୍ୱିଟରର ଡେପୁଟି ଜେନେରାଲ କାଉନସିଲ୍ ଭାବରେ ନିଯୁକ୍ତ ହୋଇଥିଲେ। ଆଜି ସକାଳେ ଟ୍ବିଟର ଏବଂ କେନ୍ଦ୍ର ମଧ୍ୟରେ ଚାଲିଥିବା ବିବାଦକୁ କେନ୍ଦ୍ର […]
Continue Reading
