ଓଡ଼ିଶାରେ କରୋନା ରେଡ୍ ହଟ୍ ଜିଲ୍ଲା ଖୋର୍ଦ୍ଧା-ସୁନ୍ଦରଗଡ଼-କଟକ

ଭୁବନେଶ୍ୱର: ରାଜ୍ୟରେ କରୋନାର ରେଡ୍ ହଟ୍ ଜିଲ୍ଲା ପାଲଟିଛନ୍ତି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ସେକେଣ୍ଡ ଓ୍ୱେଭରେ ବିଭିନ୍ନ ସମୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ହଜାରେ ପାର କରିଛି । ଆଜି କଟକରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ରାଜ୍ୟରୁ ଦିନକରେ ଯେତିକି ପଜିଟିଭ୍ ବାହାରୁଛନ୍ତି ତାର ୩୦ ପ୍ରତିଶତରୁ ଅଧିକ କେବଳ ଏହି ତିନିଟି ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ଏହି ତିନିଟି ଜିଲ୍ଲାରେ ସଂକ୍ରମଣ ବ୍ରେକ ଫେଲ୍ […]

Continue Reading

ଇଟାୱା ସଫାରି ପାର୍କରେ ୨ ସିଂହୀ କରୋନା ଆକ୍ରାନ୍ତ

ଲକ୍ଷ୍ନୌ: ଇଟାୱା ସଫାରି ପାର୍କରେ ଥିବା ୨ ସିଂହୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଆଉ ଏକ ସିଂହୀଙ୍କୁ କୋଭିଡ୍ ସଂକ୍ରମିତ ବୋଲି ସନ୍ଦେହ କରାଯାଉଛି। ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ଆଇଭିଆରଆଇ) ବରେଲି ପରୀକ୍ଷା ରିପୋର୍ଟ ପଠାଇବା ସହ ସନ୍ଦିଗ୍ଧ ସିଂହୀର ନମୁନା ପଠାଇବାକୁ ଏଟାୱା ସଫାରି ପାର୍କର କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ତେବେ ୨ ପ୍ରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Continue Reading

ନଭିମୁମ୍ବାଇ ମହାନଗର ନିଗମକୁ ଓଡ଼ିଶା ଭବନ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋଭିଡ୍ ମହାମାରୀର ମୁକାବିଲା ପାଇଁ ମୁମ୍ବାଇରେ ରୋଗୀଙ୍କୁ ସେବା ଯୋଗାଉଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସଙ୍ଗରୋଧ ନିମନ୍ତେ ନାଭି ମୁମ୍ବାଇ ମହାନଗର ନିଗମ ସେଠାରେ ଥିବା ଓଡ଼ିଶା ଭବନକୁ ୨୦୨୦ ଏପ୍ରିଲରୁ ବ୍ୟବହାର କରି ଆସୁଥିଲେ । ଏହାର ଭଡ଼ା ବାବଦ ଦେୟ ୨ କୋଟି ୧୬ ହଜାର ଟଙ୍କା ଥିବାବେଳେ ମହାମାରୀର ଏ ବିପଦ ସମୟରେ  ମାନବିକତା ତଥା ମୁମ୍ବାଇର ଜନସାଧାରଣଙ୍କ ପ୍ରତି ସଦିଚ୍ଛାପୂର୍ଣ୍ଣ ମନୋଭାବ ପ୍ରଦର୍ଶନ ପୂର୍ବକ ଓଡ଼ିଶା ଭବନ ଭଡ଼ା ଦେୟକୁ […]

Continue Reading

କରୋନା ଆତଙ୍କ ଭିତରେ ‘ବ୍ଲାକ ଫଙ୍ଗସ୍’ ସଂକ୍ରମଣ ଚିନ୍ତା, କ’ଣ ଏହି ନୂଆ ରୋଗ ?

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରକୁ ନେଇ ଦେଶରେ ଏବେ ହାହାକାର ସ୍ଥିତି । ଏଭଳି ସ୍ଥିତିରେ ଭାରତରେ ଆଉ ଏକ ନୂଆ ସଂକ୍ରମଣ ଚିନ୍ତା ବଢ଼ାଇଲାଣି । ଯାହାକୁ ବ୍ଲାକ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ରୋଗ ବୋଲି କୁହାଯାଉଛି । ଦିଲ୍ଲୀରେ ଚିକିତ୍ସାଧୀନ କରୋନା ଆକ୍ରାନ୍ତଙ୍କ ପାଖରେ ଏହି ସଂକ୍ରମଣ ଦେଖିବାକୁ ମିଳିଛି । କରୋନାର ପ୍ରଥମ ଲହର ବେଳେ ବି ବ୍ଲାକ ଫଙ୍ଗସ୍ ମାମଲା ସାମନାକୁ ଆସିଥିଲା । ଏହି କାରଣରୁ ବହୁ ଲୋକଙ୍କ ଜୀବନ ବି […]

Continue Reading

କରୋନା କବଳରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର

ମୁମ୍ବାଇ: କରୋନା କବଳରୁ ବାଦ୍ ପଡିନି ବଲିଉଡ ଜଗତ। ଏଭଳି ସମୟରେ ଶିଳ୍ପା ସେଟ୍ଟୀଙ୍କ ସମେତ ତାଙ୍କ ପୂରା ପରିବାର ମଧ୍ୟ ଶୁକ୍ରବାର ଦିନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି ଗତ ୧୦ ଦିନ ହେବ ଆମ ପରିବାର କଷ୍ଟ ଭୋଗୁଛୁ। ପ୍ରଥମେ ମୋ ଶାଶୁ ଓ ଶ୍ବଶୁର କୋଭିଡ ସଂକ୍ରମିତ ହୋଇଥିଲେ। ପରେ […]

Continue Reading

ଲକ୍‌ଡାଉନ ସମୟରେ ସହରାଞ୍ଚଳର ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇବାକୁ ଅନୁରୋଧ କଲା ପ୍ରଶାସନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଘୋଷଣା ହୋଇଛି । ରାସ୍ତାରେ ଯାନବାହାନ ଚଳାଚଳ ଉପରେ କଟକଣା ସହ ଅତ୍ୟାବଶ୍ୟକ ଜିନିଷ ମିଳୁଥିବା ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ବନ୍ଦ ରହୁଛି । ଫଳରେ ବୁଲା ଗାଇଗୋରୁ ଓ କୁକୁର ଖାଦ୍ୟ ପାଇ ପାରୁ ନ ଥିବା ଦେଖିବାକୁ ମିଳୁଛି । ତେଣୁ ଏହି ଲକ୍‌ଡାଉନ ସମୟରେ ସହରାଞ୍ଚଳମାନଙ୍କରେ ଏମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଉଚିତ୍ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି […]

Continue Reading

ସଂକ୍ରମଣ ଭଳି ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ୮୪୦୧ ଜଣ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ପ୍ରତିଦିନ ନୂଆ ନୂଆ ରେକର୍ଡ କରି ଚାଲିଛି । ସେହିଭଳି କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ସବୁ ରେକର୍ଡ ଭାଙ୍ଗିଛି । ଆଜି ରାଜ୍ୟରୁ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ୮ ହଜାର ୪୦୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୪ ଲକ୍ଷ ୩୧ ହଜାର ୬୫୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ […]

Continue Reading

ପାଟଣାଗଡ଼ ଉପକାରାଗାରରେ ୪୦ ଅନ୍ତେବାସୀଙ୍କୁ କରୋନା, ଜଣେ ମୃତ

ବଲାଙ୍ଗିର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ଜେଲରେ ଭୂତାଣୁର ବିସ୍ଫୋରଣ ହୋଇଛି । ବଲାଙ୍ଗିରର ପାଟଣାଗଡ଼ ଉପକାରାଗାରରେ ୪୦ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସଂକ୍ରମିତ ଅନ୍ତେବାସୀଙ୍କ ମଧ୍ୟରୁ ଜଣେ କଏଦୀ କରୋନାରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ଖପ୍ରାଖୋଲ ବ୍ଲକ ଧାନମୁଣ୍ଡାର ବଲ୍ଲଭ ପ୍ରଧାନ ବୋଲି ଜଣାପଡ଼ିଛି । ବେଆଇନ୍ ଭାବେ କଫ୍ ସିରପ୍ ବିକ୍ରି ଅଭିଯୋଗରେ ଗତ ଏପ୍ରିଲ୍ ୨୫ରେ ତାଙ୍କୁ ଗିରଫ କରାଯାଇଥିଲା । ଏପ୍ରିଲ୍ […]

Continue Reading

୧୧ ଯାଏ କାଳବୈଶାଖୀ, ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି

ଭୁବନେଶ୍ୱର: ରାଜ୍ୟରେ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା କାଳବୈଶାଖୀ ପିଛା ଛାଡ଼ୁନି । ଆସନ୍ତା ୧୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ଏନେଇ ଏସଆରସି ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ କହିଛନ୍ତି । କାଳବୈଶାଖୀ ନେଇ ୮ ତାରିଖ ସକାଳ ୮ଟା ୩୦ ଯାଏ ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, […]

Continue Reading

କରୋନା ପ୍ୟାକେଜ୍ ଭାବେ ପ୍ରତି ପରିବାରକୁ ୪ ହଜାର ଟଙ୍କା ଦେବେ ସରକାର

ଚେନ୍ନାଇ: ତାମିଲନାଡ଼ରୁ ମୁଖ୍ୟମନ୍ତ୍ରୀ ଭାବେ ଏମ.କେ ଷ୍ଟାଲିନ୍ ଆଜି ଶପଥ ନେଇଛନ୍ତି । ପ୍ରଥମଥର ମୁଖ୍ୟମନ୍ତ୍ରୀ ହୋଇଥିବା ଷ୍ଟାଲିନ୍ ଦାୟିତ୍ୱ ଗ୍ରହଣର ପ୍ରଥମ ଦିନରେ ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଦାୟିତ୍ୱ ଗ୍ରହଣ ପରେ ସେ ପ୍ରଥମେ କରୋନା ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତି ପରିବାରକୁ ୪ ହଜାର ଟଙ୍କା ଲେଖାଏ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ପ୍ରତି ପରିବାରକୁ ଚଳିତ ମେ’ ମାସରେ ଦିଆଯିବ […]

Continue Reading