ରାଜ୍ୟ ସଭାରେ କୃଷି ବିଲକୁ ବିଜେଡିର ବିରୋଧ
ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେବା ପରେ କୃଷି ବିଲକୁ ରବିବାର ଦିନ ରାଜ୍ୟ ସଭାରେ ଆଗତ କରିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ଯାହାକୁ ବିଭିନ୍ନ ଦଳ ସହ ବିଜେଡି ମଧ୍ୟ ବିରୋଧ କରିଛି । ପ୍ରାପ୍ତ ସୂଚନାନୁଯାୟୀ, ଏହି କୃଷି ବିଲ ଉପରେ ରାଜ୍ୟସଭାରେ ଆଲୋଚନା ବେଳେ ବିଜେଡି ସାଂସଦ ଅମର ପଟ୍ଟନାୟକ ବିରୋଧ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ବିଲ୍ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା ନାହିଁ […]
Continue Reading
