ଭାରତ ସହ ସଂଘର୍ଷ ପରେ ପ୍ରଥମଥର ପାଇଁ ମୁହଁ ଖୋଲିଲା ଚାଇନା
ବେଜିଂ: ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷକୁ ନେଇ ମୁହଁ ଖୋଲିଛି ବେଜିଂ। ଡିସେମ୍ବର ୯ ତାରିଖରେ ଉଭୟ ଦେଶର ସେନା ଏଲଏସି ନିକଟରେ ମାରପିଟ୍ ହୋଇଥିଲେ। ଏହାକୁ ନେଇ ବିବାଦ ଜାରି ରହିଥିବା ବେଳେ ଚାଇନା ସରକାର ସୀମାରେ ସବୁ କିଛି ସ୍ଥିର ରହିଥିବା କହିଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କହିଛନ୍ତି, “ଆମେ ଯାହା ବର୍ତ୍ତମାନ ଯାଏ ବୁଝିଛୁ ଚାଇନା-ଭାରତ ସୀମାରେ ପରିସ୍ଥିତି […]
Continue Reading
