କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ବିପାସା ବସୁ

ନୂଆଦିଲ୍ଲୀ : ପିତାମାତା ହେଲେ ବିପାସା ବସୁ ଓ କରଣ ସିଂହ ଗ୍ରୋଭର । ତାଙ୍କ ଘରକୁ ଆସିଲା କୁନି ଅତିଥି । ୪୩ ବର୍ଷ ବୟସରେ ଅଭିନେତ୍ରୀ ବିପାସା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି। ଗତ ଅଗଷ୍ଟ ମାସରେ ବିପାସା ଓ କରଣ ପ୍ରେଗ୍ନାନସୀର ଆନାଉନ୍ସ କରିଥିଲେ। ବିପାସା ଓ କରଣଙ୍କ ବିବାହ […]

Continue Reading

ରାଜୀବ ହତ୍ୟା ମାମଲା: ୩୧ ବର୍ଷ ସଜା କାଟିବା ପରେ ଜେଲରୁ ମୁକୁଳିଲେ ନଳିନୀ

ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ସମସ୍ତ ୬ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ କରିବାର ଦିନକ ପରେ ଆଜି ସେମାନଙ୍କ ମଧ୍ୟରେ ନଳିନୀ ଶ୍ରୀହରନ ନାମକ ଜଣେ ମହିଳା ଜେଲରୁ ମୁକୁଳିଛନ୍ତି। ୩୧ ବର୍ଷ ଜେଲରେ ସଜା କାଟିବା ପରେ ଆଜି ଜେଲରୁ ମୁକୁଳିଛନ୍ତି । ଭେଲୋର ଜେଲରେ ରହୁଥିବା ନଳିନୀ ପାରୋଲରେ ଆସିଥିଲେ। ଆଜି ସେ ଭେଲୋର ଜେଲକୁ ଯାଇଥିଲେ। ସେଠାରେ ସମସ୍ତ ବିଧି ନିୟମକୁ ପାଳନ କରିବା […]

Continue Reading

ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକିଦେଲା ସ୍ବାମୀ

କଳାହାଣ୍ଡି : ରକ୍ଷକ ସାଜିଲା ଭକ୍ଷକ । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଧର୍ମପତ୍ନୀକୁ ପରପୁରୁଷକୁ ବିକ୍ରି କରିଦେଲା ସ୍ବାମୀ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ କିନ୍ତୁ ବର୍ତ୍ତମାନ ସମୟରେ ଟଙ୍କା ମଣିଷକୁ ଅନ୍ଧ କରୁଥିବା ନଜିର ରହିଛି । ତେବେ ଏଭଳି ଅମାନବୀୟ ଘଟଣା କଳାହାଣ୍ଡି ଜିଲା ନର୍ଲା ଥାନା ଅଞ୍ଚଳରେ ଘଟିଛି । ଟଙ୍କାର ଲୋଭାଗ୍ରସ୍ତ ହୋଇ ଜଣେ ଯୁବକ ପ୍ରେମ କରି ବିବାହ କରିଥିବା ନିଜ ସ୍ତ୍ରୀକୁ […]

Continue Reading

ଶୀତ ଅଧିବେଶନରେ ସଂସଦରେ ଯୋଗ ଦେଇପାରିବେନି ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଚଳିତ ଶୀତ ଅଧିବେଶନରେ ସଂସଦରେ ଯୋଗ ଦେଇପାରିବେନି କଂଗ୍ରେସ ନେତା ରାହୁଲ ଗାନ୍ଧି। ସେ ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ରହିବା କାରଣରୁ ଶୀତ ଅଧିବେଶନରେ ଗୃହରେ ଉପସ୍ଥିତ ରହିପାରିବେନି। କଂଗ୍ରେସ ନେତା ଜୟରାମ ରମେଶ ଏହି ସୂଚନା ଦେଇଛନ୍ତି। ଗତ ସେପ୍ଟେମ୍ବର ୭ତାରିଖରେ ଦେଶର ଦକ୍ଷିଣ ଭାଗ କନ୍ୟାକୁମାରୀରୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହୋଇଥିଲା । ୫୨ ବର୍ଷୀୟ ଗାନ୍ଧି ଏଯାଏଁ କେରଳ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ ତାଙ୍କ ଭାରତ ଯୋଡ଼ା […]

Continue Reading

ହେତୁବାଦୀଙ୍କୁ ଦଣ୍ଡ ଦିଅ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଛତିଶା ନିଯୋଗ ନାୟକ

ପୁରୀ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ। ହେତୁବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏଥିରେ ଦାବି କରାଯାଇଛି। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ଧର୍ମୀୟ ଭାବନାକୁ ହେତୁବାଦୀମାନେ କୁଠାରାଘାତ କରିଥିବା ଏଥିରେ ଅଭିଯୋଗ ହୋଇଛି। ଶ୍ରୀରାମ ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର ଭକ୍ତଙ୍କ ଭାବନାରେ ଆଞ୍ଚ ଆଣିଛି। ସେହିପରି ଜଗନ୍ନାଥଙ୍କ ପ୍ରସାଦକୁ ନେଇ ମଧ୍ୟ ଔଦ୍ଧତ୍ୟର ସୀମା ଟପି ହେତୁବାଦୀମାନେ ମନ୍ତବ୍ୟ ଦେଇଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି […]

Continue Reading

ବିମାନ ବନ୍ଦରରେ ଶାହରୁଖ ଖାନ୍ ଅଟକ

ମୁମ୍ବାଇ: ବିମାନ ବନ୍ଦରରେ ବଲିଉଡର ବାଦଶାହ ଶାହରୁଖ ଖାନ୍ ଅଟକ । ମୁମ୍ବାଇ ବିମାନ ବନ୍ଦରରେ ଏକ ଘଣ୍ଟା ଧରି ଶାହରୁଖ ଖାନ୍‌ଙ୍କୁ ଅଟକ ରଖାଗଲା। କଷ୍ଟମ ବିଭାଗ ଶାହରୁଖ ଓ ତାଙ୍କ ଟିମ୍‌କୁ ଅଟକ ରଖି ପଚରାଉଚରା କରିଛି। ରିପୋର୍ଟ ମୁତାବକ ଶାହରୁଖ ଦୁବାଇର ଶାରଜାହାରୁ ମୁମ୍ବାଇ ଫେରିଥିଲେ। ସେ ନିଜ ବ୍ୟକ୍ତିଗତ ଚାଟାର୍ଡ ବିମାନରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ ଏୟାରପୋର୍ଟରେ ପହଞ୍ଚିବା ପରେ ଟର୍ମିନାଲ-୩ରେ ତାଙ୍କ ଲଗେଜ ଯାଞ୍ଚ କରାଯାଇଥିଲା। ଯାଞ୍ଚ […]

Continue Reading

ଆନ୍ଧ୍ରପ୍ରଦେଶକୁ ୧୦,୫୦୦ କୋଟିର ଭେଟି ଦେଲେ ପ୍ରଧାନମନ୍ତ୍ରୀ

ବିଶାଖାପାଟନମ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରି ୧୦,୫୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି । ବିପ୍ଳବ ଭେରୁଦୁ ଆଲୁରୁ ସୀତାରାମରାଜଙ୍କ ୧୨୫ ତମ ଜନ୍ମ ବାର୍ଷିକୀରେ ସେ ଆନ୍ଧ୍ରପ୍ରଦେଶ ଗସ୍ତ କରିବାର ସୁଯୋଗ ପାଇଥିବା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭ କରିଥିଲେ। ମୋଦୀ କହିଥିଲେ, ଭାରତ ଆକାଂକ୍ଷାର ପେଣ୍ଠସ୍ଥଳ । ଏହି ପ୍ରୋଜେକ୍ଟ ଗୁଡିକ […]

Continue Reading

ଠକି ଦେଲେ ବିଇଓ ସାର୍

ଆଳି: ଠକି ଦେଲେ ବିଇଓ ସାର୍। ୨ ଜଣ ଅଧିକ ଶିକ୍ଷକ ଦେବେ ବୋଲି କହି ଦେଲେନି। ଜଣେ ମାତ୍ର ଶିକ୍ଷକରେ କେମିତି ଚାଲିବ ସ୍କୁଲ ? ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୨୦ ଜଣ ପିଲା ପଢ଼ିବେ କେମିତି ? ଅନ୍ୟଜଣେ ଶିକ୍ଷକଙ୍କୁ ବଦଳି କରି ଦିଆଗଲା କାହିଁକି ? ତାଙ୍କୁ ଉପରିସ୍ଥ ଅଧିକାରୀ କାହିଁକି ମାଗିଲେ ଲାଞ୍ଚ ? ଏଭଳି ଅନେକ ପ୍ରଶ୍ନବାଣ ଧରି ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ। ଯାହାକୁ […]

Continue Reading

ପ୍ରକାଶ ପାଇଛି OJS-୨୦୨୧ ରେଜଲ୍‌ଟ: ଆଦ୍ୟାଶା ମିଶ୍ର ଟପ୍ପର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି OJS-୨୦୨୧ ରେଜଲ୍ଟ। ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଓ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୫୦ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ବିଭୂ ପ୍ରସାଦ ନାୟକ, ପଞ୍ଚମ ସ୍ଥାନରେ ସୁମୀତା ରଥ, ଷଷ୍ଠରେ ରାଜଲକ୍ଷ୍ମୀ ମହାନ୍ତି, ସପ୍ତମରେ ରାଜେଶ ମିଶ୍ର, ଅଷ୍ଟମରେ […]

Continue Reading

ଚର୍ଚ୍ଚାରେ ମାଡାମ୍ ପ୍ରେସିଡେଣ୍ଟଙ୍କ ଶାଢୀ

ଭୁବନେଶ୍ୱର: ବିଗତ ଦୁଇ ଦିନ ଓଡ଼ିଶାବାସୀଙ୍କ ପାଇଁ ଥିଲା ମହତ୍ୱପୂର୍ଣ୍ଣ । ଓଡ଼ିଶାକୁ ଆସିଥିଲେ ଦେଶର ପ୍ରଥମ ନାଗରିକ । ସବୁ ମିଡିଆର ଖବର ମୁଖ୍ୟାଂଶ ଥିଲେ ମାଡାମ୍ ଦ୍ରୌପଦୀ ମୁର୍ମୁ । ଓଡିଶା ମାଟିରେ ୨ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତିଙ୍କ ଶାଢୀକୁ ନେଇ ଲୋକେ ଅନେକ ଚର୍ଚ୍ଚା କରିଥିଲେ । ଦୁଇ ଦିନରେ ଦେଶର ପ୍ରଥମ ନାଗରିକ ୪ଟି ସୁନ୍ଦର ଶାଢୀ ପିନ୍ଧିଥିଲେ । ଯେଉଁଥିରେ ଥିଲା ଓଡ଼ିଶାର ଝଲକ ଓ ଓଡ଼ିଆ ମହକ […]

Continue Reading