ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟୁଛି

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦର ପ୍ରତି ଲୋକଙ୍କ ଆସ୍ଥା ତୁଟିବାକୁ ଆରମ୍ଭ ହୋଇଗଲାଣି । ବିମାନ ବନ୍ଦର ର ଯାତ୍ରୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି । ଏହଳି ହେବାର ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମ କାରଣଟି ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ବିମାନ ଗୁଡିକ ବାରମ୍ବାର ବାତିଲ ହେଉଛି। ବିମାନ ସେବା ସବୁବେଳେ ଉପଲବ୍ଧ ରହୁନି । ଶେଷ ସମୟରେ ବିମାନ କୁ ବାତିଲ କରିଦିଆଯାଇଛି। ଯାହା […]

Continue Reading

ପୁଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ ଖାନ

ଇସଲାମାବାଦ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଏଥିସହ ସେ ପାକିସ୍ତାନ ମୁସଲିମ ଲିଗ୍‌ (ନୱାଜ) ନେତା ନୱାଜ ଶରିଫଙ୍କୁ ଦୁର୍ନୀତି ପାଇଁ ସମାଲୋଚନା କରିଛନ୍ତି। ବିଶ୍ୱର କୌଣସି ରାଜନେତା ଶରିଫଙ୍କ ଭଳି ସମ୍ପତ୍ତି ବିଦେଶରେ ଠୁଳ କରି ରଖି ନାହାନ୍ତି ବୋଲି ଇମ୍ରାନ କହିଛନ୍ତି। ଗୋଟିଏ ସାଧାରଣ ସଭାକୁ ସମ୍ବୋଧନ କରି ଇମ୍ରାନ ଖାନ କହିଛନ୍ତି, “ଯଦି ଗୋଟିଏ ଦେଶରେ ସ୍ୱତନ୍ତ୍ର ଆଇନ ନାହିଁ, ତା’ହେଲେ […]

Continue Reading

ମାର୍ଚ୍ଚ ସୁଦ୍ଧା ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍

ଭୁବନେଶ୍ୱର: ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ । ଗାଡ଼ିର ବେଗ ସହ ସବୁକିଛି ଜାଣିହେବ । ଭୁବନେଶ୍ୱରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ୩ ଚକିଆ ଯାନକୁ ଛାଡ଼ି ଅନ୍ୟ ସବୁ ଗାଡ଼ିରେ ବ୍ୟବସ୍ଥା ରହିବ । ତେବେ ଗାଡ଼ିର ଅବସ୍ଥିତି ନେଇ ସୂଚନା ଦେବ ଲୋକେସନ୍ ଟ୍ରାକିଂ ଡିଭାଇସ୍ । ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ସୂଚାଇବ । ୩୧ ଡିସେମ୍ବର ୨୦୨୨ […]

Continue Reading

ମହିଳା ବିଚାରପତିଙ୍କୁ କ୍ଷମା ମାଗିଲେ ଇମ୍ରାନ ଖାନ୍

ଇସଲାମବାଦ: ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ଇମ୍ରାନ ଖାନ । ମହିଳା ବିଚାରପତିଙ୍କ ବିରୋଧରେ ଧମକପୂର୍ଣ୍ଣ ବକ୍ତବ୍ୟ ଦେଇ ନିଜ ଦେଶରେ ସମାଲୋଚନା ହେବା ପରେ ଭୁଲ ମାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଅନେକ ସମୟରେ ବିବାଦୀୟ ବକ୍ତବ୍ୟ ଦେଇ ନିଉଜରେ ରହୁଥିବା ଇମ୍ରାନ ଖାନ ଏବେ ନିଜ ଦେଶର ମହିଳା ବିଚାରପତିଙ୍କ ଉପରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇ ବିବାଦରେ ଥିଲେ । ଏହାକୁ ନେଇ କୋର୍ଟ ପକ୍ଷରୁ ଅଦାଲତ ଅବମାନନା […]

Continue Reading

ମୋହନ ଭାଗବତଙ୍କୁ ‘ରାଷ୍ଟ୍ର ପିତା’ କହିଲେ ବରିଷ୍ଠ ମୁସଲିମ ଧର୍ମଗୁରୁ

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇମାମ ଅର୍ଗାନାଇଜେସନ ମୁଖ୍ୟ ଉମର ଅହମଦ ଇଲୟାସି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା କହିଛନ୍ତି। ପିଲାଟି ବେଳୁ ସମସ୍ତେ ଜାଣିଛନ୍ତି ଯେ ଦେଶର ପିତା ତଥା ଜାତିର ଜନକ ହେଉଛନ୍ତି ମହାତ୍ମା ଗାନ୍ଧି। ହେଲେ ଆଜି ମୌଲବୀ ଇଲୟାସିଙ୍କ ଭାଗବତଙ୍କ ପ୍ରତି ଏପରି ଉକ୍ତି ଚର୍ଚ୍ଚାର ବିଷୟ ପାଲଟିଛି। ମୋହନ ଭାଗବନ ଆଜି ମୁସଲିମ ନେତାମାନଙ୍କ ସହ ମିଶିବା ପାଇଁ ଦିଲ୍ଲୀରେ ଥିବା ଗୋଟିଏ ପ୍ରସିଦ୍ଧ ମସଜିଦରେ ପହଞ୍ଚିଥିଲେ। ସେଠାରେ ସେ […]

Continue Reading

ଦେଶ ଛାଡ଼ି ପାରିବେନି ୧୮ରୁ ୬୫ ବର୍ଷର ନାଗରିକ, ବିମାନ ଟିକେଟ୍ ବିକ୍ରି ବନ୍ଦ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶ ଉପରେ ପରମାଣୁ ଆକ୍ରମଣ ନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଧମକ ପରେ ଆଶଙ୍କାରେ ଋଷ ନାଗରିକ । ଋଷରୁ ବିଭିନ୍ନ ଦେଶକୁ ଯାଉଥିବା ବିମାନ ସବୁ ବୁକ୍ ହୋଇ ଯାଇଛି । ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ଆହୁରି ରଜର୍ଭ ସୈନ୍ୟ ପଠାଇବା ଲାଗି ପୁଟିନଙ୍କ ଘୋଷଣା ପରେ ଏଭଳି ସ୍ଥିତି ଉପୁଜିଛି । ନିକଟସ୍ଥ ଆର୍ମେନିଆ, ଜର୍ଜିଆ, ଆଜରବାଇଜନ ଓ କାଜାଖସ୍ତାନ ଆଦି ସ୍ଥାନକୁ […]

Continue Reading

ମାତୃଭାଷା ଓଡ଼ିଆରେ ହେବ ଓଏଏସ ପରୀକ୍ଷା

ଭୁବନେଶ୍ୱର: ଏଣିକି ମାତୃଭାଷା ଓଡ଼ିଆରେ ଦେଇ ହେବ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ବା ଓପିଏସସି ଏହି ପରୀକ୍ଷା କରାଇଥାଏ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ଲେଖି ଓପିଏସସିକୁ ଅବଗତ କରାଯାଇଛି। ୨୦୧୭ରୁ ଓପିଏସସି ପରୀକ୍ଷା ଓଡ଼ିଆରେ ଦେବାକୁ ନିୟମ ରହିଥିଲେ ବି ଅନେକ କ୍ଷେତ୍ରରେ ଇଂରାଜୀ ବ୍ୟବହାର ହେଉଥିଲା। ଏବେ କିନ୍ତୁ ଉଭୟ ପ୍ରିଲିମ୍, ମେନ୍ ଏବଂ ଇଣ୍ଟରଭ୍ୟୁ ଓଡ଼ିଆରେ ଦେଇପାରିବେ। ପରୀକ୍ଷାରେ ଜଣେ କେଉଁ […]

Continue Reading

ହେଟ୍ ସ୍ପିଚକୁ ନେଇ ମିଡିଆ ଉପରେ ବର୍ଷିଲ ସୁପ୍ରିମକୋର୍ଟ, ‘ଏହା କାହାରିକୁ ହତ୍ୟା ଭଳି’

ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ବା ଘୃଣ୍ୟ ମନ୍ତବ୍ୟକୁ ନେଇ ସୁପ୍ରିମକୋର୍ଟ ମିଡିଆ ଉପରେ ଖୁବ୍ ବର୍ଷିଛନ୍ତି । ଏଥିସହ ଆଖି ବୁଜି କିଭଳି କେନ୍ଦ୍ର ସରକାର ଏସବୁକୁ ଦେଖୁଛନ୍ତି ସେ ନେଇ ବି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟ କହିଛନ୍ତି, ସବୁଠୁ ଅଧିକ ଘୃଣ୍ୟ ମନ୍ତବ୍ୟ ମିଡିଆ ଓ ସୋସିଆଲ୍ ମିଡିଆରେ ଦିଆଯାଉଛି । ଆମ ଦେଶ କେଉଁଆଡ଼େ ଗତି କରୁଛି ? ଟିଭି ଆଙ୍କରଙ୍କ ବଡ଼ ଦାୟିତ୍ୱବୋଧ ରହିଛି । କିନ୍ତୁ ଟିଭି ଆଙ୍କର […]

Continue Reading

୨୩ ହଜାର କୋଟି ବ୍ୟାଙ୍କ ଠକେଇ ମାମଲା: ଏବିଜି ଶିପୟାର୍ଡ ମୁଖ୍ୟ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଇତିହାସର ସବୁଠାରୁ ବଡ଼ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ଫସିଥିବା ଏବିଜି ଶିପୟାର୍ଡର ମୁଖ୍ୟ ଆରକେ ଅଗ୍ରୱାଲଙ୍କୁ ଶେଷରେ ଗିରଫ କରିଛି ସିବିଆଇ। ୨୩ ହଜାର କୋଟି ବ୍ୟାଙ୍କ ଦୁର୍ନୀତି ମାମଲାରେ ଆଜି ସିବିଆଇ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ସିବିଆଇ ଶ୍ରୀ ଅଗ୍ରୱାଲଙ୍କ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର, ବିଶ୍ୱାସ ଭଙ୍ଗ ଓ ପଦବୀର ଅପବ୍ୟବହାର ଆଦି ଦଫାରେ ମାମଲା ରୁଜୁ କରାଯାଇଥିଲା। ଆଇପିସିର ବିଭିନ୍ନ ଦଫା […]

Continue Reading

ପୁରୀ ସହରରେ କେବେ ବିଛାଯିବ ଭୂତଳ ବିଦ୍ୟୁତ୍ ତାର ?

ପୁରୀ: ଅସରାଏ ବର୍ଷା, ଦୁଲୁକାଏ ପବନରେ କଟି ଯାଉଛି ବିଦ୍ୟୁତ୍ । ପୁରୀର ଇତିହାସ ସହ ଭୂଗୋଳ ବଦଳୁଛି । କିନ୍ତୁ ପୁରୀବାସୀ ଦୀର୍ଘଦିନରୁ ସାମ୍ନା କରୁଥିବା ବିଦ୍ୟୁତ୍ ସମସ୍ୟାର ଅନ୍ତ ହେଉନି । ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ କରିବାକୁ ଲକ୍ଷ୍ୟ ରଖି କାମ କରୁଛନ୍ତି ସରକାର । ସମୁଦ୍ର ଉପକୂଳରେ ଥିବା ପୁରୀରେ ବାରମ୍ବାର ବାତ୍ୟା ତାଣ୍ଡବ ରଚୁଥିବା ବେଳେ ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ବିଦ୍ୟୁତ୍ କାଟ ହେଉଛି । ୨୦୧୯ରେ […]

Continue Reading