ବର୍ଷାଙ୍କୁ ଟ୍ୱିଟ ବାଣ ମାରିଲେ ଅନୁଭବ, ପଚାରିଲେ- ଅଡ଼ିଓ କ୍ଲିପ୍ ପଛର ସତ କ’ଣ ?
କଟକ: କିଛି ଦିନର ନୀରବତା ପରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନିଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓ କ୍ଲିପ୍ରେ ଶୁଭୁଥିବା ସ୍ୱର କାହାର ବୋଲି ଟ୍ୱିଟରରେ ସଫା ସଫା ପ୍ରଶ୍ନ ପଚାରିଛନ୍ତି ଅନୁଭବ। ହେଲେ ଅପରପକ୍ଷରୁ ମିଳିନି କିଛି ଉତ୍ତର। ଉଭୟ ଅନୁଭବ ଓ ବର୍ଷା ପ୍ରିୟଦର୍ଶୀନିଙ୍କ ଦାମ୍ପତ୍ୟ କଳି ଦିନକୁ ଦିନ ବିବାଦୀୟ ମୋଡ଼ ନେବାରୁ କେହି କାହାକୁ ଆକ୍ଷେପ ନ […]
Continue Reading
