ଗୁଜରାଟରେ ଆମ୍ ଆଦମୀ ପାର୍ଟିକୁ ଝଟକା

ଅହମଦାବାଦ: ମିଶନ ଗୁଜୁରାଟ ପାଇଁ ଆମ୍ ଆଦମୀ ପାର୍ଟି (ଆପ) ଜୋରଦାର ପ୍ରସ୍ତୁତି କରୁଛି । ଆପର ପୋଷ୍ଟର ବୟ କୁହାଯାଉଥିବା ଅରବିନ୍ଦ କେଜ୍ରିଓ୍ୱାଲ ମୋଦୀ-ଶାହଙ୍କ ଗଡ଼ରେ ଶକ୍ତ ପ୍ରଦର୍ଶନ କରୁଛନ୍ତି। ଏହାରି ଭିତରେ ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି) ଆପ ସହ ମେଣ୍ଟ ଭାଙ୍ଗିଛି। ୪ ମାସ ତଳେ ଆପ ସହ ମେଣ୍ଟ କରିଥିଲା ଏହି ଦଳ।  ବିଟିପି ଏପରି କରିବା ପରେ ଆପକୁ ବଡ ଝଟକା ଲାଗିଛି। ଗୁଜୁରାଟର ମୋଟ ଜନସଂଖ୍ୟାର ପ୍ରାୟ ୧୪.୮ […]

Continue Reading

ଦରବୃଦ୍ଧି ରୋକିବାକୁ RBIର ପ୍ରୟାସକୁ ଝଟକା: ଅଗଷ୍ଟରେ ପୁଣି ବଢ଼ିଲା ମୁଦ୍ରସ୍ଫୀତି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ପୁଣି ବଢ଼ିଲା ମୁଦ୍ରସ୍ଫୀତି । କନ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ସିପିଆଇ) ପୁଣି ଥରେ ବଢ଼ି ୭ ପ୍ରତିଶତ ପାର୍ କରିଛି । ଯାହା ଜୁଲାଇରେ ୬.୭୧ ପ୍ରତିଶତ ରହିଥିଲା । ଆଉ ଏବେ ଏହା ପୁଣି ବଢ଼ିବା ଚିନ୍ତାର ବିଷୟ । କାରଣ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ତମାମ ପ୍ରୟାସକୁ ଝଟକା ଦେଇଛି । ଅଗଷ୍ଟର ସିପିଆଇ ମୁଦ୍ରାସ୍ଫୀତିର ସଂଖ୍ୟା ୭ ପ୍ରତିଶତ ହେବା, ଅନୁମାନ ରୁ କିଛି ଅଧିକ […]

Continue Reading

ସେପ୍ଟେମ୍ବର ୧୪ରେ ମୁମ୍ବାଇ ଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାରେ ହେବ ପୁଞ୍ଜିନିବେଶ । ସେପ୍ଟେମ୍ବର ୧୪ରେ ମୁମ୍ବାଇରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏଥିରେ ଦେଶ ବିଦେଶର ଶିଳ୍ପପତିମାନେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିବେ। ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍’ରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ ସୁଯୋଗ ରହିଛି ତାହା ଉପରେ ଶିଳ୍ପପତିମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବେ । ମେକ ଇନ ଓଡ଼ିଶା […]

Continue Reading

ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କୁ ଦିଲ୍ଲୀ ପୁଲିସର ସମନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କୁ ଦିଲ୍ଲୀ ପୁଲିସ ସମନ କରିଛି। ୧୪ ସେପ୍ଟେମ୍ବରରେ ତାଙ୍କୁ ହାଜର ପାଇଁ ନୋଟିସ୍‌ ହୋଇଛି। ମହାଠକ୍ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ମନିଲଣ୍ଡରିଂ କାରବାରେ ଏହି ସମନ ହୋଇଛି। ପୂର୍ବରୁ ଜ୍ୟାକ୍‌ଲିନଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି। ଚନ୍ଦ୍ରଶେଖର ଏବେ ଜେଲରେ ଅଛନ୍ତି। ବିଭିନ୍ନ ଲୋକଙ୍କୁ କୋଟି କୋଟି ଟଙ୍କା ଠକିବା ଅଭିଯୋଗରେ ସେ ଏବେ ଜେଲରେ ଅଛନ୍ତି। ନିକଟରେ ଇଡି ପକ୍ଷରୁ ଜ୍ୟାକ୍‌ଲିନ ବିରୋଧରେ ହୋଇଥିବା ଚାର୍ଜସିଟ୍‌ […]

Continue Reading

ଲଗାଣ ବର୍ଷା ପାଇଁ ଆଜି ୨୦୦ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ: ଆଜି ଟ୍ରେନରେ ଯିବାକୁ ଯଦି ଆପଣ ସ୍ଥିର କରିଛନ୍ତି ତେବେ ଟ୍ରେନର ଟାଇମ୍ ଟେବଲ୍ ଟିକେ ଦେଖି ନିଅନ୍ତୁ । କାରଣ ସାରା ଦେଶରେ ଲଗାଣ ବର୍ଷା ପାଇଁ ଆଜି ୨୦୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ବର୍ଷା ପାଇଁ ଭାରତୀୟ ରେଳ ୨୦୩ ଟ୍ରେନକୁ ବାତିଲ କରିଥିବା ଜଣାପଡିଛି। ଏହା ସହ ୩୮ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଥିବାବେଳେ ୪୦ ଟି ଟ୍ରେନ୍ ଡାଇଭର୍ଟ କରାଯାଇଛି । ଏହା ବ୍ୟତୀତ ୧୯ […]

Continue Reading

RSS ପୋଷାକରେ ନିଆଁ ଲଗେଇ ଟ୍ୱିଟରରେ ରାଜନୀତି ତାତି ବଢ଼େଇଲେ କଂଗ୍ରେସ

ନୂଆଦିଲ୍ଲୀ :କାପଡ଼ାକୁ ନେଇ ଏବେ ରାଜନୀତି ଆରମ୍ଭ ହେଇଯାଇଛି। ବିଜେପି ରାହୁଲ ଗାନ୍ଧୀ ଙ୍କୁ ବିଦେଶୀ କମ୍ପାନୀର ଟି ସାର୍ଟ ପିନ୍ଧିବା ନେଇ କହିଥିବା ବେଳେ ଏବେ କଂଗ୍ରେସ ଟ୍ଵିଟରେ ନିଆଁ ଲଗେଇ ଦେଇଛି । ଆପଣ ମଧ୍ୟ କଂଗ୍ରେସ ର ପୋଷ୍ଟ ଦେଖିଲେ ଏଇଟା ଅନୁମାନ କରିପାରିବେ । ସୋମବାର କଂଗ୍ରେସ ରାଷ୍ଟ୍ରିୟ ସ୍ୱୟଂମ୍ ସେବକ ସଂଗଠନ (ଆରଏସଏସ) କୁ ଟାର୍ଗେଟ କରି ଟ୍ୱିଟରରେ ଆରଏସଏସର ଏକ ଚିତ୍ର ପୋଷ୍ଟ କରିଛି। ପାର୍ଟି ଏହାର ଅଫିସିଆଲ୍ […]

Continue Reading

ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ଘୋଷଣା, ଫେରିଲେ ବୁମ୍ରା

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୨ ପାଇଁ ସୋମବାର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ। ଏହି ଟିମ୍‌ରେ ଷ୍ଟାର ବୋଲର ଯଶପ୍ରୀତ୍ ବୁମ୍ରା ସ୍ଥାନ ପାଇଛନ୍ତି। ସେହିପରି ହର୍ଷଲ ପଟେଲ ମଧ୍ୟ ଟିମ୍‌କୁ ଫେରିଛନ୍ତି। ତେବେ ଆଣ୍ଠୁରେ ଅପରେସନ୍ ହୋଇଥିବା କାରଣରୁ ଅଲ୍‌ ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଟିମ୍‌ରୁ ବାଦ୍ ପଡ଼ିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ୱ ଗଠିତ ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ […]

Continue Reading

କାୟା ବିସ୍ତାର କରିଛି ଡେଙ୍ଗୁ, ରାଜଧାନୀରେ ବଢୁଛି ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ଡେଙ୍ଗୁ ବଢାଇଲାଣି ଡର। ଆତଙ୍କ ଖେଳାଇ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ ଜ୍ୱର। ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପୁଛି ଡେଙ୍ଗୁ ରୋଗ। ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ଶନିବାର 95 ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଜିଲ୍ଲାରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା 1828 କୁ ବୃଦ୍ଧି ପାଇଛି। ଚିହ୍ନଟ ରୋଗୀଙ୍କ ମଧ୍ୟରୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ 1721 ଜଣ ଚିହ୍ନଟ ହୋଇଛନ୍ତି। ଶନିବାର ଭୁବନେଶ୍ୱରରୁ ପୁଣି ଚିହ୍ନଟ ହୋଇଛନ୍ତି 91 […]

Continue Reading

ଫିଟ ହେଲେ ବୁମରାହ, ହର୍ଷଲ

ବାଙ୍ଗାଲୋର: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଟି୨୦ ବିଶ୍ୱକପ ପୂର୍ବରୁ ଦୁଇ ଆଘାତପ୍ରାପ୍ତ ବୋଲି ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲ ଫିଟ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସେମାନେ ଫିଟନେସ ଟେଷ୍ଟ କ୍ଲିୟର କରିଛନ୍ତି । ବାଙ୍ଗାଲୋରରେ ଏନସିଏରେ ସେମାନେ ବୋଲିଂ ଅଭ୍ୟାସ ମଧ୍ୟ କରିଥିଲେ । ଆଘାତ ସମସ୍ୟା ଯୋଗୁ ଏମାନଙ୍କୁ ଏସିଆ କପ କ୍ରିକେଟରେ ସାମିଲ କରାଯାଇ ନ ଥିଲା । ଟି୨୦ର ଡେଥ ଓଭରରେ ଏହି ଦୁଇ […]

Continue Reading

କିଛି ସମୟ ମଧ୍ୟରେ ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଟକ୍କର

ଦୁବାଇ: ଆଉ କିଛି ସମୟ ପରେ ଖେଳାଯିବ ଏସିଆ କପ୍ ଫାଇନାଲ୍ ମ୍ୟାଚ। ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ । ଶ୍ରୀଲଙ୍କା ୩ଟି ଏବଂ ପାକିସ୍ତାନ ଦୁଇଟି ମ୍ୟାଚ୍ ଜିତିବା ପରେ ଉଭୟ ଫାଇନାଲକୁ ଆସିଛନ୍ତି । ଏସିଆ କପ୍ ଷଷ୍ଠ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା ମଇଦାନକୁ ଓହ୍ଲାଇବ। ସେହିପରି ୧୦ ବର୍ଷ ପରେ ଏସିଆ କପ୍ ଟାଇଟଲ୍ ହାତେଇବା ଲାଗି ଉଦ୍ୟମ କରିବ ପାକିସ୍ତାନ। ୧୯୮୬ ଏବଂ ୨୦୧୪ରେ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲରେ ପାକିସ୍ତାନ […]

Continue Reading