ଫିଲ୍ମ ଦେଖିବାକୁ ସମସ୍ଥଙ୍କୁ ବହୁତ ଭଲ ଲାଗେ । ବିଶେଷ କରି ସାଉଥ ଫିଲ୍ମ ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି । ସାଉଥ କଳାକାରମାନଙ୍କୁ ମଧ୍ୟ ବେଶ ପସନ୍ଦ କରନ୍ତି । କଳାକାର ମାନଙ୍କ ସମ୍ପର୍କରେ ସମସ୍ତଙ୍କୁ ଜାଣିବାକୁ ଭଲ ଲାଗିଥାଏ । ଆପଣ ମାନେ ତ ଏହି କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ ହେଲେ ଆପଣ ମାନେ କଣ ଏହି କଳାକାର ମାନଙ୍କର ରିଅଲ ଲାଇଫ ଭାଇ ଓ ଭଉଣୀ ମାନଙ୍କୁ ଦେଖିଛନ୍ତି ।
ଆଜିଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କେତେକ ପ୍ରସିଦ୍ଧ କଳାକାର ମାନଙ୍କ ଭାଇ ଭଉଣୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ପ୍ରଥମେ ନଜର ପକାଇବା ଚୁଲବୁଲି ନାୟିକା ଅନୁସ୍କା ସେଟି: ଆପଣ ମାନେ ସମସ୍ତେ ସାଉଥର ବହୁତ ସୁପର ହିଟ ଫିଲ୍ମରେ ଅନୁସ୍କାଙ୍କୁ ଦେଖିଥିବେ । ବନ୍ଧୁଗଣ ଅନୁସ୍କାଙ୍କର ଦୁଇଟି ଭାଇ ଅଛନ୍ତି ଯେଉଁ ମାନଙ୍କର ନାମ ହେଉଛି ସାଇ ରମେଶ ସେଟି ଓ ଗୁନ ରଞ୍ଜନ ସେଟି । ସାଇ ରମେଶ ପେସାରେ ଜଣେ ଡାକ୍ତର ଅଟନ୍ତି ଓ ଗୁନ ରଞ୍ଜନ ଜଣେ ବିଜନେସ ମ୍ୟାନ ଅଟନ୍ତି । ବନ୍ଧୁଗଣ ଏହି ତିନି ଜଣ ଭାଇ ଭଉଣୀଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି । ଏମାନେ ପରସ୍ପରକୁ ବହୁତ ସ୍ନେହ ଓ ଆଦର କରନ୍ତି ।

ମହେଶ ବାବୁ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହେଶ ବହୁତ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ମହେଶଙ୍କର ଦୁଇଟି ବଡ ଭାଇ ଓ ତିନୋଟି ଭଉଣୀ ଅଛନ୍ତି । ମହେଶ ନିଜ ଭାଇଆ ଓ ଭଉଣୀ ମାନଙ୍କୁ ବହୁତ ଭଲ ପାନ୍ତି । ଆପଣ ମାନେ ଆମ ଫଟୋ ଜରିଆରେ ସେମାନଙ୍କୁ ଦେଖିପାରୁଥିବେ ।

ରାମ ପୋଥିନେନୀ: ବନ୍ଧୁଗଣ ରାମଙ୍କର ଗୋଟେ ଭାଇ ଓ ଏକ ଭଉଣୀ ଅଛନ୍ତି । ବନ୍ଧୁଗଣ ରାମଙ୍କ ବଡ ଭାଇଙ୍କ ନାମ ହେଉଛି ରବି କିଶୋର ଯିଏ ପେସାରୁ ଏକ ଫିଲ୍ମ ନିର୍ମାତା ଅଟନ୍ତି ଓ ରାମଙ୍କ ଭଉଣୀଙ୍କ ନାମ ହେଉଛି ମଧୁସ୍ମିତା ପୋଥିନେନୀ ଯିଏ ପେସାରୁ ଏକ ଶିକ୍ଷୟତ୍ରୀ ଅଟନ୍ତି ।

ରାମ ଚରଣ: ଆପଣ ମାନେ ସମସ୍ତେ ରାମଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ରାମଙ୍କର ଦୁଇଟି ଭଉଣୀ ଅଛନ୍ତି ଯେଉଁ ମାନଙ୍କର ନାମ ହେଉଛି ଚିରଞ୍ଜିଭି ସ୍ଵେଜା ଓ ଚିରଞ୍ଜିଭି ସୁସ୍ମିତା । ସ୍ଵେଜା ବିଜନେସ ମ୍ୟାନ କଲ୍ୟାଣଙ୍କ ସହ ବିବାହ କରି ନିଜର ଜୀବନ ଅତିବାହିତ କରୁଛନ୍ତି ଓ ସୁସ୍ମିତା ବର୍ତ୍ତମାନ ବିଷ୍ଣୁ ପ୍ରସାଦଙ୍କ ସହ ବିବାହ କରି ନିଜର ଘର ବସାଇଛନ୍ତି । ରାମ ନିଜ ଭଉଣୀ ମାନଙ୍କୁ ବହୁତ ଭଲ ପାନ୍ତି । ଆପଣ ମାନେ ଆମ ଫଟୋ ଜରିଆରେ ଦେଖିପାରୁଥିବେ ।
