ଯୋଜନାରୁ କାର୍ଯ୍ୟାନ୍ୱୟନ ଦିଗରେ ଓଡ଼ିଶା: ୬ଟି ପ୍ରମୁଖ ଜଳ ସମ୍ପଦ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର : ରାଜ୍ୟର ଜଳ ସୁରକ୍ଷା, ଜଳବାୟୁ ସହନଶୀଳତା ଓ ପରିବେଶଗତ ସ୍ଥିରତାକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି ଓଡ଼ିଶାର ଜଳ ସମ୍ପଦ ବିଭାଗ। ବିଭାଗ ପକ୍ଷରୁ ହାତକୁ ନିଆଯାଇଥିବା ୬ଟି ପ୍ରମୁଖ ପ୍ରକଳ୍ପର ପ୍ରସ୍ତୁତି ଓ ଅଗ୍ରଗତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବୋଇତ ଯୋଜନା, ନଦୀ ପୁନରୁଦ୍ଧାର, ନଦୀ ମୁହାଣ ଖନନ, […]

Continue Reading