ଖୁବ ଶୀଘ୍ର ଫେରିବେ ତାରା ସିଂହ, ଆସିବ ଗଦର ୩ !
ଗଦର: ଏକ ପ୍ରେମ କଥା’ ଏବଂ ‘ଗଦର ୨’ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଐତିହାସିକ ସ୍ଥାନ ଅଧିକାର କରିଛି। ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ଦୁଇଟି ଦର୍ଶକଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ସୃଷ୍ଟି କରିଛି। ଏହାର ପ୍ରେମ, ଦେଶଭକ୍ତି ଏବଂ ନାଟକୀୟ କାହାଣୀ ଦର୍ଶକଙ୍କୁ ବାନ୍ଧି ରଖିଛି। ‘ଗଦର ୨’ର ବିପୁଳ ସଫଳତା ପରେ ଏବେ ସମସ୍ତେ ଏହାର ତୃତୀୟ ଭାଗ ‘ଗଦର ୩’ର ରିଲିଜକୁ ଅପେକ୍ଷା କରିଛନ୍ତି। […]
Continue Reading
